୧୦୦ ଦିନ ମଧ୍ୟରେ ସମସ୍ତ ପ୍ରମୁଖ ପ୍ରତିଶ୍ରୁତି ପାଳନ କରିଛୁ- ମୁଖ୍ୟମନ୍ତ୍ରୀ

ନୂଆ ସରକାର ଗଠନର ୧୦୦ ଦିନ ପୂର୍ତ୍ତି ଅବସରରେ ପୁରୀରେ ରାଜ୍ୟସ୍ତରୀୟ ଉତ୍ସବ ଆଗାମୀ ଦଶକ ହେବ ଭିତ୍ତିଭୂମି ନିର୍ମାଣର ଦଶକ ଆଗାମୀ ୧୨ ବର୍ଷର କାଳଖଣ୍ଡରେ ସମୃଦ୍ଧ ଓଡିଶା ଗଠନ ହେବ, ପ୍ରଥମ ୫ ବର୍ଷରେ ଏହାର ମୂଳଦୁଆ ପଡିବ, ପ୍ରଥମ ୧୦୦ ଦିନରେ ପ୍ରକ୍ରିୟା ଆରମ୍ଭ…

କେନ୍ଦ୍ରସରକାରଙ୍କ ମିନିରତ୍ନ କମ୍ପାନୀ ୱାପ୍‌କୋସ୍‌ର ପ୍ରତିନିଧିଙ୍କ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ…

ଭୁବନେଶ୍ୱର, ୧୯/୦୯/୨୦୨୪:  ଆଜି ଲୋକସେବା ଭବନ ସମ୍ମିଳନୀ କକ୍ଷରେ କେନ୍ଦ୍ରସରକାରଙ୍କ ମିନିରତ୍ନ କମ୍ପାନୀ ୱାପ୍‌କୋସ୍‌ (WAPCOS)ର ପ୍ରତିନିଧି ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସହ ବୈଠକ କରିଛନ୍ତି । ଏହି ବୈଠକରେ…

ପ୍ରଧାନମନ୍ତ୍ରୀ ଜନଜାତୀୟ ଉନ୍ନତ ଗ୍ରାମ ଅଭିଯାନର ଶୁଭାରମ୍ଭ

ଓଡ଼ିଶାର ୧୦ ଲକ୍ଷରୁ ଉର୍ଦ୍ଧ୍ବ ଜନଜାତି ପରିବାର ହେବେ ଉପକୃତ ଭୁବନେଶ୍ବର, ୧୯ ସେପ୍ଟେମ୍ବର ୨୦୨୪:ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ପ୍ରଧାନମନ୍ତ୍ରୀ ଜନଜାତୀୟ ଉନ୍ନତ ଗ୍ରାମ ଅଭିଯାନର ଶୁଭାରମ୍ଭ କରାଯାଇଛି । ଏହି ଅଭିଯାନ ଅନ୍ତର୍ଗତ ଓଡ଼ିଶାରେ ୨୭ ଟି…

ଓଡ଼ିଶାରେ ଚାଲିଛି ଝାଡ଼ଖଣ୍ଡ ରାଜନୀତିର ବଳ କଷାକଷି

ଛାତ୍ର ମୃତ୍ୟୁକୁ ନେଇ ଚାଲିଛି ଅନ୍ଧାରରେ ବାଡ଼ିବୁଲା : ଶିକ୍ଷାନୁଷ୍ଠାନର ସୁନାମ ଯାଇଛି ଫସି ଭୁବନେଶ୍ୱର: ଏକ ଘରୋଇ ବୈଷୟିକ ଶିକ୍ଷାନୁଷ୍ଠାନରେ ଝାଡ଼ଖଣ୍ଡର ଜଣେ ଛାତ୍ରଙ୍କ ଅସ୍ୱାଭାବିକ ମୃତ୍ୟୁକୁ ନେଇ ଏବେ ରାଜନୀତି ଜୋରଦାର | ଜଣେ ଛାତ୍ରଙ୍କ ଅକାଳରେ ଜୀବନ ଚାଲିଯିବା ଅତ୍ୟନ୍ତ ଦୁଃଖଦାୟକ…

ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକାରେ ସୋଆର ୩୨ ଗବେଷକ

ଭୁବନେଶ୍ୱର, ୧୮/୦୯: ପ୍ରସିଦ୍ଧ ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରସ୍ତୁତ ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକାରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ୩୨ ଜଣ ବିଶିଷ୍ଟ ଗବେଷକ ସ୍ଥାନ ପାଇବାର ଗୌରବ ଅର୍ଜନ କରିଛନ୍ତି। ୨୦୨୪ ନିମନ୍ତେ ଆମେରିକାର ଏହି ପ୍ରତିଷ୍ଠିତ…

ସୋଆ ମ୍ୟାନେଜମେଂଟ ଏବଂ ହୋଟେଲ୍ ମ୍ୟାନେଜମେଂଟ ଛାତ୍ରଛାତ୍ରୀଙ୍କ ଗ୍ରାଜୁଏସନ୍ କାର୍ଯ୍ୟକ୍ରମ

ଭୁବନେଶ୍ୱର, ୧୮/୦୯ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ୍ ଆଣ୍ଡ କମ୍ପ୍ୟୁଟର ଷ୍ଟଡିଜ୍ (ଆଇବିସିଏସ୍‌) ଓ ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଂଟ (ଏସ୍‌ଏଚ୍‌ଏମ୍‌)ରେ ପାଠ୍ୟକ୍ରମ ସମାପ୍ତ କରିଥିବା ଛାତ୍ରଛାତ୍ରୀମାନଙ୍କୁ ବୁଧବାର ଉପାଧି ପ୍ରଦାନ କରାଯାଇଛି…

ଏକକାଳୀନ ନିର୍ବାଚନ ଆମର ନିର୍ବାଚନ ପ୍ରକ୍ରିୟାକୁ ସହଜ କରିବ- ଧର୍ମେନ୍ଦ୍ର ପ୍ରଧାନ

• ଏକ ସମନ୍ୱିତ, ଦକ୍ଷ ଏବଂ ବିକଶିତ ଭାରତ ଦିଗରେ ଐତିହାସିକ ପଦକ୍ଷେପ • ଭାରତୀୟ ଗଣତନ୍ତ୍ର ସୁଦୃଢ଼ ହେବା ସହ ଲୋକଙ୍କ ସ୍ୱାର୍ଥ ସୁରକ୍ଷିତ ହେବ • ଏହି ପ୍ରସଙ୍ଗରେ କଂଗ୍ରେସ ସମେତ କେତେକ ବିରୋଧୀ ଦଳର ଆଭିମୁଖ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ • ଗୋଟିଏ ଦେଶ-ଗୋଟିଏ ନିର୍ବାଚନ…

ଶିଳ୍ପ ବିରୋଧୀ କାର୍ଯ୍ୟକୁ ନିନ୍ଦା କରି ଗ୍ରାମବାସୀ ଜିଲ୍ଲାପାଳ ଙ୍କୁ ଦାବି ପତ୍ର

କାଶୀପୁର/ବୈକୁଣ୍ଠ ଦୁରିଆ -ରାୟଗଡା ଜିଲ୍କା , କାଶୀପୁର ବ୍ଲକ ଅନ୍ତର୍ଗତ ସିଜିମାଳି ଖଣି ଖନନ ଅଞ୍ଚଳ  ଗ୍ରାମପଂଚାୟତ ଅନ୍ତର୍ଗତ  9  ଗ୍ରାମ ବାସି ଯଥା - ସୂଂଗେର, ଶାଗବାରୀ, ବଣ୍ଡେଲ, ଆଲିଗୁନା, କଣ୍ଟାମାଲ, ମାଳି ପଦର, ଡ଼ୁମେର ପଦର, ବନ୍ତେଜି, ଆଦି ଗ୍ରାମର ଖଣି ଖନନ ପାଇଁ ପ୍ରଭାବିତ 9 ରୁ…

ଖରିଫ ଧାନ ସଂଗ୍ରହ ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ: ଚଳିତ ବର୍ଷରେ ଏକ କୋଟି ମେଟ୍ରିକ ଟନ୍‌ ଧାନ ସଂଗ୍ରହ ଲକ୍ଷ୍ୟ

କୃଷକ ସମୃଦ୍ଧି ଯୋଜନାରେ ଚାଷୀ ସର୍ବାଧିକ ଲାଭବାନ ହେବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ ଏମ୍‌ଏସ୍‌ପି ୩୧୦୦ ଟଙ୍କାରେ ଧାନ ସଂଗ୍ରହ ହେବ ଇ-ବାହନ ଆପ୍‌ ଯୋଗେ ହେବ ଧାନସଂଗ୍ରହ କରୁଥିବା ଗାଡ଼ିର ଜିପିଏସ୍‌ ଟ୍ରାକିଂ ଗୁଣବତ୍ତା ଯାଞ୍ଚ କରିବା ପାଇଁ ‘ଅଟୋମେଟିକ୍‌…

ଘୁମୁସର ବାସୀ ଙ୍କ ପାଇଁ ଦିବା ସ୍ୱପ୍ନ ହୋଇଯିଵକି ଗୋପାଳ ପୁର ରେଢ଼ାଖୋଲ ରେଳପଥ

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଦୀର୍ଘଦିନର ଦାବୀ ଗୋପାଳପୁର ଭାୟା ଭଞ୍ଜନଗର , ଫୁଲବାଣୀ ରେଢ଼ାଖୋଲ,ସମ୍ବଳପୁର ରେଳପ୍ରକଳ୍ପ ,ଦିବାସ୍ଵପ୍ନ ପରି ଲାଗୁଛି। ଡ଼ିପିଆର୍ ହୋଇ ରେଳ ବୋର୍ଡ ମଞ୍ଜୁରୀ ବି ହୋଇ ଟୋକେନ୍ ମନିରେ ଅଟକିଛି ଘୁମୁସର, କନ୍ଧମାଳ ଓ ଗଞ୍ଜାମ ଅଞ୍ଚଳବାସୀଙ୍କ ସ୍ଵପ୍ନ। ଯାହାକୁ…