ଭଞ୍ଜନଗର ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀ ଙ୍କ ଜନ୍ମଦିନ ପାଳନ
ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଆଜି ସାରା ଦେଶ ପାଳନ କରୁଛି ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀ ଙ୍କ ୧୦୦ ତମ ଜୟନ୍ତୀ ସମାରୋହ। ସେ ମହାନ୍ ବ୍ୟକ୍ତିତ୍ବ ଙ୍କ ଜନ୍ମ ୧୯୨୪ ମସିହା ଡିସେମ୍ବର ୨୫ ତାରିଖ ରେ ହୋଇ ୨୦୧୮ ରେ ତିରୋଧାନ ହୋଇଥିଲା। ତାଙ୍କରି ୮୦ ବର୍ଷ ଜନ୍ମ…