ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ମାମଲା : ପୂର୍ବତନ ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କୁ କ୍ଲିନ୍ ଚିଟ୍
https://youtu.be/8xXTIioBCyU
ସାଲେପୁର JMFC କୋର୍ଟଙ୍କ ରାୟକୁ ରଦ୍ଦ କଲେ ହାଇକୋର୍ଟ l
(ମାହାଙ୍ଗା -ଶାସକ ପ୍ରଶାସକ) ପୂର୍ବତନ ମନ୍ତ୍ରୀ, ପୂର୍ବତନ ମାହାଙ୍ଗା ବିଧାୟକ ତଥା ମାହାଙ୍ଗା ନିର୍ବାଚନ ମଣ୍ଡଳୀର ପ୍ରଗତିର ସାରଥୀ ପ୍ରତାପ ଜେନାଙ୍କୁ ହାଇକୋର୍ଟ ପକ୍ଷରୁ କ୍ଲିନଚିଟ୍ ପରେ…