ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି: ରାଜ୍ୟର ସରକାରୀ କର୍ମଚାରୀ ମାନଙ୍କ ଗ୍ରାଚୁଇଟି ସୀମା ୧୫ ଲକ୍ଷରୁ ୨୦ ଲକ୍ଷ ଟଙ୍କାକୁ…

ପିଛିଲା ଭାବେ ୨୦୨୪ ଜାନୁଆରୀ ୧ ରୁ ଲାଗୁ ହେବ ଭୁବନେଶ୍ୱର: ରାଜ୍ୟର ସରକାରୀ କର୍ମଚାରୀ ମାନଙ୍କ ପାଇଁ ଗ୍ରାଚୁଇଟିର ସୀମା ୧୫ ଲକ୍ଷ ଟଙ୍କାରୁ ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏହି ନିଷ୍ପତ୍ତି ଅନୁଯାୟୀ, ରାଜ୍ୟର…

ନକ୍ସଲ ପ୍ରଭାବିତ ଅଞ୍ଚଳରେ ସମସ୍ତ ହିତାଧିକାରୀଙ୍କୁ ସରକାରୀ ଯୋଜନାର ଶତପ୍ରତିଶତ ସୁବିଧା ପହଞ୍ଚାଇବା ପାଇଁ ସ୍ୱତନ୍ତ୍ର…

 ନକ୍ସଲ ପ୍ରଭାବିତ ୧୦ଟି ଜିଲ୍ଲାର ୫୮୩ ଟି ଗ୍ରାମ ପାଇଁ ସ୍ୱତନ୍ତ୍ର ପଦକ୍ଷେପ  ସମସ୍ତ ହିତାଧିକାରୀଙ୍କଠାରେ ସମସ୍ତ ସରକାରୀ ଯୋଜନାର ଶତପ୍ରତିଶତ ସୁବିଧା ପହଞ୍ଚାଇବାର ଲକ୍ଷ୍ୟ  ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ଏକାଭିମୁଖୀ ହୋଇ ସାଚୁରେସନ୍ ମୋଡରେ ଯୋଜନା କାର୍ଯ୍ୟକାରୀ…

ଶଙ୍ଖ ଭବନରେ ନବୀନ ଶୁଭାରମ୍ଭ କରିବେ ବିଜେଡି ସଭ୍ୟ ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମ

ଜିଲ୍ଲା ସଦର ମହକୁମାରେ ଯୋଡି ହେବେ ଜିଲ୍ଲାର ସମସ୍ତ ନେତୃବୃନ୍ଦ ସଭ୍ୟ ସଂଗ୍ରହରେ ଛାତ୍ର ଓ ଯୁବ ରହିବେ ଫୋକସରେ ବିଜେଡି ଜନ ସମ୍ପର୍କ ପଦଯାତ୍ରାକୁ ରାଜ୍ୟବାସୀଙ୍କ ବିପୁଳ ସମର୍ଥନ ଭୁବନେଶ୍ୱର, ୦୮/୧୦/୨୦୨୪: ବିଜୁ ଜନତା ଦଳର ସଭ୍ୟ ସଂଗ୍ରହ ଅଭିଯାନ ଆସନ୍ତାକାଲି…

ରାୟଗଡ ସଦର ମହକୁମା ଠାରେ ୭୦ ତମ ବନଖଣ୍ଡ ସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ – ୨୦୨୪ ପାଳିତ :

ପ୍ରକୃତି ମିତ୍ର ସମ୍ମାନରେ ସମ୍ମାନୀତ ହେଲ ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘ ରାୟଗଡ: ସ୍ଥାନୀୟ ଫରେଷ୍ଟ ପାର୍କ ଠାରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ, ଓଡିଶା ତରଫରୁ ୭୦ ତମ ବନଖଣ୍ଡ ସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ ୨୦୨୪ ପାଳିତ ହୋଇଯାଇଛି l ଏହି ଅବସରରେ ମୁଖ୍ୟ ଅତିଥି ଭାବେ…

ବିଜେପୁର ବିଜ୍ଞପିତ ଅଞ୍ଚଳ ପରିଷଦ ଉନ୍ନୟନ ମୂଳକ କାର୍ଯ୍ୟ ସୁନ୍ଦୁରି ଫଲ୍’ସା ଫୁଲ୍ ଭଳି

ବିଜେପୁର ସୁଶାନ୍ତ ସାହୁ (ଶାସକ ପ୍ରଶାସକ ): ବିଜେପୁର ବ୍ଲକ ଧିରେ ଧିରେ ବିଜ୍ଞାପିତ ଅଞ୍ଚଳ ପରିଷଦ ଭାବେ ଉଭା ହୋଇଥିଲେ ସୁଦ୍ଧା ଏଠାରେ ଉନ୍ନୟନ ମୂଳକ କାର୍ଯ୍ୟ ଦେଖ୍ ସୁନ୍ଦୁରି ଫଲ୍'ସା ଫୁଲ୍ ଭଳି ମନେ ହୁଏ। ଏବେ ଆସିବା କୋର୍ଟକୁ ଲାଗି ରହିଥିବା ସେଲଫି ପଏଣ୍ଟ ଆଡ଼କୁ। ବିଜ୍ଞାପିତ ଅଞ୍ଚଳ…

ଜଗତସିଂହପୁର ଠାରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

ଜଗତସିଂହପୁର, ତା ୮.୧୦.୨୦୨୪ ସୁମନ୍ତ କୁମାର ଦାସ:ଆଜି ପୂର୍ବାହ୍ନରେ ସ୍ଥାନୀୟ ଏସ୍ କେ ଏକାଡେମୀ ପରିସରରେ ଜଗତସିଂହପୁର ବ୍ଲକ୍ ଓ ପୌର ପରିଷଦର ମିଳିତ ଆନୁକୁଲ୍ୟରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି। ଏହି ଉପଲକ୍ଷେ ଜଗତସିଂହପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ…

ବାଲିଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୁ ପ୍ରକୃତି ମିତ୍ର ପୁରସ୍କାର ୨୦୨୪

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-,ବ୍ରହ୍ମପୁର ଆଞ୍ଚଳିକ ବନ ସଂରକ୍ଷକଙ୍କ କାର୍ଯ୍ୟଳୟ ରେ ଜିଲ୍ଲା ସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ ଅବସର ରେ ବନଖଣ୍ଡ ଅଧିକାରୀ ସନି ଖୋକର ଙ୍କ ସଭାପତିତ୍ଵ ରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ରହ୍ମପୁର ମଣ୍ଡଳ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଡ‌ଃ ସଂଜୟ ସ୍ୱାଇଁ ମୁଖ୍ୟ…

ଗଞ୍ଜାମ ଜିଲ୍ଳା ସ୍ତରୀୟ ବିଦ୍ୟାଳୟ ସମୂହ ଦୌଡକୁଦ ପ୍ରତିଯୋଗିତାର ଉଦ୍ଘାଟନୀ ଉତ୍ସବ ଏବଂ ସାଂସ୍କୃତିକ ସନ୍ଧ୍ୟା

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ଗଞ୍ଜାମ ଜିଲ୍ଳା ବିଦ୍ୟାଳୟ ସମୂହ ସଂଗଠନ ପକ୍ଷରୁ ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ନୋଡ଼ାଲ୍ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ଜିଲ୍ଳା ସ୍ତରୀୟ ବିଦ୍ୟାଳୟ ସମୂହ ଦୌଡକୁଦ ପ୍ରତିଯୋଗିତା ଉଦଯାପିତ ହେବା ସହିତ ଆକର୍ଷଣୀୟ ସାଂସ୍କୃତିକ ସନ୍ଧ୍ୟା…

କାର୍ଯ୍ୟରେ ଯୋଗଦେଲେ ୮ ଜଣ ନୂତନ କନିଷ୍ଠ ଶିକ୍ଷକ

ନୂଆଗାଁ: ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ରେ ୮ ଜଣ ନୂତନ କନିଷ୍ଠ ଶିକ୍ଷକ ଯୋଗ ଦେଇଛନ୍ତି।ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟରେ ଯୋଗଦେଇ ନିଯୁକ୍ତି ପାଇଥିବା ନିଜ ବିଦ୍ୟାଳୟକୁ ଯାଇ ଯୋଗ ଦେଇଛନ୍ତି। ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ଚକାପଥର ପ୍ରାଥମିକ ବିଦ୍ୟାଳୟ ରେ…

ସମ୍ପୂର୍ଣ୍ଣତା ଅଭିଯାନ ସମାପନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ

ରାୟଗଡା-ତା. ୮/୧୦/୨୪-ରାଯ଼ଗଡ଼ାର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆଜି ଆକାଂକ୍ଷୀ ଜିଲ୍ଲା କାର୍ଯ୍ଯ଼କ୍ରମ ଅନ୍ତର୍ଗତ ସମ୍ପୂର୍ଣ୍ଣତା ଅଭିଯାନର ସମାପନ ସମାରୋହ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଗୁଣପୁର ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସତ୍ୟଜିତ ଗମାଙ୍ଗୋ…