ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ସହଯୋଗରେ ଓଡ଼ିଆ ତୀର୍ଥଯାତ୍ରୀଙ୍କ ମୃତ ଶରୀର ସ୍ଥାନାନ୍ତରଣ; ପୈତୃକ ଗ୍ରାମରେ ଶେଷକୃତ୍ୟ

ଭୁବନେଶ୍ୱର, (୨୭/୧୦) : ଉତ୍ତରାଖଣ୍ଡ ସ୍ଥିତ କେଦାରନାଥକୁ ତୀର୍ଥଯାତ୍ରାରେ ଯାଇଥିବା ଜଣେ ଓଡ଼ିଆ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଖବର ପାଇବା ପରେ ତାଙ୍କ ମୃତଦେହକୁ ତାଙ୍କର ପୈତୃକ ଗ୍ରାମକୁ ସ୍ଥାନନ୍ତରଣ କରି ଶେଷକୃତ୍ୟ ସମ୍ପାଦନ କରିବା ଦିଗରେ ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ତରଫରୁ…

ଭଞ୍ଜନଗର ରେ ଘୁମସର ଗବେଷଣା ପ୍ରତିଷ୍ଠାନ ର ପରିଚାଳନା ସମିତି ବୈଠକ

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଭଞ୍ଜନଗରରେ ୨୦୧୭ ମସିହାରେ ପ୍ରତିଷ୍ଠିତ ଐତିହାସିକ ଗବେଷଣା ପାଇଁ ଉଦ୍ଦିଷ୍ଟ "ଘୁମସର ଗବେଷଣା ପ୍ରତିଷ୍ଠାନ" ର ପାରିଚାଳନା ସମିତି ବୈଠକ ଲଣ୍ଡେଇସାହିସ୍ଥିତ ନିଜସ୍ୱ କାର୍ଯ୍ୟାଳୟରେ ଆଜି ୨୭ ଅକ୍ଟୋବର ୨୦୨୪ ରବିବାର ଦିନ ଅନୁଷ୍ଠିତ ହେଇଯାଇଛି । ଉକ୍ତ…

ଗୁଣପୁରରେ ଦୁଇ ଘରେ କଳାକନା ବୁଲାଇ ଲୁଟିଲେ ଦୁର୍ବୃତ୍ତ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:  ଚାବି ପଡିଥିବା ଘରେ ଗୁରୁବାର ବିଳମ୍ବିତ ରାତ୍ରରେ ସ୍ଥାନୀୟ କ୍ରିଷ୍ଣା ନଗର ୫ମ ଲାଇନରେ ଦୁଇଟି ଘରେ ଦୁର୍ବୁତ୍ତ ମାନେ ପଶି ଚୋରି କରିଛନ୍ତି। ଏହି ସମ୍ପର୍କରେ ଖବର ପାଇ ଗୁଣପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଶୁକ୍ରବାର…

ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟର ଜାତୀୟ ସେବା ଯୋଜନା ପକ୍ଷରୁ ଜଗନ୍ନାଥ ମନ୍ଦିର ପରିସର ସଫେଇ କାର୍ଯ୍ୟକ୍ରମ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି- ଆଜି ସ୍ଥାନୀୟ ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟର ଜାତୀୟ ସେବା ଯୋଜନା ପକ୍ଷରୁ ଜଗନ୍ନାଥ ମନ୍ଦିର ପରିସର ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସେବା ଯୋଜନାର ସ୍ବେଚ୍ଛାସେବୀ ମାନେ ଏହି ସଫେଇ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ଦିର ପରିସର ପଡିରହିଥିବା…

ଘୁମୁସରୀ ଗୋପାଳଙ୍କୁ ଭାରତର ଗୋ ବିଜ୍ଞାନ ଅନୁସନ୍ଧାନ କେନ୍ଦ୍ରରେ, ପଞ୍ଚଗବ୍ୟ ପ୍ରାସାଧନି ପ୍ରଶିକ୍ଷଣ ପ୍ରଦାନ

ଭଞ୍ଜନଗର{ ଉଦୟନାଥ ପଣ୍ଡା }: ଆଜିକାଲି ଦେଶରେ କସମେଟିକ୍ସ ବଜାରରେ ମିଳୁଥିବା ପଦାର୍ଥ ସ୍କ୍ରିନ, ହେୟାର ଓ ଶରୀର ସୌନ୍ଧରିକରଣ ନିମିତ୍ତ ପ୍ରାସାଧନିକ ସାମଗ୍ରୀଗୁଡିକରେ ମାରାତ୍ମକ ରାଷୟାନିକ ଟକ୍ସିକ୍ଟ ଅକ୍ସିନାଲ,ପିଇଜି,କୋଲଟI,ଅକ୍ସିବେଞ୍ଜୋନେ,ବେଞ୍ଜୋଫେନୋ, ନେରୋ ଟକସିକ ବ୍ୟବହାର ଦ୍ଵାରା…

ସ୍ୱାମୀର ନାରକୀୟ କାଣ୍ଡ: ଟଙ୍କା ନ ଦେବାରୁ ସ୍ତ୍ରୀର ଗଳା କାଟି ହତ୍ୟା କଲା ମଦ୍ୟପ ସ୍ୱାମୀ

ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): ନୃଶଂସ ସ୍ୱାମୀର ଅମାନୁଷିକ କାଣ୍ଡ l ମଦ୍ୟପାନ ପାଇଁ ସ୍ୱାମୀ ଟଙ୍କା ମାଗିବା ପରେ ସ୍ତ୍ରୀ ଟଙ୍କା ନ ଦେବାରୁ ଛୁରୀରେ ନିଜ ସ୍ତ୍ରୀର ଗଳା କାଟି ହତ୍ୟା କଲା ନୃଶଂସ ସ୍ୱାମୀ l କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ନୁଆଁମୁଣ୍ଡା ଗାଁରେ ଘଟିଛି ଏପରି ବିଭତ୍ସ…

ଓଡ଼ିଆ ବିଭାଗର ସ୍ଵାଗତ ସମ୍ବର୍ଦ୍ଧନା ସମାରୋହ ଓ ପାଠଚକ୍ର ଅନୁଷ୍ଠିତ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣୁପୁର ମହାବିଦ୍ୟାଳୟ,ଗୁଣପୁରର ଓଡ଼ିଆ ବିଭାଗଦ୍ଵାରା ଓଡ଼ିଆ ସମ୍ମାନ ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ଗତ ତା. ୨୫ ଅକ୍ଟୋବର ୨୦୨୪ରେ ଏକ ସ୍ଵାଗତ ସମ୍ବର୍ଦ୍ଧନା ସମାରୋହ ଓ ପାଠଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ମହାବିଦ୍ୟାଳୟର…

ଗୁଣପୁର ଠାରୁ କେରଳ ର ଶାବରୀ ମାଳା ଅଭିମୁଖେ ପଦଯାତ୍ରା।

୨ ହଜାରରୁ ଊର୍ଦ୍ଧ୍ଵ କିଲୋମିଟର ଖାଲି ପାଦରେ ଚାଲିବେ ତିନି ଆୟ୍ୟାପା ଶ୍ରଦ୍ଧାଳୁ। ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ରାୟଗଡ଼ା ଜିଲ୍ଲା ଗୁଣୁପୁର ଠାରୁ କେରଳର ଶାବରୀ ମାଳା ଅଭିମୁଖେ ଗୁଣୁପୁର ସହରର ଜେ. ଭେଙ୍କେଟି ରାବଣା, ଓ ଭି ଶ୍ରୀନୁ ଏବଂ ରାଜେନ୍ଦ୍ର ନାୟକ ଏହି ତିନି ଜଣ ଆୟ୍ୟାପା…

ଓଡିଶାର ବିଶିଷ୍ଟ ମଞ୍ଚ ଅଭିନେତା ଓ ଶିକ୍ଷକ ଙ୍କ ପରଲୋକ

ପୁରୀ (ଅନିମେଶ ପଟ୍ଟନାୟକ) -ଓଡ଼ିଶା ମଞ୍ଚନାଟ୍ୟ ଆନ୍ଦୋଳନର ମହାରଥି,ବିଶିଷ୍ଟ ମଞ୍ଚ ଅଭିନେତା ଓ ନିର୍ଦ୍ଦେଶକ, ବିଶିଷ୍ଟ ବେତାର ଶିଳ୍ପୀ ଲଷ୍ମୀଧର ତ୍ରିପାଠୀ ଙ୍କ ପରଲୋକ ଘଟିଛି | ଦୂରଦର୍ଶନ ଓ ଚଳଚ୍ଚିତ୍ର ଅଭିନେତା,ଆଦର୍ଶ ଶିକ୍ଷକ,ଓଷ୍ଟାର ପୁରୀ ଜିଲ୍ଲା ପୂର୍ବତନ ସଭାପତି, ରାଜ୍ୟସ୍ତରୀୟ…

ଜିଓର ଦୀପାବଳି ଧମାକା, ମାତ୍ର ୬୯୯ ଟଙ୍କାରେ ମିଳିବ ‘ଜିଓଭାରତ’ ୪ଜି ଫୋନ୍

- ସୀମିତ ସମୟ ଅଫର୍: ୩୦% ରିହାତି ସହିତ ଉପଲବ୍ଧ ହେଉଛି ଜିଓଭାରତ ଫୋନ - ମାସିକ ରିଚାର୍ଜରେ ହେବ ୪୦ ପ୍ରତିଶତ ସଞ୍ଚୟ - ଜିଓମାର୍ଟ, ଆମାଜନ ଏବଂ ନିକଟସ୍ଥ ଷ୍ଟୋରଗୁଡିକରେ ଉପଲବ୍ଧ ଭୁବନେଶ୍ୱର, ଅକ୍ଟୋବର ୨୬, ୨୦୨୪: ଦେଶର ସର୍ବବୃହତ ଡିଜିଟାଲ ସେବା ପ୍ରଦାନକାରୀ…