ଆରମ୍ଭ ହେଲା କଟକ ବାଲିଯାତ୍ରା:୧୪ଟି ଦେଶର ଆମ୍ବାସାଡର ଓ ହାଇକମିଶନରଙ୍କ ଯୋଗଦାନ
ଧାର୍ମିକ, ଐତିହାସିକ, ସାଂସ୍କୃତିକ ଓ ପାରମ୍ପରିକ- ସବୁ ଦୃଷ୍ଟିକୋଣରୁ ବାଲିଯାତ୍ରାର ବୈଶିଷ୍ଟ୍ୟ ରହିଛି
କଟକବାସୀ ଯେପରି ଭାଇଚାରାକୁ ଉଜ୍ଜୀବିତ କରି ରଖିଛନ୍ତି,ଯାହା ଆଜିକାଲି ଦେଖିବାକୁ ମିଳୁନାହିଁ
ମହାନଦୀ ରିଭର ଫ୍ରଣ୍ଟ ବିକାଶ ପାଇଁ ଆଉ ଅଧିକ ୧୫୦ କୋଟି ଟଙ୍କା ଘୋଷଣା,…