ବର୍ଷାରେ ବ୍ୟାପକ ଫସଲ ହାନି ଓ ବଜ୍ରପାତରେ ଧନ ଜୀବନ କ୍ଷୟ କ୍ଷତି ।
ଅସ୍ତରଙ୍ଗ/ଦୁଃଶାସନ ନାୟକ : ଖରାଦିନେ ଅଦିନିଆଁ ବର୍ଷା ହେବା ତଥା କାଳ ବୈଶାଖୀ ପ୍ରଭାବରେ ଅସ୍ତରଙ୍ଗ ବ୍ଲକ ର ଝଡାଲିଂଗ ଗ୍ରାମର ପ୍ରଦୀପ ବେହେରା ମଇଁସି ଚରାଉ ଥିବା ବେଳେ ବଜ୍ରପାତ ହେବାରୁ ମଇଁସି ନିହତ ହେବା ସହ ଚରାଳି ଆହତ ହୋଇ ଥିବା ବେଳେ, ମଧୁପୁର ଗ୍ରାମର ବୁଧେସ୍ୱର ବେହେରା ଙ୍କ ଛାତ…