ସଂକୁଳ ସ୍ତରୀୟ ତ୍ରିଦିବସୀୟ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଉଦଘାଟିତ।

ପଦ୍ମପୁର : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଠାରେ ପଦ୍ମପୁର ସଂକୁଳ ସ୍ତରୀୟ ତ୍ରିଦିବସୀୟ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଉଦଘାଟିତ ହୋଇଯାଇଛି। ମୂଖ୍ୟ ଅତିଥି ଭାବେ ଶିକ୍ଷା ବିକାଶ ସମିତ ର ସହ ଜିଲ୍ଲା ପ୍ରମୁଖ ଶ୍ରୀଯୁକ୍ତ ମନୋଜ କୁମାର ପଣ୍ଡା ଯୋଗ ଦେଇ ଦୀପ ପ୍ରଜ୍ୱଳନ ପୂର୍ବକ…

ମହାନଦୀ ଉପରେ ଦ୍ବିତୀୟ ସେତୁ ର ଶିଳାନ୍ୟାସ।

ବରଗଡ ଜିଲ୍ଲା ଅମ୍ବାଭୋନା ବ୍ଳକ ର ଜରିମୁଲି ଠାରୁ ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଳକ ଅନ୍ତର୍ଗତ ପୁଝାରୀପାଲିକୁ ମହାନଦୀ ଉପରେ ଦ୍ବିତୀୟ ସେତୁ ର ଶିଳାନ୍ୟାସ ଆଭାସୀ ମାଧ୍ୟମରେ କେନ୍ଦ୍ରୀୟ ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ଶ୍ରୀ ନୀତିନ ଜୟରାମ ଗଡକରିଙ୍କ ଦ୍ବାରା ଗୁରୁବାର ଶିଳାନ୍ୟାସ…

ମହାନଦୀ ଉପରେ ଦ୍ବିତୀୟ ସେତୁ ର ଶିଳାନ୍ୟାସ।

ବରଗଡ ଜିଲ୍ଲା ଅମ୍ବାଭୋନା ବ୍ଳକ ର ଜରିମୁଲି ଠାରୁ ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଳକ ଅନ୍ତର୍ଗତ ପୁଝାରୀପାଲିକୁ ମହାନଦୀ ଉପରେ ଦ୍ବିତୀୟ ସେତୁ ର ଶିଳାନ୍ୟାସ ଆଭାସୀ ମାଧ୍ୟମରେ କେନ୍ଦ୍ରୀୟ ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ଶ୍ରୀ ନୀତିନ ଜୟରାମ ଗଡକରିଙ୍କ ଦ୍ବାରା ଗୁରୁବାର ଶିଳାନ୍ୟାସ…

ବିଜେପୁର ଠାରେ ଭାରତୀୟ ଜନତା ପାର୍ଟିର ସଦସ୍ୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ବିଜେପୁର :-ବରଗଡ଼ ଜିଲ୍ଲା ବିଜେପୁର ଏସ ଏଚ ଜି ଭବନ ଠାରେ ଆଜି ଭାରତୀୟ ଜନତା ପାର୍ଟିର ମଣ୍ଡଳ ସ୍ତରୀୟ ସଦସ୍ୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଶତାଧିକ ମାତ୍ରାରେ ଯୋଗଦାନ୍ କରିଥିଲେ ସଦସ୍ୟ ମାନେ ଯାହାକୁ ନେଇ ବିଶେଷ ଭାବେ ଆଲୋଚନା ମଧ୍ଯ ହୋଇଥିଲା । ଏହି…

ବରପାଲିରେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଶ୍ରାଦ୍ଧତ୍ସୋବ

 ବରପାଲି :-ବରପାଲି ଗଙ୍ଗାଧର କଲ୍ଯାଣମଣ୍ତପ ପରିସରରେ ବିଜେପୁର ମଣ୍ତଳୀ ସ୍ତରୀୟ ପ୍ରବାଦପୁରୁଷ ବିଜୁ ବାବୁଙ୍କ ୨୮ତମ ଶ୍ରାଦ୍ଧତ୍ସୋବ ଅନୁଷ୍ଠିତ ହୋଇଯାଇଛି। ପୁର୍ବତନ ବୟନଶିଳ୍ପ ମନ୍ର୍ତୀ ରିତା ସାହୁଙ୍କ ତତ୍ତ୍ଵାବଧାନରେ କାର୍ଯ୍ଯକ୍ରମ ପରିଚାଳିତ ହୋଇଥିଲା। ବରିଷ୍ଠ ନେତା ଦିଲ୍ଲିପ ପଧାନଙ୍କ…

ଘୁ.ଉଦୟଗିରିରେ 2 ଦୁର୍ଘଟଣା: ଜଣେ ମୃତ, 3 ଆହତ

ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ଠାରେ ଦୁଇଟି ପୃଥକ ପୃଥକ ଦୁର୍ଘଟଣା ଘଟିଛି l ଏହି ଦୁର୍ଘଟଣାରେ ଅନିଲ ପ୍ରଧାନ(61) ନାମାକ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଲୁଲୁ ପ୍ରଧାନ (ବେଟିକଲା), ରୁଦ୍ର ପାଢ଼ୀ ଓ ଦେବାଶିଷ ପାଣି ଗୁରୁତର ଆହତ ହୋଇ ଘୁ.…

ଜିଲ୍ଲା ନୋଡାଲ ସ୍ବତନ୍ତ୍ର ସଚିବ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗଙ୍କ ଜିଲ୍ଲା ଗସ୍ତ

ଯୋଜନା ଗୁଡିକର ସଫଳତା ନିମନ୍ତେ ଯୋଜନାବଦ୍ଧ ଭିତ୍ତରେ ସମ୍ପାଦନ ନିମନ୍ତେ ପରାମର୍ଶ ସୁଵର୍ଣ୍ଣପୁର, ଶାସକ ପ୍ରଶାସକ(ପ୍ରକାଶ କୁମାର ହାତୀ ): ସ୍ବତନ୍ତ୍ର ସଚିବ,ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ତଥା ଜିଲ୍ଲା ନୋଡାଲ ସଚିବ ଶ୍ରୀମତୀ ସୌଦାମିନୀ ସେଠୀ ସୁବର୍ଣ୍ଣପୁର ଜିଲ୍ଲାକୁ ଦୁଇଦିନିଆ…

ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଙ୍ଘର ସାମ୍ବିଧାନିକ ସମ୍ବିଳନୀ ସଭା ଅନୁଷ୍ଠିତ

ଭବାନୀପାଟଣା:ରୋହିତ କୁମାର ନାଏକ (ଶାସକ ପ୍ରଶାସକ )ଆଜି ଶୁକ୍ରବାର ଦିନ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘର" ସାମ୍ବିଧାନିକ ସମ୍ମିଳନୀ ସଭା" ଶିକ୍ଷକ ଭବନ, ଭବାନୀପାଟଣାଠାରେ ଆୟୋଜନ କରା ଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ପ୍ରାଥମିକ ଶିକ୍ଷକ ସଂଘ ତଥା ଜିଲ୍ଲା ଶିକ୍ଷକ ସଂଘର…

କେନ୍ଦୁଟିକିରା ବିଦ୍ୟାଳୟରେ ଚିତ୍ରକଳା କର୍ମଶାଳା

ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ )-ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଶୁଖା କ୍ଲଷ୍ଟର ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ କେନ୍ଦୁଟିକିରା ଠାରେ ତାରିଖ ୧୭/୦୪/୨୦୨୫ ରେ ଚିତ୍ରକଳା କର୍ମଶାଳା ଅନୁଷ୍ଠିତ ହୋଇଥିଲା ।ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶୁଖା…

ଲୋକୋ ପାଇଲଟମାନଙ୍କୁ ଉତ୍କୃଷ୍ଟ ସୁବିଧା ଯୋଗାଇ ଦିଆଯାଉଛି, କାର୍ଯ୍ୟ ପରିସ୍ଥିତିରେ ଉନ୍ନତି ଆସିଛି

ଭୁବନେଶ୍ୱର: ଲୋକୋ ପାଇଲଟ୍ ଭାରତୀୟ ରେଳ ପରିବାରର ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ଅଟନ୍ତି । ସେମାନଙ୍କର କାର୍ଯ୍ୟ ପରିସ୍ଥିତିକୁ ଉନ୍ନତ କରିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରଯାଇଛି। ଗତ 10 ବର୍ଷ ମଧ୍ୟରେ, ଲୋକୋ ପାଇଲଟମାନଙ୍କର ସମସ୍ତ ରନିଙ୍ଗ ରୁମକୁ ଏୟାର କଣ୍ଡିସନିଂ କରାଯିବା ସହ ଭଲ ଭାବରେ…