କନ୍ଧମାଳରେ ଜିଲ୍ଲାସ୍ତରୀୟ ସହଭାଗୀ ପରାମର୍ଶ ବୈଠକ ସହିତ ଜାତୀୟ କନ୍ୟା ଶିଶୁ ଦିବସ ପାଳିତ

କନ୍ଧମାଳ: ଜାତୀୟ କନ୍ୟା ଶିଶୁ ଦିବସ ୨୪ ଜାନୁଆରୀ, ୨୦୨୫ ଅବସରରେ ଏକ ଜିଲ୍ଲାସ୍ତରୀୟ ସହଭାଗୀ ପରାମର୍ଶ ବୈଠକ କନ୍ଧମାଳ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ (ଡିସିପିୟୁ) ଏବଂ ହମାରା ବଚପନ ଟ୍ରଷ୍ଟ ଦ୍ୱାରା ଗାନ୍ଧୀ ସ୍ମୃତି ଭବନ, ଫୁଲବାଣୀଠାରେ ଆୟୋଜିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ସରକାରୀ…

କେନ୍ଦୁଝର ନାଗରିକ ମଞ୍ଚ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଭିଜନ ପେପର ପ୍ରଦାନ କରାଗଲା।

       ଜିଲ୍ଲାର ବିକାଶ ଲାଗି ୯ ସମସ୍ୟା ଉପରେ ଫୋକସ।      କେନ୍ଦୁଝର/ଦିଲ୍ଲୀପ ସାହୁ (ସ୍ୱତନ୍ତ୍ର ପ୍ରତିନିଧି):  କେନ୍ଦୁଝର ନାଗରିକ ମଞ୍ଚ ଜିଲ୍ଲାର ବିକାଶ ଲାଗି ସବୁ ବେଳେ କାର୍ଯ୍ୟ କରୁଛି। ତେବେ ଚଳିତ ୨୩ ତାରିଖରେ କେନ୍ଦୁଝର ଜିଲ୍ଲାର ସମଗ୍ର ବିକାଶ ଲାଗି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ…

କଳିଙ୍ଗ ହସ୍ପିଟାଲ ପକ୍ଷରୁ ଆରମ୍ଭ ହୋଇଛି ଅତ୍ୟାଧୁନିକ ଜରୁରୀକାଳୀନ ଓ ଟ୍ରମା କେୟାର ସେଣ୍ଟର

ଭୁବନେଶ୍ୱର : ଓଡିଶାର ଅଗ୍ରଣୀ ସ୍ଵାସ୍ଥ୍ୟସେବା ପ୍ରଦାନକାରୀ କଳିଙ୍ଗ ହସ୍ପିଟାଲ  ପକ୍ଷରୁ ଆରମ୍ଭ ହୋଇଛି ଅତ୍ୟାଧୁନିକ ଜରୁରୀକାଳୀନ ଓ ଟ୍ରମା କେୟାର ସେଣ୍ଟର । ଆଜି କଳିଙ୍ଗ ହସ୍ପିଟାଲ୍ ଲିମିଟେଡ୍ ଅଧ୍ୟକ୍ଷ ଡାକ୍ତର ଶୀତକଣ୍ଠ ଦାଶ, ବିଶିଷ୍ଟ ବ୍ୟକ୍ତି, ଡାକ୍ତର ଓ ଜନସାଧାରଣଙ୍କ ଉପସ୍ଥିତିରେ…

୩୮ତମ ନ୍ୟାସନାଲ ଗେମ୍ସ :ଓଡ଼ିଶାରୁ ୩୦୨ ଜଣ କ୍ରୀଡ଼ାବିତ ଏବଂ ତାଙ୍କ ସହିତ ୭୫ଜଣ ସପୋର୍ଟ ଷ୍ଟାଫ୍

କ୍ରୀଡ଼ାମନ୍ତ୍ରୀ  ଜଣାଇଲେ ଶୁଭେଚ୍ଛା ଓ ଅଭିନନ୍ଦନ  ଭୁବନେଶ୍ୱର, (୨୪ ଜାନୁଆରୀ,୨୦୨୫): ଆସନ୍ତା ୨୮ ଜାନୁଆରୀ ରୁ ୧୪ ଫେବୃଆରୀ ପର୍ଯ୍ୟନ୍ତ ଉତ୍ତରାଖଣ୍ଡ ଠାରେ ୩୮ତମ ନ୍ୟାସନାଲ ଗେମ୍ସ (୩୮ତମ ରାଷ୍ଟ୍ରୀୟ ଖେଳ ପ୍ରତିଯୋଗିତା) ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତାରେ ଓଡ଼ିଶାରୁ ୩୦୨ ଜଣ…

ବାଣିଜ୍ୟ ଓ ପରିବହନ ଏବଂ ଇସ୍ପାତ୍ ଓ ଖଣି ମନ୍ତ୍ରୀ ଦିନିକିଆ ଗଜପତି ଜିଲ୍ଲା ଗସ୍ତରେ ଆସି ମହେନ୍ଦ୍ରଗିରି ବିକାଶ ମୂଳକ…

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବାଣିଜ୍ୟ ଓ ପରିବହନ ଏବଂ ଇସ୍ପାତ୍ ଓ ଖଣି ମନ୍ତ୍ରୀ ଶ୍ରୀଯୁକ୍ତ ବିଭୁତି ଭୁଷଣ ଜେନା ଆଜି (ଶୁକ୍ରବାର) ଦିନିକିଆ ଗଜପତି ଜିଲ୍ଲା ଗସ୍ତରେ ଆସି ମହେନ୍ଦ୍ରଗିରି କମିଟି ବିକାଶ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏହି ସମୀକ୍ଷା ବୈଠକରେ ଶ୍ରୀଯୁକ୍ତ…

ଦୀର୍ଘ ୨୭ଘଣ୍ଟା ସତ୍ୟାଗ୍ରହ ପରେ ଗୁମ୍ରାପୁଟ ଏବଂ ଲାମ୍ବେରି ଗ୍ରାମ ବାସୀ ଙ୍କ ଧାରଣ ସ୍ଥଗିତ

ଉପଜିଲ୍ଲାପାଳ କଲ୍ୟାଣୀ ସଂଘମିତ୍ରା ଦେବୀ ଧାରଣା ସ୍ଥଳରେ ପହଞ୍ଚି ଆଲୋଚନା କରିବା ପରେ ଏହା ସ୍ଥଗିତ ହୋଇଥିବା ସୂଚନା ମିଳିଛି। କାଶୀପୁର ରୁ ବୈକୁଣ୍ଠ ଦୁରିଆ -ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ର ଲମ୍ବେରି ଓ ଗୁମ୍ରପୁଟ ବାସିନ୍ଦା ନିଜର ମୌଳିକ ସମସ୍ୟାକୁ ନେଇଦୀର୍ଘ ୨୭ଘଣ୍ଟା ଧରି…

ହିଣ୍ଡଲକୋ ଏମଡି ସତୀଶ ପାଏଙ୍କୁ ସ୍ଵାଗତ ଅଞ୍ଚଳବାସୀ

କାଶୀପୁରରୁ ବୈକୁଣ୍ଠ ଦୁରିଆ -ରାୟଗଡା ଜିଲ୍ଲା ଓ କୋରାପୁଟ ଜିଲ୍ଲାର କାଶିପୁର ବ୍ଲକ ଓ ଲଷ୍ମୀପୁର ବ୍ଲକ ର ପ୍ରାୟ ୨୨ ଶହ ଏକର ଜମି ରେ ଗଢି ଉଠିବାକୁ ଥିବା ଆଦିତ୍ୟ ଆଲୁମିନା କାରଖାନା ପ୍ରତିଷ୍ଠା କାର୍ଯ୍ୟ ଏବେ ଦୃତଗତିରେ ଆଗେଇବା ପାଇଁ   ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏନେଇ ଶୁକ୍ରବାର ଦିନ…

ନିଲମ୍ବିତ ହେଲା ଓଡ଼ଗାଁ ସମବାୟ ସମିତି ପରିଚାଳନା କମିଟି

ଓଡ଼ଗାଁ ୨୪।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ସେବା ସମବାୟ ସମିତି ପରିଚାଳନା କମିଟିର କାର୍ଯ୍ୟରେ ଅବହେଳା ଦର୍ଶାଇ ନିଲମ୍ବନ କରାଯାଇଛି । ପରିଚାଳନା କମିଟିର ସଭାପତିଙ୍କ ସହିତ ଅନ୍ୟ କୈାଣସି ନିର୍ଦ୍ଦେଶକ ସଦସ୍ୟ ମାନେ ପ୍ରଥମତଃ ଓସିଏସ ନୀୟମ ଉଚ୍ଚ ନ୍ୟାୟାଳୟ କଟକଙ୍କ…

୬ଷ୍ଠ ଓଡ଼ଗାଁ କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ୨୦୨୫ ପ୍ରଥମ ସେମିଫାଇନାଲ : ୦୪-୦୧ ଗୋଲରେ ଗଣ୍ଡରପୁର ଏଫସି କଟକ ବିଜୟୀ

 ଓଡ଼ଗାଁ ୨୪।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ମିନିଷ୍ଟାଡିୟମ ଠାରେ ଚାଲିଥିବା ୬ଷ୍ଠ ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ୨୦୨୫ ଶୁକ୍ରବାର ତୃତୀୟ ଦିନ ପ୍ରଥମ ସେମିଫାଇନାଲ ମ୍ୟାଚ ଗଣ୍ଡରପୁର ଏଫସି କଟକ ୦୪-୦୧ଗୋଲରେ ଜଗା ୟୁନାଇଟେଡ ଭୁବନେଶ୍ୱରକୁ ପରାସ୍ତ କରି ପ୍ରଥମ…

ସହରରେ ପାର୍କିଂ ଓ ଟ୍ରାଫିକ ସମସ୍ୟା ନେଇ ସାମ୍ବାଦିକଙ୍କ ଅସନ୍ତୋଷ

୭ ଦିନ ମଧ୍ୟରେ ଜବରଦଖଲ ମୁକ୍ତ କରିବାକୁ ଦାବି । ନୟାଗଡ଼(ବିଶ୍ୱଜିତ ନାୟକ):- ନୟାଗଡ଼ ସହରରେ ସୃଷ୍ଟି ହେଉଥିବା ଟ୍ରାଫିକ ସମସ୍ୟା ଓ ପାର୍କିଂ ସମସ୍ୟାକୁ ନେଇ ଜିଲ୍ଲା ସାମ୍ବାଦିକମାନେ ଗଭୀର ଉଦବେଗ ଓ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏନେଇ ଆଜି ସାମ୍ବାଦିକ ଭବନ ପରିସରରେ ଆଲୋଚନା କରାଯାଇ ପୈାର…