ଧରଣୀଧର ବିଶ୍ଵବିଦ୍ୟାଳୟ ସହଯୋଗରେ ବୋଦାପଳଶାରେ ଚକ୍ଷୁ ପରୀକ୍ଷା ଶିବିର

କେନ୍ଦୁଝର,ତା୩୦/୧(ଦିଲୀପ ସାହୁ)- କେନ୍ଦୁଝର ଧରଣୀଧର ବିଶ୍ବ ବିଦ୍ୟାଳୟର ଜାତୀୟସେବା ଯୋଜନା ବ୍ୟୁରୋ,କେନ୍ଦୁଝର ଡେଭଲମେଣ୍ଟ ଟ୍ରଷ୍ଟ ଏବଂ ଭୂମିକାଚକ୍ଷୁ ଚିକିତ୍ସାଳୟର ମିଳିତ ଆନୁକୂଲ୍ୟରେ ବୋଦାପଳଶା ପଞ୍ଚାୟତରେ ଏକ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ…

ଦେବୀ ଉକୁଳେଇ ଙ୍କ ପୀଠ ରେ ତ୍ରିବେଣୀ ଅମାବାସ୍ୟା ଉତ୍ସବ

ଅସ୍ତରଙ୍ଗ୨୯/୧- ପବିତ୍ର ମାଘ ମାସ ତ୍ରିବେଣୀ ଅମାବାସ୍ୟା ରେ ଅସ୍ତରଙ୍ଗ ର ପ୍ରସିଦ୍ଧ ଶକ୍ତିପୀଠ ରେ ମହୋତ୍ସବ ଅନୁଷ୍ଠିତ ହୋଇଛି, ପୂର୍ବ ରାତିରେ ଭକ୍ତମାନେ ନିଜ ନିଜ ଇଛା ପୁରଣ ନିମନ୍ତେ କଳସ ସ୍ଥାପନ କରିଥିଲେ, ମାନ୍ୟତା ଅଛି ଏହି ଦେବୀ ଙ୍କ ନିକଟରେ ଥିବା ତ୍ରିବେଣୀ ପୁଷ୍କରିଣୀ ରେ ସ୍ନାନ…

ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କ ପାଇଁ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ବ୍ଲକ ସ୍ତରୀୟ ସାଇନିଂ ଷ୍ଟାର୍ ଅନୁଷ୍ଠିତ

ପଦ୍ମପୁର: ସ୍ଥାନୀୟ ରାଜବୋଡ଼ାସମ୍ବର ଉଚ୍ଚ ବିଦ୍ୟାଳୟ, ପଦ୍ମପୁର ପରିସରରେ ବ୍ଲକ ର ସମସ୍ତ ବିଦ୍ୟାଳୟ ର ୧୦୦ ଜଣ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ବ୍ଲକ ସ୍ତରୀୟ ସାଇନିଂ ଷ୍ଟାର୍ ଅନୁଷ୍ଠିତ ହୋଇଯାଇଛି l ରାଜବୋଡ଼ାସମ୍ବର ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମାନ ଲୋକନାଥ…

ସହୀଦ ଦିବସରେ ଦେଶମାତୃକା ପାଇଁ ଆତ୍ମ ବଳିଦାନ ଦେଇଥିବା ସଂଗ୍ରାମୀ ମାନଙ୍କ ନିମନ୍ତେ ନିରବ ପ୍ରାର୍ଥନା l

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:-ତା.୩୦/୦୧/୨୦୨୫ ଜାତିର ଜନକ ମହାତ୍ମl ଗାନ୍ଧୀଙ୍କ ତିରୋଧାନ ଦିବସ ଅବସରରେ ଆଜି ଶହୀଦ ଦିବସ ପାଳିତ ହୋଇଯାଇଛି l ଦେଶର ସ୍ୱାଧୀନତା ସଂଗ୍ରାମରେ ଯେଉଁ ମହାପୁରୁଷ ଓ ମହିୟସୀ ମାନେ ନିଜ ଜୀବନକୁ ଆତ୍ମ ବଳିଦାନ ଦେଇଛନ୍ତି ସେମାନଙ୍କ ସ୍ମୃତି ଉଦେଶ୍ୟରେ…

ସହୀଦ ଦିବସରେ ଦେଶମାତୃକା ପାଇଁ ଆତ୍ମ ବଳିଦାନ ଦେଇଥିବା ସଂଗ୍ରାମୀ ମାନଙ୍କ ନିମନ୍ତେ ନିରବ ପ୍ରାର୍ଥନା l

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:-ତା.୩୦/୦୧/୨୦୨୫ ଜାତିର ଜନକ ମହାତ୍ମl ଗାନ୍ଧୀଙ୍କ ତିରୋଧାନ ଦିବସ ଅବସରରେ ଆଜି ଶହୀଦ ଦିବସ ପାଳିତ ହୋଇଯାଇଛି l ଦେଶର ସ୍ୱାଧୀନତା ସଂଗ୍ରାମରେ ଯେଉଁ ମହାପୁରୁଷ ଓ ମହିୟସୀ ମାନେ ନିଜ ଜୀବନକୁ ଆତ୍ମ ବଳିଦାନ ଦେଇଛନ୍ତି ସେମାନଙ୍କ ସ୍ମୃତି ଉଦେଶ୍ୟରେ…

ଜିଲ୍ଲା ସ୍ତରୀୟ ଆଶା ଓ ଗାଁ କଲ୍ୟାଣ ସମିତି ସମ୍ମିଳିନୀ ।

ନୟାଗଡ଼(ବିଶ୍ୱଜିତ ନାୟକ) :- ସ୍ଥାନୀୟ ପଠାଣି ସାମନ୍ତ ସଂସ୍କୃତି ଭବନ ଠାରେ ନୟାଗଡ ଜିଲ୍ଲା ସ୍ତରୀୟ ଆଶା ଓ ଗାଁ କଲ୍ୟାଣ ସମିତି ସମ୍ମିଳିନୀ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସୁଶାନ୍ତ କୁମାର ଦାସ ଯୋଗ ଦେଇ ନୟାଗଡ ଜିଲ୍ଲାରେ ସମୁଦାୟ…

ଚଚରାଭଟା ରେ ଜଙ୍ଗଲ ଜାତ ଖାଦ୍ୟ ଅଭ୍ୟାସ ସମ୍ପର୍କିତ ସଚେତନତା ଶିବିର

ଖପ୍ରାଖୋଲ ୨୯/୧(ହେମସାଗର ସାହୁ) ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଘୁନସର ପଞ୍ଚାୟତ ଚଚରାଭଟା ଠାରେ ଆର ସି ଡ଼ି ସି ତରଫରୁ ଜଙ୍ଗଲଜାତ ଖାଦ୍ୟ ଅଭ୍ୟାସ ଓ ଏହାର ପ୍ରୋତ୍ସାହନ ସମ୍ପର୍କିତ ସଚେତନତା ମେଳା ଅନୁଷ୍ଠିତ ହୋଇଯାଇଛି। ଶିବିରରେ ଦେବରାଜ ବାଗ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି…

ପ୍ରଜାମଣ୍ଡଳ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଦୀର୍ଘ ଆଠଦିନ ବ୍ୟାପୀ ବାଳିକା ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ…

ନୟାଗଡ଼ (ବିଶ୍ୱଜିତ ନାୟକ):  ନୟାଗଡ଼ ପ୍ରଜାମଣ୍ଡଳ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଦୀର୍ଘ ଆଠଦିନ ବ୍ୟାପୀ ଆୟୋଜିତ ହୋଇଥିବା ବାଳିକା ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି। ଉକ୍ତ ସଭାରେ  ମୁଖ୍ୟ ଅତିଥି ଭାବେ ନୟାଗଡ଼ ଜିଲ୍ଲା ବାଳିକା ଆତ୍ମରକ୍ଷା କୌଶଳ…

ନୂତନ ସାମ୍ବାଦିକ ସଙ୍ଘ “ଜର୍ଣ୍ଣାଲିଷ୍ଟ ଆସୋସିଏସନ “ଗଠନ

https://youtu.be/06SV3gpPcQA ସୁନ୍ଦରଗଡ଼:-ସୁନ୍ଦରଗଡ଼ ର ଦ୍ୱିତୀୟ ସାମ୍ବାଦିକ ସଙ୍ଘ ଭାବେ ନୂତନ ଗଠିତ ହୋଇଥିବା "ଜର୍ଣ୍ଣାଲିଷ୍ଟ ଆସୋସିଏସନ 'ଆଜି ପୁନର୍ଗଠନ ହୋଇଛି, ଆଜି ହୋଇଥିବା ବୈଠକରେ ନୂତନ ଭାବେ ଏହି ସଙ୍ଘର ସଭାପତି ଭାବେ ଦେବବ୍ରତ ଜେନା ଓ ସମ୍ପାଦକ ଭାବେ ପପୁପ୍ରସାଦ ସିଂ…

ବରଗଡ଼ : ୬ମ ଜିଲ୍ଲା ପରିଷଦ ବୈଠକ

ବରଗଡ଼: ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଷଷ୍ଠ ଜିଲ୍ଲା ପରିଷଦର ଷଷ୍ଠ ବୈଠକ ଅନୁଷ୍ଠିତ ହୋଇଛି ।ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତି ମାନିନୀ ଭୋଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ବୈଠକରେ ମାନ୍ୟବର ବିଧାୟକ ଅତାବିରା ଶ୍ରୀ ନିହାର ରଞ୍ଜନ ମହାନନ୍ଦ, ପଦମପୁର ବିଧାୟିକା ଶ୍ରୀମତି…