ସୁନ୍ଦରଗଡ଼ ଜର୍ଣ୍ଣାଲିଷ୍ଟ ଆସୋସିଏସନର କାର୍ଯ୍ୟାଳୟ ଉଦଘାଟିତ

ସୁନ୍ଦରଗଡ :-- ସୁନ୍ଦରଗଡ ସାଇ ବିହାର ରୋଡ଼ରେ ଆଜି ସରସ୍ଵତୀ ପୂଜା ଦିବସରେ ସୁନ୍ଦରଗଡ଼ ଜର୍ଣ୍ଣାଲିଷ୍ଟ ଆସୋସିଏସନର କାର୍ଯ୍ୟାଳୟ ଉଦଘାଟନ ହୋଇ ଯାଇଛି l ମୁଖ୍ୟ ଅତିଥି ଭାବେ ବିଧାନସଭାର ଉପ ବାଚସ୍ପତି ଭବାନୀ ଶଙ୍କର ଭୋଇ, ସମ୍ମାନୀତ ଅତିଥି ଭାବେ ସୁନ୍ଦରଗଡ ସଦର ବିଧାୟକ ଯୋଗେଶ କୁମାର ସିଂ,…

ବିନା ସୂଚନା ଫଳକରେ ଚାଲିଛି ବାଉଣ୍ଡ୍ରି କାର୍ଯ୍ୟ

ସମ୍ବଲପୁର ୧।୨(ଲିପନ ନାଏକ ): ଜମନକିରା ବ୍ଲକ ଧୂଳିପାଲି ଗ୍ରାମୀଣ ପାର୍କ ର ବାଉଣ୍ଡ୍ରି କାର୍ଯ୍ୟରେ ସରକାର ଙ୍କ ନିୟମ କୁ ବେଖାତିର କରାଯାଇ ଉନ୍ନୟନ ମୂଳକ କାର୍ଯ୍ୟ ଚାଲୁଛି ଯାହାଫଳରେ କାର୍ଯ୍ୟର ସ୍ୱଚ୍ଛତା କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ସୂଚନା ଅନୁଯାଇ ଏହି କାର୍ଯ୍ୟ ପାଇଁ ଜିଲ୍ଲା…

ସତଲମା ପେକ୍ସ ସମ୍ପାଦକ ଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା

ବରପାଲି :-ନାରାୟଣ ପ୍ରାଥମିକ କୃଷି ସମବାୟ ସମିତି  ର ସମ୍ପାଦକ ରମେଶ ସାହୁ ଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ସମିତି ର ପରିଚାଳନା ପରିଷଦ ର ସଭ୍ୟ ଦିଲୀପ ପଧାନ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମ ରେ ପରିଚାଳନା ପରିଷଦ ର ସଭାପତି କୁନାଲ  ଭୋଇ, ଉପସଭାପତି ଭୁୟୋଦର୍ଶିନୀ…

ଇଲେକ୍ଟ୍ରୋ ହେମିଓପାଥୀ ଉଦ୍ଭାବକ ଡ଼ଃ କାଉଣ୍ଟ ଶିଯର ମେଟି ଙ୍କ ୩୬ ତମ ଜନ୍ମମାସ ଆନ୍ତର୍ଜାତୀୟ ବାର୍ଷିକ ସମ୍ମିଳନୀ…

ମୟୂରଭଞ୍ଜ ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ: ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ସ୍ଥିତ PEH ମେଡିକାଲ ଇନଷ୍ଟିଚ୍ୟୁଟ ପରିସରରେ ଇଲେକ୍ଟ୍ରୋ ହେମିଓପାଥୀ ଡାକ୍ତର ସଂଘ ତରଫରୁ ଇଲେକ୍ଟ୍ରୋ ହୋମିଓପାଥୀ ଉଦ୍ଭାବକ ଡ଼ଃ କାଉଣ୍ଟ ଶିଯର ମେଟି ଙ୍କ ୩୬ତମ ଜନ୍ମ ମାସ ଆନ୍ତର୍ଜାତୀୟ ସ୍ତରୀୟ ବାର୍ଷିକ ଉତ୍ସବ…

“ଚଳିତ ବଜେଟ ଧନୀ ପାଇଁ ଏହି ବଜେଟ କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ”

https://youtu.be/vsE6FBrFqfM ବିଜେପୁର : "କେନ୍ଦ୍ର ସରକାର ୨୦୧୬ ମସିହାରେ କୃଷକର ଆୟ ଦୁଇଗୁଣ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ହେଲେ ଆୟ ପରିବର୍ତ୍ତେ ଖର୍ଚ୍ଚ ଦୁଇଗୁଣ ହେଉଛି। ଖର୍ଚ୍ଚ ବହୁଳ ରାସାୟନିକ ଚାଷ କାରଣରୁ ଉତ୍ପାଦନ ବୃଦ୍ଧିହୋଇଛି ସତ, କିନ୍ତୁ କୃଷକଙ୍କ ଆର୍ଥିକ…

ସାମ୍ବାଦିକ ଭବନ ସଭାଗୃହ ପ୍ରତିଷ୍ଠା ।

ନୟାଗଡ଼(ବିଶ୍ଵଜିତ ନାୟକ) :- ପବିତ୍ର ଶ୍ରୀ ପଞ୍ଚମୀ ଅବସରରେ ଆଜି ନୟାଗଡ଼ ସାମ୍ବାଦିକ ଭବନ ସଭାଗୃହ ପ୍ରତିଷ୍ଠା କରାଯାଇଛି । ସଭାପତି ବୈଦ୍ୟ ଭୂଷଣ ମହାପାତ୍ର ଏବଂ କାର୍ଯ୍ୟକାରୀ ସମ୍ପାଦକ ଅନୀଲ କୁମାର ପଣ୍ଡାଙ୍କ ତତ୍ୱାବଧାନରେ ପୂଜା ଓ ହୋମ କାର୍ଯ୍ୟ ସମାପନ ହୋଇଛି । ବରିଷ୍ଠ ସାମ୍ବାଦିକ…

ଶ୍ରୀରଘୁନାଥଜିଉଙ୍କ ଓଢଣ ଉଲାଗୀ ବେଶ, ଆଜିଠାରୁ ପୂର୍ଣ୍ଣାଙ୍ଗ ମୂର୍ତ୍ତି ଦର୍ଶନ ଲଭିବେ ଶ୍ରଦ୍ଧାଳୁ

ଓଡଗାଁ, ୨।୧(ଶ୍ରୀକାନ୍ତ କୁମାର ମିଶ୍ର) : ନୟାଗଡ଼ ଜିଲ୍ଲା ଓଡ଼ଗାଁ ପ୍ରସିଦ୍ଧ ସ୍ବର୍ଣ୍ଣ କଳସ କ୍ଷେତ୍ର ଅଧିଶ୍ବର ପ୍ରଭୁ ଶ୍ରୀରଘୁନାଥ ଜିଉଙ୍କ ମାନବୀୟ ଳିଳା ଆଧାରରେ ଋତୁଚକ୍ରର ପରିବର୍ତ୍ତନ ସହିତ ପ୍ରଭୁଙ୍କର ବେଶଭୁଷା ଓ ରୀତି ନୀତିରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଥାଏ । ମାର୍ଗଶୀର…

ମା’ ବୈଷ୍ଣୋଦେବୀଙ୍କର ସରିଲା ପ୍ରାଣ ପ୍ରତିଷ୍ଠା

୧୮୦ ଫୁଟ ଗୁମ୍ଫା ମଧ୍ୟରେ ରାଜ ରାଜେସ୍ବରୀ ବେଶ ଦର୍ଶନ କଲେ ୧୫ ହଜାରରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ଓଡଗାଁ, ୨।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ମଗରବନ୍ଧ ଓ ସରଧାପୁର ପଞ୍ଚାୟତ ମଧ୍ୟସ୍ଥ ଫାସିପଲ୍ଲୀ ଓ ଚୋରଖୋଲ ନିକଟ ଜାମୁକୋଣ ମୁଣ୍ଡିଆରେ ବିରାଜିତ ମା'…

ଡଙ୍ଗାଘାଟ ଉଚ୍ଚ ବିଦ୍ୟାଳୟ ର ବାର୍ଷିକୋତ୍ସବ ଅନୁଷ୍ଠିତ ।

ପଦ୍ମପୁର :- ଡଙ୍ଗାଘାଟ ଉଚ୍ଚ ବିଦ୍ୟାଳୟ ର ବାର୍ଷିକୋତ୍ସବ ଶଙ୍କର୍ଷଣ ନାଗ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ବିଧାୟିକା ବର୍ଷା ସିଂ ବରିହା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରି କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟା…

ସପ୍ତମ ରାଜବୋଡାସମ୍ବର ଧନୁଯାତ୍ରା ଉଦଘାଟିତ

ପଦ୍ମପୁର :- ପାଇକମାଳ ବ୍ଲକ୍ ଗୋଇବାହଲି ଠାରେ ସପ୍ତମ ରଜବୋଡାସମ୍ବର୍ ଧନୁଯାତ୍ରା ମହୋତ୍ସବ ଆରମ୍ଭ ହାଇଯାଇଛି। ପଲସଦା , କେର୍ମେଲାବାହାଲ, ଭେଙ୍ଗରାଜପୁର ଗ୍ରାମ ପଞ୍ଚାୟତ ର ମିଳିତ ସହଯୋଗରେ ଅନୁଷ୍ଠିତ ଯାତ୍ରା ରେ ସକାଳ ୧୦ ଟା ରେ ଡୁଙ୍ଗୁରିପାଲି ଠାରୁ ଗୋପପୁର କେର୍ମେଲାବାହାଲ ପର୍ଯ୍ୟନ୍ତ…