ବରପାଲି ମହାବିଦ୍ୟାଳୟର ୫୦ତମ ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ
ବରପାଲି :-ବରପାଲି ମହାବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟର ଖେଳପଡିଆରେ ମହାବିଦ୍ୟାଳୟର ଅଧକ୍ଷା ସୁଶ୍ରୀ ଜୟନ୍ତୀ ଦାସଙ୍କ କରକମଳରେ ଉଦଘାଟିତ ହେଇଯାଇଛି । ସକାଳ ୭. ୩୦ ଟାରେ ପ୍ରଥମେ ମା ସମଲେଶ୍ୱେରୀ ମନ୍ଦିରରୁ ମଶାଲ ଅଣାଯାଇଥିଲା l ଅଧ୍ୟକ୍ଷା ପତାକା…