ତାରା ତାରିଣୀର ବିଦ୍ୟୁତ ଭିତ୍ତିଭୂମିକୁ ସୁଦୃଢ଼ କଲା ଟିପିଏସ୍ଓଡିଏଲ୍

• ଯାତ୍ରୀଙ୍କ ପାଇଁ ଗୁଣାତ୍ମକ ବିଜୁଳି ସେବା • ସୁରକ୍ଷିତ ଭରସାଯୋଗ୍ୟ ବିଜୁଳି ଯୋଗାଣ ଉପରେ ଗୁରୁତ୍ବ • ୭୮ ଟି ନୂଆ ବିଦ୍ୟୁତ ଖୁଣ୍ଟ ଏବଂ ୮,୧୯୦ ମିଟର ଇନସୁଲେଟେଡ୍ କଣ୍ଡକ୍ଟର ସ୍ଥାପନ • ପ୍ରକଳ୍ପ ମୂଲ୍ୟ ୭୭ ଲକ୍ଷ ଟଙ୍କାରୁ ଅଧିକ ବ୍ରହ୍ମପୁର, ଫେବୃଆରୀ: ଟିପି…

ଉପରାଷ୍ଟ୍ରପତିଙ୍କ ଦ୍ୱାରା ଗୋପିଚନ୍ଦ ହିନ୍ଦୁଜାଙ୍କ ପୁସ୍ତକ “ଆଇ ଆମ୍‌?’ ଉନ୍ମୋଚିତ

ଭୁବନେଶ୍ୱର: ଭାରତର ମାନ୍ୟବର ଉପରାଷ୍ଟ୍ରପତି ଶ୍ରୀ ଜଗଦୀପ ଧନଖଡ଼ ଉପରାଷ୍ଟ୍ରପତି ଏନକ୍ଲେଭରେ ଏକ ସୁନ୍ଦର କାର୍ଯ୍ୟକ୍ରମରେ ହିନ୍ଦୁଜା ଗ୍ରୁପର ଚେୟାରମ୍ୟାନ ଏବଂ ପ୍ରସିଦ୍ଧ ବ୍ୟବସାୟୀ ଶ୍ରୀ ଗୋପିଚନ୍ଦ ପି. ହିନ୍ଦୁଜାଙ୍କ ସଂକଳିତ ପୁସ୍ତକ "ଆଇ ଆମ୍‌?’କୁ ଉନ୍ମୋଚନ କରିଛନ୍ତି । ଏହି…

୧୫ତମ ରାଜ୍ୟସ୍ତରୀୟ ‘ଉତ୍ତାଲଗଡ଼ ନାଟ୍ ଉଚ୍ଛବ୍’ ଉଦ୍‌ଯାପିତ

‘ଭାଷା-ସାହିତ୍ୟ ଆନ୍ଦୋଳନକୁ ସମୃଦ୍ଧ କରୁଛି ସମ୍ବଲପୁରୀ ନାଟକ’ ବିଜେପୁର, ସୁଶାନ୍ତ ସାହୁ ନାଟକ ଜୀବନର ସବୁଠାରୁ ଅଧିକ ନିକଟତର ଅଟେ । ଏହା ଯେତେବେଳେ ନିଜ ମାଟିର ଭାଷାରେ ପ୍ରଦର୍ଶିତ ହେଉଛି ଆହୁରି ଆବେଗ ସୃଷ୍ଟି କରୁଛି ପଳରେ ସମ୍ବଲପୁରୀ / କୋଶଲି ଭାଷା ସାହିତ୍ୟ ଆନ୍ଦୋଳନକୁ ନାଟକ ଆହୁରି…

ଭଞ୍ଜନଗର ରେ ଏନ୍.ସି.ସି ଜୁନିଅର ବିଭାଗ ର “ଏ” ସାର୍ଟିଫିକେଟ ପରୀକ୍ଷା ଅନୁଷ୍ଠିତ

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଭଞ୍ଜନଗରସ୍ଥ ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟରେ ଆଜି ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଜୁନିଅର୍ ସ୍ଥଳ ବାହିନୀ କ୍ୟାଡେଟମାନଙ୍କର ଏନ୍. ସି. ସି 'ଏ' ସାର୍ଟିଫିକେଟ୍ ପରୀକ୍ଷା ୧୧ ଗୋଟି ଭିନ୍ନ ବିଦ୍ୟାଳୟ କୁ ନେଇ ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ବିଦ୍ୟାଳୟର…

ପ୍ରାଥମିକ ଶିକ୍ଷା ପରିଷଦ ର ନବ ନିଯୁକ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ପ୍ରଶିକ୍ଷଣ ଶିବିର ଉଦଯାପିତ l

ପଦ୍ମପୁର : ବରଗଡ ଜିଲ୍ଲାଶିକ୍ଷା କାର୍ଯ୍ୟାଳୟ ଆନୁକୂଲ୍ୟରେ ସ୍ଥାନୀୟ ରାଜବୋଡ଼ାସମ୍ବର ଉଚ୍ଚ ବିଦ୍ୟାଳୟ,ପଦ୍ମପୁର ଠାରେ ପ୍ରାଥମିକ ଶିକ୍ଷା ପରିଷଦ ର ନବ ନିଯୁକ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଶିକ୍ଷଣ କୌଶଳ ,ବ୍ୟାବହାରିକ କୌଶଳ ତଥା ଶିକ୍ଷାନୁଷ୍ଠାନ ର ନୀତିନିୟମ ସମ୍ବନ୍ଧୀୟ ଜ୍ଞାନ ର…

ନୈତିକତା ଦୃଷ୍ଟିରୁ କ୍ରୀଡାମନ୍ତ୍ରୀ ଇସ୍ତଫା ଦିଅନ୍ତୁ: ବିଜେଡି

କ୍ରିକେଟ ମ୍ୟାଚ ବେଳେ ଫ୍ଲଡ଼ ଲାଇଟ ବିଭ୍ରାଟ ଘଟଣା  ଫ୍ଲଡ଼ ଲାଇଟ ବିଭ୍ରାଟ ଘଟଣା ଆନ୍ତର୍ଜାତୀୟ ସ୍ତରରେ ଓଡିଶାକୁ ନିନ୍ଦିତ କରିଛି  ବିଭ୍ରାଟ ପାଇଁ କେବଳ ଓସିଏ ନୁହେଁ, ରାଜ୍ୟ ସରକାର ମଧ୍ୟ ଦାୟୀ  ଗତ ୮ ମାସରେ ରାଜ୍ୟରେ କ୍ରୀଡାର ବିକାଶ ଶୂନ ଭୁବନେଶ୍ୱର,…

ସୁବର୍ଣ୍ଣପୁରରେ ଜାତୀୟ କୃମିନାଶକ ଦିବସ ପାଳିତ: ଜିଲ୍ଲାକୁ କୃମି ମୁକ୍ତ କରିବାକୁ ଆହ୍ୱାନ

ସୁବର୍ଣ୍ଣପୁର,ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ): ଜିଲ୍ଲାରେ ଆଜି ୧୦ ଫେବୃୟାରୀ ୨୦୨୫ ତାରିଖ ଜାତୀୟ କୃମିନାଶକ ଦିବସ ପାଳନ କରାଯାଉଅଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲା ସ୍ବାସ୍ଥ୍ୟ ସମିତି, ସୁବର୍ଣ୍ଣପୁର ଦ୍ୱାରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମଝିପଡ଼ା ଠାରେ ଜିଲ୍ଲା ମୁଖ୍ୟ…

ନବରଙ୍ଗପୁର ଜିଲ୍ଲାରେ ଜାତୀୟ କୃମି ନାଶକ ଦିବସ -୨୦୨୫ ( ଫେବୃଆରୀ ରାଉଣ୍ଡ)ପାଳନ

ନବରଙ୍ଗପୁର,ଅଶୋକ ସାହୁ, ଶାସକ ପ୍ରଶାସକ,ତା ୧୦.୨.୨୦୨୫: ଆଜି ସ୍ଥାନୀୟ ରାଜା ଚୈତନ୍ୟ ଦେବ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ଜାତୀୟ କୃମି ନାଶକ ଦିବସ -୨୦୨୫( ଫେବୃଆରୀ ରାଉଣ୍ଡ) ର ଶୁଭାରମ୍ଭ ହୋଇଯାଇଛି।ଏହି ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ ସନ୍ତୋଷ କୁମାର…

ଉତ୍କଳ ପବ୍ଲିକ ସ୍କୁଲର ତ୍ରୟୋଦଶ ବାର୍ଷିକୋତ୍ସବ ପାଳିତ

ଖଇରା, (ବୁଲୁ ଲେଙ୍କା)- ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଅଧୀନ ଗୁଳିହା ସ୍ଥିତ ଉତ୍କଳ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ସୁଦର୍ଶନ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟବକ୍ତା ଭାବେ ପ୍ରଶାନ୍ତ କୁମାର ବେହେରା, ମୁଖ୍ୟ ଅତିଥି ଶ୍ୟାମସୁନ୍ଦର ବିନ୍ଧାଣୀ (ଅବସର ପ୍ରାପ୍ତ…

ଓଡ଼ଗାଁ ମହୋତ୍ସବ ଓ ପଲ୍ଲିଶ୍ରୀମେଳା ୨୦୨୫ ଉଦଯାପିତ, ଇରାମହାନ୍ତିଙ୍କ ସଙ୍ଗୀତରେ ଝୁମିଲେ ଦର୍ଶକ

ଓଡ଼ଗାଁ, ୯।୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଅନ୍ୟତମ ଆଧ୍ୟାତ୍ମିକ ପୀଠ ଓଡ଼ଗାଁରେ ବିରାଜିତ ଶ୍ରୀରଘୁନାଥ ଜିଉଙ୍କ ଆସ୍ଥାନ । ଓଡ଼ଗାଁର ପଶ୍ଚିମରେ ପଞ୍ଚୁପାଣ୍ଡବ ପାହାଡ଼ ଦକ୍ଷିଣରେ ଗୟଳସିଂ ସଂରକ୍ଷିତ ଜଙ୍ଗଲ, ବୁଢ଼ାବୁଢିଆଣୀ ଜଳ ଭଣ୍ଡାର, ବରକନ୍ୟା ଝରଣା ଏବଂ ଭାଲୁ ମୁଣ୍ଡିଆ…