ରାଜଧାନୀରୁ ଟ୍ରାଫିକ ସମସ୍ୟା ଦୂର ପାଇଁ ଭୁବନେଶ୍ବରର ସାଂସଦଙ୍କ ଉଦ୍ୟମ

ପଳାଶୁଣିରେ ଗଙ୍ଗୁଆ ନାଳ ଉପରେ ହେବ ୬ ଲେନ୍ ରାସ୍ତା. ୫୦ କୋଟି ଟଙ୍କା ମଞ୍ଜୁର କଲେ କେନ୍ଦ୍ରମନ୍ତ୍ରୀ ଗଡକରୀ ଭୁବନେଶ୍ବର: ଦୂର ଦେବାକୁ ଯାଉଛି ଭୁବନେଶ୍ବର ପଳାଶୁଣିରେ ଦୀର୍ଘ ବର୍ଷର ଟ୍ରାଫିକ୍ ସମସ୍ୟା । ଗଙ୍ଗୁଆ ନାଳ ଉପରେ ୬ ଲେନ୍ ବିଶିଷ୍ଟ ରାସ୍ତା ନେଇ ଭୁବନେଶ୍ବର ସାଂସଦ…

2025ସିରଜିନା ସମ୍ମାନ୍ ପାଇବେ ଶ୍ରୀଯୁକ୍ତ ଉତ୍ପନ୍ନ ଭୋଇ

ସିର୍ଜିନା ସାହିତ୍ୟ ଓ ସଂସ୍କୃତି ଅନୁଷ୍ଠାନଟି ଓଡ଼ିଶା ର ଏକ ଆଗ ଧାଡ଼ିର ଅନୁଷ୍ଠାନ। ପ୍ରତି ବର୍ଷ ପରି ସିରଜିନା ଉତ୍ସବଭେଉଁ ରିଆ ଗ୍ରାମରେ ଆସନ୍ତା ଏପ୍ରିଲ ତିନ ତାରିଖ ଦିନ ପଲନ କରାଯିବ |ଏହି ଅବସର ରେ ସିରଜିନା ସମ୍ମାନ ରେ ସମ୍ମାନିତ ହେବେ ସମ୍ବଲପୁରୀ ଭାଷା ସାହିତ୍ୟ ର ବିଶିଷ୍ଟ କବି,…

ଅନିଶ୍ଚିତତା ଭିତରେ କଂଶାରିଗୁଡ଼ା କାରଖାନା

ସରିଯିବ କି କୋଡ଼ିଙ୍ଗାମାଳିର ବକ୍ସାଇଟ ! ଭୁବନେଶ୍ୱର : କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଓ ରାୟଗଡା ଜିଲ୍ଲା କାଶୀପୁର ବ୍ଲକର ପ୍ରାୟ ୨୨୦୦ ଏକର ଜମିରେ ଗଢ଼ି ଉଠିବାକୁ ଯାଉଥିବା କାରଖାନା ଅନିଶ୍ଚିତତା ଘେରକୁ ଚାଲିଯାଉଥିବା ନେଇ ସାଧାରଣରେ ଆଲୋଚନା ହେଉଛି। ଏଥିପାଇଁ ଅଞ୍ଚଳବାସୀ ସେମାନଙ୍କ ଜମି…

ସୋଆ ଆଇଏଏସ୍ ର ବାର୍ଷିିକ ଉତ୍ସବ “ଅର୍ଣ୍ଣ-୨୦୨୫” ଅନୁଷ୍ଠିତ

ଭୁବନେଶ୍ୱର, ମାର୍ଚ୍ଚ ୧୧ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଏଗ୍ରିକଲ୍ଚରାଲ୍ ସାଇନ୍ସେସ୍ (ଆଇଏଏସ୍)ରେ ମଙ୍ଗଳବାର ଶିକ୍ଷାନୁଷ୍ଠାନର ଦୁଇ ଦିନିଆ ବାର୍ଷିକ ଉତ୍ସବ “ଅର୍ଣ୍ଣ-୨୦୨୫” ଆରମ୍ଭ ହୋଇଛି ।ଏହି ବାର୍ଷିକ ଉତ୍ସବରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର…

ମହିଳାଙ୍କ ଆତ୍ମହତ୍ୟା

ଓଡଗାଁ ୧୧।୩(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ପାଣ୍ଡେରିପଡା ପଞ୍ଚାୟତ ଭାଲିଆଡିହି ବାପଘରେ ଜଣେ ମହିଳା ଆତ୍ମହତ୍ୟା କରିଥିବା ଜଣାପଡିଛି । ମହିଳା ଜଣକ ହେଲେ ଭାଲିଆଡିହି ଗାଁର କିର୍ତ୍ତି ଚନ୍ଦ୍ର ଭୁଇଁଆଙ୍କ ଝିଅ ଏବଂ ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ଜମୁନା ଗାଁର…

ଶ୍ରୀ ରଘୁନାଥ ଜିଉଙ୍କ ମନ୍ଦର ମୁଖଶାଳାର ସୌନ୍ଦର୍ଯ୍ୟକରଣ ପାଇଁ ଦାବି

ବିପଦପୂର୍ଣ୍ଣ ଟ୍ରାନ୍ସଫର୍ମର ହଟାଇ ହେଉ ଫାଟକ ପ୍ରଶସ୍ତି କରଣ ଓଡଗାଁ ୧୧।୩(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଆଧ୍ୟାତ୍ମିକ ପ୍ରାଣକେନ୍ଦ୍ର ଓଡ଼ଗାଁ ଠାରେ ବିରାଜିତ ସ୍ବର୍ଣ୍ଣ କଳସ କ୍ଷେତ୍ର ବାସୀ ଶ୍ରୀ ରଘୁନାଥ ଜିଉଙ୍କ ମନ୍ଦିର ସୌନ୍ଦର୍ଯ୍ୟକରଣ ପାଇଁ କାର୍ଯ୍ୟ ଆରମ୍ଭ ହୋଇଥିବା…

ଆଇସକ୍ରିମ ଫ୍ୟାକ୍ଟ୍ରିର କମ୍ପ୍ରେସର ଫାଟି ମାଲିକ ସହିତ ୨ ଗୁରୁତର

ଓଡଗାଁ ୧୧।୩(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ସୁନା ମୁହିଁ ଚଣ୍ଡୀସାହି ଆଇସକ୍ରିମ ଫ୍ୟାକ୍ଟ୍ରି କମ୍ପ୍ରେସର ଫାଟି ଯିବାରୁ ମାଲିକ ସହିତ ୨ ଜଣ ଗୁରୁତର ହୋଇପଡ଼ିଥିଲା ବେଳେ ଅନ୍ୟ ଜଣେ ଆହତ ହୋଇଛି । ସେମାନେ ହେଲେ ମାଲିକ ଜନାର୍ଦ୍ଦନ ସାହୁ(୬୪), ଟୁନା ସାହୁ ସାହୁ…

ଜିଲ୍ଲାସ୍ତରୀୟ ଲକ୍ଷପତି ଦିଦି କର୍ମଶାଳା ଅନୁଷ୍ଠିତ

https://youtu.be/LeMwy1mvq3Q   ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଶା ଜୀବିକା ମିଶନ ଓ ଜିଲ୍ଲା ପ୍ରଶାସନ ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଲକ୍ଷପତି ଦିଦି କର୍ମଶାଳା ସ୍ଥାନୀୟ ଗଜପତି ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ଗଜପତି ଜିଲ୍ଲାପାଳ…

କୁମୁଣ୍ଡି ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଓ ଆମ ସଂସ୍କୃତି ଆମ ଖେଳନା କାର୍ଯ୍ୟକ୍ରମ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ କୁମୁଣ୍ଡି ପ୍ରାଥମିକ ବିଦ୍ୟାଳୟରେ ଚଳିତ ବର୍ଷର ବାର୍ଷିକ ଉତ୍ସବ ଏବଂ ଆମ ସଂସ୍କୃତି ଆମ ଖେଳନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ କୃଷ୍ଣ ସ୍ଵାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ…

ନବରଙ୍ଗପୁର ଠାରେ ଜିଲ୍ଲା ସ୍ତରିୟ କର୍ମଶାଳା” ଲକ୍ଷପତି ଦିଦି “

ନବରଙ୍ଗପୁର, ଅଶୋକ ସାହୁ, ଶାସକ ପ୍ରଶାସକ,ତା ୧୧.୩.୨୦୨୫: ଗ୍ରାମୀଣ ମହିଳାମାନଙ୍କୁ ଅର୍ଥନୈତିକ ସ୍ଵାଧୀନତା ଏବଂ ଉଦ୍ୟୋଗ ମାଧ୍ୟମରେ ସଶକ୍ତ କରିବା ,ବିଭିନ୍ନ ଜୀବିକା ଉପରେ କୌଶଳ ବୃଦ୍ଧି ସହ ମହିଳା ସଶକ୍ତିକରଣ ପାଇଁ "ଲକ୍ଷପତି ଦିଦି "ସୃଷ୍ଟି କରିବା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଏକ ମହତ…