ଖଲ୍ଲିକୋଟ ଏନ୍ ଏ ସି ରେ ସ୍ବୟଂ ସହାୟକ ଗୋଷ୍ଠୀର ଗଣ ଧାରଣା, ଅଧିକାରୀ ମାନଙ୍କ ମନମୁଖୀ ଶାସନରେ ଅତିଷ୍ଠ ହେଉଛନ୍ତି…

 (ଶାସକ ପ୍ରଶାସକ/ଖଲ୍ଲିକୋଟ ରୁ ଶିବରାମ ଜେନା) ଖଲ୍ଲିକୋଟ:୮/୨୫ ଖଲ୍ଲିକୋଟ ବିଜ୍ଞାପିତ ଅଞ୍ଚଳ ପରିଷଦ ବିରୁଦ୍ଧରେ ଲଢେଇ କରୁଛନ୍ତି ୱାର୍ଡ ନମ୍ବର ୭ ର ମହିଳା ୱାର୍ଡ ମେମ୍ବର ଶ୍ରୀ ମତୀ ସନ୍ତୋଷୀ ଦାସ । କେବଳ ଏକା ନୁହନ୍ତି ,ଏହାଙ୍କ ସହ ସାମିଲ ହୋଇଛନ୍ତି ,୯ଟି ଗ୍ରୁପ୍ ର ମା ମାନେ ବୋଲି…

ସମୀର ମେମୋରିଆଲ ଆନ୍ତଃ ଜିଲ୍ଲା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ

ଜେ ଏ ସି ଯାଜପୁର କୁ ହରାଇ ୟୁନିକ ଇଲେଭେନ ଚମ୍ପିୟାନ। ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବପୁର ପୌରପରିଷଦ ରେ ଥିବା ଅଟଳ ବିହାରୀ କଲେଜ ପଡ଼ିଆରେ ଉତ୍କଳିକା ସ୍ପୋର୍ଟିଂ ଆନୁକୁଲ୍ୟରେ ସମୀର ମେମୋରିଆଲ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ର ଉଦଯାପନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏହି ଅନ୍ତିମ ତଥା…

୭ ତମ କଳାହାଣ୍ଡି ଜିଲ୍ଲାପରିଷଦ ବୈଠକ ଅନୁଷ୍ଠିତ

ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ)ତା. ୦୯.୦୪.୨୦୨୫ – କଳାହାଣ୍ଡି ଜିଲ୍ଲାପରିଷଦର ୭ ତମ ବୈଠକ ଆଜି କଳାହାଣ୍ଡି ଜିଲ୍ଲାପରିଷଦ ସଭାଗୃହଠାରେ ଜିଲ୍ଲାପରିଷଦ ଅଧ୍ୟକ୍ଷ ପୁଷ୍ପେଦ୍ର ସିଂଦେଓ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଶ୍ରୀ ସିଂଦେଓ ସମସ୍ତଙ୍କୁ ସ୍ବାଗତ…

ଶୈବପୀଠ ପୁଖାମୁଣ୍ଡା ଓ ସଂଗ୍ରାମୀ ପୀଠ ସମଲେପଦର ଗ୍ରସ୍ତରେ ଜ଼ିଲ୍ଲାପାଳ ଓ ବିଧାୟକ

https://youtu.be/2RoP7TgDfDw ବିଜେପୁର :-ବରଗଡ ଜିଲ୍ଲା ବିଜେପୁର ଅନ୍ତର୍ଗତ ସମଲାଇପଦର୍ ସ୍ଥିତ ପାର୍ବତୀ ଗିରୀ ଙ୍କ ସହ ସଂପୃକ୍ତ ସ୍ଥାନ ଓ ବିଜେପୁର ଅନ୍ତର୍ଗତ ପୋଖମୁଣ୍ଡା ଶିବ ମନ୍ଦିର ର ଉନ୍ନତି କରଣ କାର୍ଯ୍ୟ ଆରମ୍ଭ ହେବ l ଏନେଇ ବିଜେପୁର ବିଧାୟକ ସନତ କୁମାର ଗଡତିଆଙ୍କ ଅନୁରୋଧ…

ଦିବ୍ୟାଙ୍ଗ ମାନଙ୍କୁ ସହାୟକ ଉପକରଣ ବଣ୍ଟନ

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୦୯/୦୪/୨୫ କେନ୍ଦ୍ର ସରକାରଙ୍କ ଏ ଡି ଆଇ ପି ଯୋଜନା ମାଧ୍ୟମରେ ଆଜି ଡାବୁଗାଁ ବ୍ଲକ ରେ ଦିବ୍ୟାଙ୍ଗ ମାନଙ୍କୁ ସହାୟକ ଉପକରଣ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ…

ନାବାଳିକାଙ୍କୁ ଅସଦାଚରଣ ମାମଲାରେ ଜଣେ ଯୁବକ ଗିରଫ

ଓଡ଼ଗାଁ, ୯।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଏନ୍ଏସି ଅଞ୍ଚଳର ଜଣେ ନାବାଳକାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଓଡ଼ଗାଁ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଥିବା ବେଳେ ମାଜିଷ୍ଟ୍ରେଟଙ୍କ ନିକଟରେ ନାବାଳିକାଙ୍କ ବୟାନ ରେକର୍ଡ କରାଯାଇଛି । ଗିରଫ ଯୁବକ ଜଣକ ହେଲେ…

ଜବାହାର ଉଚ୍ଚବିଦ୍ୟାଳୟ ନନ୍ଦିଘୋର, ରାତି ଜଗୁଆଳିକୁ ମରଣାନ୍ତକ ଆକ୍ରମଣ କରି ୨ ଗିରଫ

ଓଡ଼ଗାଁ, ୯।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ନନ୍ଦିଘୋର ସରକାରୀ ଉଚ୍ଚ ବିଦ୍ୟାଳୟର ରାତ୍ରିଜଗୁଆଳକୁ ମରଣାନ୍ତକ ଆକ୍ରମଣ ଅଭିଯୋଗରେ ଓଡ଼ଗାଁ ପୋଲିସ ୩ ଜଣଙ୍କୁ ଗିରଫ କରି ମକଦ୍ଦମା ରୁଜୁ କରିବା ପରେ ୨ ଜଣକୁ କୋର୍ଟ ଚାଲାଣ କରିଛନ୍ତି । ତାଙ୍କର ଜାମିନ ନାମଞ୍ଜୁର…

ଓଡ଼ଗାଁ ଶ୍ରୀରାମନବମୀ ଯାତ୍ରାର ଚତୁର୍ଥ ସନ୍ଧ୍ୟା, ପ୍ରଭୁଙ୍କ ଗଙ୍ଗାପାର ବେଶ ଦୃଶ୍ୟ ଥିଲା ଅତ୍ୟନ୍ତ ହୃଦୟସ୍ପର୍ଶୀ

ଓଡ଼ଗାଁ, ୯।୪(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ଶ୍ରୀରଘୁନାଥ ଜୀଉଙ୍କ ପୀଠରେ ଶ୍ରୀ ରାମନବମୀ ଯାତ୍ରା ନବଦିନ ସନ୍ଧ୍ୟା ବେଶର ଚତୁର୍ଥ ସନ୍ଧ୍ୟାରେ କୈବର୍ତ୍ତ ଦ୍ଵାରା ପ୍ରଭୁ ଶ୍ରୀରାମଙ୍କ ପଦ ପ୍ରକ୍ଷ୍ୟାଳନ ଏବଂ ଗଙ୍କପାର ବେଶର ଦୃଶ୍ୟ ଥିଲା ଅତ୍ୟନ୍ତ ହୃଦୟସ୍ପର୍ଶୀ । ମର୍ଯ୍ୟାଦା…

ଓଡ଼ିଆ ପକ୍ଷ ପାଳନ ଅବସରରେ ମା ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟ ରେ ଆସ ବହିଟିଏ କିଣିବା ଦିବସ ପାଳିତ।

ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ)ତା 9.4.2025 ଓଡ଼ିଆ ପକ୍ଷ ପାଳନ ଅବସରରେ ମା ମାଣିକେଶ୍ଵରୀ ବିଶ୍ଵ ବିଦ୍ୟାଳୟର ଆସ ବହିଟିଏ କିଣିବା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି। ଭାରପ୍ରାପ୍ତ କୁଳପତି ଡ. ନିବେଦିତା ନାଥଙ୍କ ପୃଷ୍ଠପୋଷକତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ…

ଓଡ଼ିଆ ପକ୍ଷ ପାଳନ ଅବସରରେ ଅଭିଯାନ “ଆସ ବହିଟିଏ କିଣିବା” କାର୍ଯ୍ୟକ୍ରମ ଅନଷ୍ଠିତ।

ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ): ସଂସ୍କୃତି ପରମ୍ପରା ର ମହାନ ପର୍ବ ଓଡିଆ ପକ୍ଷ ପାଳନ ଅବସରରେ ଆଜି ଅପ୍ରେଲ ୯ ତାରିଖ ବୁଧବାର ଦିନ ଓଡ଼ିଆ ସାହିତ୍ୟ ପୁସ୍ତକ ତଥା ଲେଖକ ଲେଖିକାଙ୍କୁ ଉତ୍ସାହିତ ସହ ପ୍ରୋତ୍ସାହିତ କରିବା ପାଇଁ ଆସ ବହି ଟିଏ କିଣିବା ଅଭିଯାନ ପାଳନ…