ଓଡ଼ିଆ ହାଣ୍ଡିଶାଳର ପିଠାପଣା, ବେସର-ମହୁର, ନଅ ତିଅଣ ଛଅ ଭଜାକୁ ବିଶ୍ୱବିଦିତ କରିବା ଲକ୍ଷ୍ୟରେ ଆୟୋଜିତ “ଆମ…

ଭୁବନେଶ୍ୱର: ଓଡ଼ିଆ ପକ୍ଷ ପାଳନର ତ୍ରୟୋଦଶ ଦିବସ ଅବସରରେ ଆଜି ପାଳିତ ହୋଇଯାଇଛି "ଆମ ରୁଚି ଆମ ଖାଦ୍ୟ" ଉତ୍ସବ। ଆମ ଓଡ଼ିଆ ହାଣ୍ଡିଶାଳର ବିଭିନ୍ନ ବ୍ୟଞ୍ଜନ ଯଥା ପିଠାପଣା, ପଖାଳ ଭାତ, ବେସର-ମହୁର, ନଅ ତିଅଣ ଛଅ ଭଜା ଆଦି ପାରମ୍ପରିକ ଖାଦ୍ୟର ବହୁଳ ପ୍ରଚାର ଓ ପ୍ରସାର ସହ ଯୁବପିଢ଼ିଙ୍କ…

ଆମ୍ବେଦକରଙ୍କ ଜନ୍ମଜୟନ୍ତୀ ପାଳନ ପରିପ୍ରେକ୍ଷୀରେ ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ପଦଯାତ୍ରା

ଭୁବନେଶ୍ୱର: ଭାରତୀୟ ସମ୍ବିଧାନର ପ୍ରମୁଖ ବିନ୍ଧାଣୀ ଡ଼. ଭୀମରାଓ ଆମ୍ବେଦକରଙ୍କ ଜନ୍ମଜୟନ୍ତୀ ପାଳନ ପରିପ୍ରେକ୍ଷୀରେ ଆଜି ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଏକ ପଦଯାତ୍ରାର ଆୟୋଜନ କରାଯାଇଥିଲା। କ୍ରୀଡ଼ା ଓ ଯୁବସେବା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଭାସ୍କର ଜ୍ୟୋତି ଶର୍ମା,…

ସି.ଏମ୍.ଟ୍ରଫି ଜିଲ୍ଲାସ୍ତରୀୟ ଫୁଟବଲ ଚମ୍ପିୟାନସିପ୍ ପ୍ରତିଯୋଗିତା ଉଦଯାପିତ

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ସି.ଏମ୍.ଟ୍ରଫି ନିମନ୍ତେ ଆଜି (ରବିବାର) ଗଜପତି ଜିଲ୍ଲା ସ୍ତରୀୟ ଫୁଟବଲ ଚମ୍ପିୟାନସିପ୍ ପ୍ରତିଯୋଗିତାର ଉଦଯାପନ ହୋଇଯାଇଛି। ସ୍ଥାନୀୟ ଗଜପତି ଷ୍ଟାଡିୟମ୍ ଠାରେ ସି.ଏମ୍. ଟ୍ରଫି ହାସଲ ନିମନ୍ତେ ୭ ଏପ୍ରିଲ ଠାରୁ ୧୩ ଏପ୍ରିଲ ପର୍ଯ୍ୟନ୍ତ ଅନୁଷ୍ଠିତ…

ଖଇରକାଠ ସହ ବୋଲେରୋ ପିକଅପ ଜବତ।

ପଦ୍ମପୁର :- ପଦ୍ମପୁର ବନ ବିଭାଗ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ କୁର୍ମା ଗୌଡ଼ମାଲ ରାସ୍ତାରେ ଅତର୍କିତ ଭାବରେ ଚଢ଼ାଉ କରିଥିଲା। ସେଠାରେ ଖଇର କାଠ ଭର୍ତ୍ତି ବୋଲେରୋ ପିକ ଅପ ଜବତ କରିଛି। ଏହି ଚୋରା କାଠ ଚାଲାଣ ଅଭିଯୋଗ ରେ କଂସର ଗ୍ରାମର ତପୋବନ୍ତ କନ୍ଦା ନାମକ ଜଣେ ବ୍ୟକ୍ତି କୁ ଅଟକ ରଖି…

ଓଡ଼ିଶା ପକ୍ଷ ପାଳନ ଅବସରରେ ଆମ ରୁଚି ଆମ ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଶା ପକ୍ଷ ପାଳନ ତ୍ରୟୋଦଶ ଦିବସ ଅବସରରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ବିଭାଗ ଦ୍ଵାରା ଆୟୋଜିତ ସ୍ଥାନୀୟ ଜିଲ୍ଲା ପଞ୍ଚାୟତ ସମ୍ବଳ କେନ୍ଦ୍ର ଠାରେ ଆମ ରୁଚି ଆମ ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ…

ମା ରାମଚଣ୍ଡୀ ମନ୍ଦିର ପରିସରରେ କୁଳିତା ଦିବସ ପାଳିତ

ସୋହେଲା :-ସୋହେଲା ବ୍ଳକ ଲମ୍ବରୁପାଲି ମା ଚଣ୍ଡୀ ମନ୍ଦିର ପରିସରରେ କୁଲିତା ଦିବସ ପାଳିତ ହୋଯାଇଛି l ଏହି ଅବସରରେ  ସକାଳେ ମା' ରାମଚଣ୍ଡୀଙ୍କଠାରେ ପୂଜାର୍ଚ୍ଚନା କରାଯାଇଥିଲା l ମନ୍ଦିର ପରିଚାଳନା କମିଟି ସଭାପତି ଯୁଗଳ କିଶୋର ପଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଛତିଶଗଡ଼ ରାୟପୁର…

ସେଚ ସାମର୍ଥ୍ୟ ବୃଦ୍ଧିରେ କ୍ଷୁଦ୍ର ଜଳସେଚନ ପ୍ରକଳ୍ପଗୁଡିକର ଉଲ୍ଲେଖନୀୟ ଯୋଗଦାନ ରହିଛି

ଆଗାମୀ ୫ ବର୍ଷରେ ୮୦ଟି ନୂତନ ଏମ୍ଆଇପି ଏବଂ ୩ ହଜାର ଚେକ୍ ଡ୍ୟାମ୍ ନିର୍ମାଣ ପାଇଁ ରୋଡ୍ ମ୍ୟାପ୍ ଉପରେ ଆଲୋଚନା ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ଭୁବନେଶ୍ୱର ତା-୧୨-୦୪ -୨୦୨୫: ରାଜ୍ୟ ସରକାର ଜଳ ସଂରକ୍ଷଣ ଓ…

ଭୁବନେଶ୍ୱରରେ ଜୟ ଓଡ଼ିଶା ପକ୍ଷରୁ ଆରମ୍ଭ ହେଲା ଭ୍ରାମ୍ୟମାଣ ଜଳଛତ୍ର

ଭୁବନେଶ୍ୱର: ଗ୍ରୀଷ୍ମ ଋତୁର ଉତ୍ତାପ ଦାଉରୁ ରକ୍ଷା କରିବା ଉଦ୍ୟମରେ, ଭୁବନେଶ୍ୱରର ସାମାଜିକ ସଂଗଠନ ଜୟ ଓଡ଼ିଶା ତାଙ୍କ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଆରମ୍ଭ କଲା "ଭ୍ରାମ୍ୟମାଣ ଜଳଛତ୍ର", ଯାହାକି ଚଳିତ ବର୍ଷ ଚତୁର୍ଥ ବର୍ଷ ରେ ଅବତରଣ କରିଛି। "ଭ୍ରାମ୍ୟମାଣ ଜଳଛତ୍ର" ହେଉଛି ଏକ ଚଳନଶୀଳ ଜଳ…

ଭୁବନେଶ୍ୱରରେ ସେନେସ ଶୋ ‘ରୁମର ଶୁଭାରମ୍ଭ

ଓଡ଼ିଆ ଅଭିନେତ୍ରୀ ଶୀତଲ ପାତ୍ରଙ୍କ ଯୋଗଦାନ ଭୁବନେଶ୍ୱର : ଭୁବନେଶ୍ୱରର ଉତ୍କଳ କନିକା ଗାଲେରିଆ ମଲରେ ସେନେସର ନୂଆ ଶୋ\'ରୁମ୍ ଉଦଘାଟିତ ହୋଇଯାଇଛି । ସେନେସ ହେଉଛି ଭାରତର ବିଶ୍ୱସନୀୟ ଗହଣା ବ୍ରାଣ୍ଡ ସେନକୋ ଗୋଲ୍ଡର ଏକ ପଦକ୍ଷେପ ଯାହା ୮୫ ବର୍ଷରୁ ଅଧିକ ସମୟ ଧରି ନିଜର ସମୃଦ୍ଧ କାରିଗରୀ…

ଛାତ୍ରଛାତ୍ରୀଙ୍କ ମଧ୍ୟରେ ନୈତିକ ଏବଂ ମାନବିକ ମୂଲ୍ୟବୋଧ ସୃଷ୍ଟି କରିବାରେ ସହାୟକ ହୋଇଛି ଜାଗୋ: ସୋଆ ଉପସଭାପତି

ଭୁବନେଶ୍ୱର , ଏପ୍ରିଲ୍ ୧୨: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ସବୁ ସମୟରେ ସମାଜର ହିତ କ୍ଷେତ୍ରରେ କାର୍ଯ୍ୟ କରିଆସୁଛି। ଏହି ପରିପ୍ରେକ୍ଷୀରେ ‘ଜାଗୋ’ ବହୁବର୍ଷର ଏକ ପଦକ୍ଷେପ। ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ନୈତିକ ଏବଂ ମାନବିକ ମୂଲ୍ୟବୋଧ ସୃଷ୍ଟି କରିବାରେ ଜାଗୋ ସହାୟକ…