କଳାହାଣ୍ଡି ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳନ ଏବଂ ଶ୍ରମିକ ମାନଙ୍କୁ ସହାୟତା ବଣ୍ଟନ ସମାରୋହ ।

ଭବାନୀପାଟଣା:ରୋହିତ କୁମାର ନାଏକ (ଶାସକ ପ୍ରଶାସକ)ଆଜି କଳାହାଣ୍ଡି ଜିଲ୍ଲା ସ୍ତରୀୟ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ କାର୍ଯ୍ୟାଳୟର ମିଳିତ ସହଭାଗିତାରେ ମଇ ଦିବସ/ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳନ ଟାଉନ ହଲ, ଭବାନୀପାଟଣା ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ)…

ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ଶ୍ରମିକ ଦିବସ ୨୦୨୫ ପାଳିତ

ଜଗତସିଂହପୁର, ତା ୦୧/୦୫/୨୫/ସୁମନ୍ତ କୁମାର ଦାସ: ଆଜି ଜଗତସିଂହପୁର ଜିଲ୍ଲାର ସଂସ୍କୃତି ଭବନ ଠାରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ ବିଭାଗ ତରଫରୁ ଆନ୍ତର୍ଜାତୀୟ ଶ୍ରମିକ ଦିବସ ସମାରୋହ ଅନୁଷ୍ଠିତ ହୋଇଛି । ଏହି ସମାରୋହରେ ଶ୍ରୀଯୁକ୍ତ ବିଭୁ ପ୍ରସାଦ ତରାଇ, ମାନ୍ୟବର ସାଂସଦ ଜଗତସିଂହପୁର,…

ସବା ତଳ ପାହାଚରେ ଥିବା ଲୋକଙ୍କ ପାଇଁ ଆମ ସରକାର ସମର୍ପିତ

ଆନ୍ତର୍ଜାତିକ ଶ୍ରମିକ ଦିବସ ୨୦୨୫ ପାଳନ ନୂଆ ସରକାର ଆସିବା ପରଠାରୁ 4 ଲକ୍ଷରୁ ଅଧିକ ନିର୍ମାଣ ଶ୍ରମିକ ପଞ୍ଜିକୃତ,370 କୋଟି ଟଙ୍କା ସହାୟତା ପ୍ରଦାନ ଆଜି 3 ହଜାର ନୂଆ ନିର୍ମାଣ ଶ୍ରମିକ ପଞ୍ଜିକୃତ ହେଲେ, 40 କୋଟି ଟଙ୍କାରୁ ଊର୍ଦ୍ଧ୍ୱ ସହାୟତା ପାଇଲେ ସର୍ବନିମ୍ନ ମଜୁରୀ…

ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ କଲେ ମନ୍ତ୍ରୀ ।

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ପବିତ୍ର ଅକ୍ଷୟ ତୃତୀୟା ଚଳ ଚଞ୍ଚଳ ଶବର ପୀଠ,ମତାତ୍ ବନ୍ନମ୍ ବା ଅକ୍ଷର ବ୍ରହ୍ମ ପୀଠ।। ମାତାରବନ୍ନମ ବିଜ୍ଞାନ ପ୍ରଚାର ସମିତି ଗୃହ ଉଦଘାଟନ କଲେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ରାୟଗଡ / ଗୁଣପୁର /ପଦ୍ମପୁର ତା:୩୦.୪.୨୫ରିଖ ଦିନ ରାୟଗଡ଼ ଜିଲ୍ଲାର…

ଗାୟତ୍ରୀ ମହାବିଦ୍ୟାଳୟରେ ବାର୍ଷିକ ଉତ୍ସବ “ଆର୍ -ଏକ୍ସ ଫେଷ୍ଟ ୨୦୨୫ ” ପାଳିତ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁର ସ୍ଥିତ ଗାୟତ୍ରୀ ମହାବିଦ୍ୟାଳୟରେ ବାର୍ଷିକ ଉତ୍ସବ "ଆର୍ -ଏକ୍ସ ଫେଷ୍ଟ ୨୦୨୫ " ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ଆଇ ଆର ବି ଏନ୍ କମାଣ୍ଡାଣ୍ଟ ଶ୍ରୀଯୁକ୍ତ ବ୍ରଜ ମୋହନ ନାୟକ ଓ ଅନୁଷ୍ଠାନର ନିର୍ଦ୍ଦେଶକ ଶ୍ରୀଯୁକ୍ତ ସଞ୍ଜୟ ସାହୁ ମହୋଦୟ…

ଡୁଙ୍ଗୁରିପାଲି ମହାବିଦ୍ୟାଳୟ ରେ ଶିକ୍ଷା ବିଭାଗ ତରଫରୁ ବିଦାୟ କାଲିନ ସଂବର୍ଦ୍ଧନା ସଭା ଅନୁଷ୍ଠିତ.

ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ): ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ମହାବିଦ୍ୟାଳୟ ରେ ଶିକ୍ଷା ବିଭାଗ ତରଫରୁ +3 ଶେଷ ବର୍ଷ ଶିକ୍ଷାର୍ଥୀ ମାନଙ୍କୁ ବିଦାୟ କାଲିନ ସଂବର୍ଦ୍ଧନା ପ୍ରଦାନ କରାଯାଇଛି । ଶିକ୍ଷା ବିଭାଗ ର ବିଭାଗୀୟ ମୁଖ୍ୟ ଶ୍ରୀଯୁକ୍ତ ଶୈଳେଶ ସତପଥି ଙ୍କ…

ମୁଣ୍ଡରେ ଆଡ଼ବେଷ୍ଟର ପଡ଼ି ବୃଦ୍ଧା ମୃତ

ବିଜେପୁର :-କାଳବୈଶାଖୀ ପ୍ରଭାବରେ ବରଗଡ ଜିଲ୍ଲା ବିଜେପୁର ଏନଏସି ସ୍ଥିତ ବାଉଁଶପାଲରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତ ମହିଳା ହେଲେ ନୀଲା ମହାପାତ୍ର(୬୪) ମିଲିଥିବା ସୁ ଚନା ଅନୁସାରେ ଗତକାଲି ରାତିରେ ରାତିରେ ପ୍ରବଳ ଘୂର୍ଣ୍ଣିଝଡ ହୋଇଥିଲା। ଫଳରେ ରେ ଗଛଲତା ଭାଙ୍ଗି ପଡିବା ସହ ଅନେକ…

ମୁଣ୍ଡରେ ଆଡ଼ବେଷ୍ଟର ପଡ଼ି ବୃଦ୍ଧା ମୃତ

ବିଜେପୁର :-କାଳବୈଶାଖୀ ପ୍ରଭାବରେ ବରଗଡ ଜିଲ୍ଲା ବିଜେପୁର ଏନଏସି ସ୍ଥିତ ବାଉଁଶପାଲରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତ ମହିଳା ହେଲେ ନୀଲା ମହାପାତ୍ର(୬୪) ମିଲିଥିବା ସୁ ଚନା ଅନୁସାରେ ଗତକାଲି ରାତିରେ ରାତିରେ ପ୍ରବଳ ଘୂର୍ଣ୍ଣିଝଡ ହୋଇଥିଲା। ଫଳରେ ରେ ଗଛଲତା ଭାଙ୍ଗି ପଡିବା ସହ ଅନେକ…

ଅବ୍ୟବସ୍ଥା ଘେରରେ ଏକତା ନଗର ଅଞ୍ଚଳ, ଅପରାଧୀଙ୍କ ଚରାଭୂଇଁ

ସୁନ୍ଦରଗଡ଼:-ପୌରାଞ୍ଚଳର 15 ନଂ ୱାର୍ଡ ଡେଙ୍ଗିଭାଡ଼ି ଓ ନୂତନ ଭାବେ ନିର୍ମାଣ ହଉଥିବା ଏକତା ନଗର ଅଞ୍ଚଳ ଅବ୍ୟବସ୍ଥା ଘେରରେ ରହିଥିବା ଦେଖିବାକୁ ମିଳିଛି, ନୂତନ ଭାବେ ଏକତା ନଗର ଅଞ୍ଚଳରେ ଘର ଆରମ୍ଭ କରିଥିବା କଲୋନୀବାସୀ ବିଭିନ୍ନ ଅସୁବିଧାରେ ରହୁଥିବା ଦେଖିବାକୁ ମିଳିଛି, ପୌରପାଳିକା ତରଫରୁ…

କେନ୍ଦୁଝରରେ ଖୁବଶୀଘ୍ର ଚଳାଚଳ କରିବ ବିଦ୍ୟୁତଚାଳିତ ବସ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ପ୍ରଶାସନ, କ୍ୟାପିଟାଲ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (ସିଆରୟୁଟି) ସହିତ ମିଳିତ ଭାବରେ, ଜିଲ୍ଲାର ସହରାଞ୍ଚଳରେ ଗମନାଗମନ ସୁବିଧାକୁ ଆହୁରି ବୃଦ୍ଧି କରିବା ପାଇଁ ପରିବେଶ ଅନୁକୂଳ ଏକ ବୈଦ୍ୟୁତିକ ବସ ସେବା ଆରମ୍ଭ କରିବାକୁ ଯାଉଛି। ଏହି ସେବାକୁ ଆଗାମୀ ଦୁଇ…