- Hits: 588
ବିଜେଡି ପାର୍ଟ ଅଫିସ ପୋଡ଼ିବା ପରେ...
ସାମ୍ବାଦିକ ସଂଘରେ ଧସେଇ ପଶିଲେ ମନ୍ତ୍ରୀପୁଅ! କେନ୍ଦୁଝର: “ସାମ୍ବାଦିକ ସଂଘରେ ଧସେଇ ପଶିଲେ ମନ୍ତ୍ରୀ ପୁଅ, ଧାନ ଓ ଅଗାଡ଼ି ହେଲେ ଅଲଗା” । ଏଭଳି ଏକ ଫେସବୁକ ଷ୍ଟାଟସ କେନ୍ଦୁଝର ଜିଲାରେ ଭାଇରାଲ ହୋଇ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି ।...
ସାମ୍ବାଦିକ ସଂଘରେ ଧସେଇ ପଶିଲେ ମନ୍ତ୍ରୀପୁଅ! କେନ୍ଦୁଝର: “ସାମ୍ବାଦିକ ସଂଘରେ ଧସେଇ ପଶିଲେ ମନ୍ତ୍ରୀ ପୁଅ, ଧାନ ଓ ଅଗାଡ଼ି ହେଲେ ଅଲଗା” । ଏଭଳି ଏକ ଫେସବୁକ ଷ୍ଟାଟସ କେନ୍ଦୁଝର ଜିଲାରେ ଭାଇରାଲ ହୋଇ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି ।...
"ମୁମ୍ବାଇରୟଶଓ୍ୱ"ରାଓ ଚୌହାନ ସେଣ୍ଟରେ "ଦ ଟଲ୍ ମ୍ୟାନ୍ ବିଜୁ ପଟ୍ଟନାୟକ' ପୁସ୍ତକର ଉପସ୍ଥାପନା ସମାରୋହଓଡ଼ିଆମାନେ ଯେଉଁଠି ଥାଆ"ୁ ଓଡ଼ିଶା ପାଇଁ ସୁନାମ ଆଣନ୍ତୁ : ନବୀନ "ବିଜୁ ବାବୁଥିଲେ ଓଡ଼ିଶାର ପରିଚୟ: ଅରୁପ "ଆମମାନଙ୍କ ପାଇଁ ବିଜୁ...
ଯାଜପୁରରୁ ଜୟଶଙ୍କର :ଚଳିତ ମାସ ୪ ତାରିଖ ଠାରୁ ୯ ତାରିଖ ପର୍ଯ୍ୟନ୍ତ ବ୍ରାହ୍ମଣୀ ନଦୀର ଜେନାପୁର ଠାରେ ଥିବା ବ୍ରିଜ ଊପରେ ଭାରିଯାନ ଚଳାଚଳକୁ ଅସ୍ଥାୟୀ ରୂପେ ବନ୍ଦ ରଖାଯିବ । ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କର ଏହି ରାସ୍ତା ମରାମତିର...
ଭୁବନେଶ୍ଵର : କରଦାତାମାନଙ୍କର ଅର୍ଥରେ ପରିଚାଳିତ ସରକାରରୁ ଅପରାଗତା, ଅବହେଳା ଏବଂ ସ୍ଵଛାଚାରିତା ଦୂର ହୋଇ ପ୍ରଶାସନ ଲୋକାଭିମୁଖୀ ଏବଂ ଜନ ମଙ୍ଗଳକାରୀ ହେବା ପାଇଁ ବାଧ୍ୟ ହେବ ଯଦି ଜନତା ଏବଂ ଜନ ପ୍ରତିନିଧିମାନେ ସୂଚନା ଅଧିକାର ଆଇନକୁ...
୩୦ଟି ଜିଲ୍ଲାର ୨୪ ଶହ କେନ୍ଦ୍ରରେ ଅନୁଷ୍ଠିତ ହେବ ପରୀକ୍ଷା ଭୁବନେଶ୍ୱର : ଜାତୀୟ ଉପଲବ୍ଧି ସର୍ବେକ୍ଷଣ ପରୀକ୍ଷା (ନାସ୍) ଚଳିତ ଫେବୃଆରୀ ୫ ତାରିଖରେ ରାଜ୍ୟର ୩୦ଟି ଜିଲ୍ଲାର ୨୪ ଶହ କେନ୍ଦ୍ରରେ ଅନୁଷ୍ଠିତ ହେବା ମାଧ୍ୟମିକ ଶିକ୍ଷା ପରିଷଦର...