- Hits: 448
କାଶୀନଗର ବନ୍ୟା ପ୍ରଭାବିତ ଅଂଚଳ ପରିଦର୍ଶନ ତିରୁପତି :: ନଦୀର ଉପର ମୁଣ୍ଡରେ ଏକ ମେଗାଜଳସେଚନ ପ୍ରକଳ୍ପ ନିର୍ମାଣ ଦାବି
ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ପାରଳା ସ୍ବାଭିମାନ ମଞ୍ଚ ପକ୍ଷରୁ , ଗତ ଲଗାଣ ବର୍ଷାରେ ସର୍ବାଧିକ ପ୍ରଭାବିତ ହୋଇଥିବା କାଶୀନଗର ବ୍ଲକର କ୍ଷତିଗ୍ରସ୍ତ ଅଞ୍ଚଳ ସବୁ ବୁଲି ଦେଖିଥିଲେ ସ୍ବାଭିମାନ ମଞ୍ଚର ମୁଖ୍ୟ ତଥା ହାଇ-ଟେକ୍...












