କଟକ :କିଛି ଦିନ ତଳେ ଖଣ୍ଡଗିରି ଥାନା ଯାଇଥିବା ମନ୍ତ୍ରୀ ଆଜି ଚୌଦ୍ୱାର ଜେଲ ଯାଇଛନ୍ତି । ଖଣ୍ଡଗିରି ଥାନା ପରି ଅତର୍କିତ ଭାବେ ଚୌଦ୍ୱାର ଜେଲରେ ମନ୍ତ୍ରୀଙ୍କୁ ଦେଖି ସମସ୍ତେ କନଫ୍ୟୁଜଡ଼ ହୋଇଯାଇଥିଲେ କିଛି ସମୟ ପାଇଁ | ଆପଣମାନେ ବି...
କଟକ :କିଛି ଦିନ ତଳେ ଖଣ୍ଡଗିରି ଥାନା ଯାଇଥିବା ମନ୍ତ୍ରୀ ଆଜି ଚୌଦ୍ୱାର ଜେଲ ଯାଇଛନ୍ତି । ଖଣ୍ଡଗିରି ଥାନା ପରି ଅତର୍କିତ ଭାବେ ଚୌଦ୍ୱାର ଜେଲରେ ମନ୍ତ୍ରୀଙ୍କୁ ଦେଖି ସମସ୍ତେ କନଫ୍ୟୁଜଡ଼ ହୋଇଯାଇଥିଲେ କିଛି ସମୟ ପାଇଁ | ଆପଣମାନେ ବି...
ବଲାଙ୍ଗିର(ନିରୋଜ ମିଶ୍ର) -ସ୍ଥାନୀୟ ପୃଥ୍ୱୀରାଜ ହାଇସ୍କୁଲ ଠାରେ ଜିଲ୍ଲା ସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତରଫରୁ ଅନୁଷ୍ଠିତ ଏହି ପ୍ରତିଯୋଗୀତା ଜିଲ୍ଲା ଶିକ୍ଷା ଅଧିକାରୀ...
ବଲାଙ୍ଗିର : ବିଭିନ୍ନ ଆଳରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଫନ୍ଦି ଭିତରେ ଛନ୍ଦି ହୋଇ ରହିଥିବା ବଲାଙ୍ଗୀର ବାଇପାସ ପ୍ରକଳ୍ପ କାମ ଆରମ୍ଭ କରିବା ପାଇଁ ପୁଣି ଠାରେ ଦାବି ଉଠାଇଛନ୍ତି ବଲାଙ୍ଗିର ସାଂସଦ ସଂଗୀତା କୁମାରୀ ସିଂହଦେଓ |...
ନୂଆପଡ଼ା,/ ଅମିତ ପୁରୋହିତ : ନୂଆପଡ଼ା ଜିଲ୍ଲା ଲଖନା ଥାନା ଘାଟିପଡା ନିକଟରେ ଜାତୀୟ ରାଜପଥ ୩୫୩ ଉପରେ ବାଇକ ଦୁର୍ଘଟଣାରେ ବଲାଙ୍ଗୀର ଜିଲ୍ଲା କ୍ରିଡା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢେଇ ଗୁରୁତର ଆହତ ହୋଇଛନ୍ତି । ବଲାଙ୍ଗୀର ଡିଏସ୍ଓ...
କୃଷି ଓ କୃଷକ ସଶକ୍ତିକରଣବିଭାଗ ଦ୍ୱାରା ୭ଟିବୁଝାମଣା ପତ୍ର ସ୍ୱାକ୍ଷରିତ ଦୀର୍ଘ ମିଆଦି ଉନ୍ନତବିହନ ଉତ୍ପାଦନବୃଦ୍ଧି ସହିତ କୃଷି କ୍ଷେତ୍ରରେ ଓଡ଼ିଶାକୁ ବଳକା ରାଜ୍ୟରେ ପରିଣତ କରାଯିବ : ମନ୍ତ୍ରୀ ଡ. ସାହୁ ଭୁବନେଶ୍ୱର : କୃଷି...