- Hits: 1515
ପୁଣି ସୋହେଲା ଚର୍ଚ୍ଚାରେ,୨୧ରେ କାଳିଆ ମହା ସମାବେଶ : ଉଦଘାଟିତ ହେବ ୨ହଜାର କୋଟିରୁ ଉର୍ଧ୍ଵ ଟଙ୍କାର ପ୍ରକଳ୍ପ
ସୋହେଲା(ଶାସକପ୍ରଶାସକ)-ଆସନ୍ତା ୨୧ ତାରିଖ ଦିନ ସୋହେଲା ନିକଟସ୍ଥ ଇଚ୍ଛାପାଲି ଗ୍ରାମଠାରେ କାଳିଆ ଚାଷୀ ମହାସମାବେଶ ଅନୁଷ୍ଠିତ ହେବ । ଏଥିପାଇଁ ଶହେ ଏକର ଜମି ଉପରେ ବ୍ୟାରିକେଟିଂ,ଜମି ସମତଳ କରିବା ଆଦି କାର୍ଯ୍ୟ ଜୋରସୋରରେ ଚାଲିଛି ।...