ହେଡଲାଇନସ୍:

ବଲାଙ୍ଗିର ବାଇପାସ ପାଇଁ ସାଂସଦଙ୍କ ଦୃଢ଼ ଦାବୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବଲାଙ୍ଗିର : ବିଭିନ୍ନ ଆଳରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଫନ୍ଦି ଭିତରେ ଛନ୍ଦି ହୋଇ ରହିଥିବା ବଲାଙ୍ଗୀର ବାଇପାସ ପ୍ରକଳ୍ପ କାମ ଆରମ୍ଭ କରିବା ପାଇଁ ପୁଣି ଠାରେ ଦାବି ଉଠାଇଛନ୍ତି  ବଲାଙ୍ଗିର ସାଂସଦ ସଂଗୀତା କୁମାରୀ ସିଂହଦେଓ | ନୂଆଦିଲ୍ଲୀ ଠାରେ କେନ୍ଦ୍ର ସରକାରଙ୍କ ସଡକ ଓ ପରିବହନ ବିଭାଗ ମନ୍ତ୍ରୀ ନିତିନ ଗଡକରିଙ୍କୁ ସାକ୍ଷାତ କରିବା ଅବସରରେ  ବଲାଙ୍ଗିର ଓ ପାଟଣାଗଡ ସହରର ଦିର୍ଘ ଦିନରୁ ଅବହେଳିତ ହୋଇଥିବା ବାଇପାସ ପାଇଁ ଦାବି କରିଛନ୍ତି । ତାଙ୍କରି ଉପସ୍ଥିତିରେ ମନ୍ତ୍ରୀ ଶ୍ରୀ  ଗଡକରି ସଡକ ଓ ପରିବହନ ବିଭାଗ ସଚିବଙ୍କୁ ସଚିବଙ୍କୁ ଦେଇ ଏହି କାମ ଏହି କାମର ମଂଜୁରି ତଥା ୧୯୦ କୋଟି ଅନୁଦାନ ଦେବାପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

0
0
0
s2sdefault