- Hits: 362
ଝର କଳୀପୂଜା ଯୁଗାର ଯାତ୍ରା ସମ୍ପନ୍ନ : ୩୫୦ ରୁ ଉର୍ଧ୍ଵ ଜୁଗାର ସାମିଲ, ୨୧ ଖଣ୍ଡି ଖଇ ଓ ନଡିଆ ର ଜୁଗାର ମୁଖ୍ୟ ଆକର୍ଷଣ
ମେଲଛାମୁଣ୍ଡା(ମନୋଜ ଭୋଇ) ଯୁଗ ପରିବର୍ତନ ସହ ବଳି କୁସଂସ୍କାର ଠାରୁ ଦୁରେଇ ଯିବା ପାଇଁ ଲୋକେ ଅଂଟା ଭିଡିଲେଣି । ମାଁ କେବେ ଭକ୍ତ ଠାରୁ ରକ୍ତ ଚାହାନ୍ତି ନାହିଁ । ସେ ମଙ୍ଗଳମୟ ସଂସାରର ପାଳନକର୍ତା ,ବଳି କେବଳ ଭ୍ରମ ମାନସିକତା । ଏହି...