ହେଡଲାଇନସ୍:

ଆଜି ସୁସ୍ଥ ହେଲେ ୧୧୪ ଜଣ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ଆଜି କରୋନାରୁ ସୁସ୍ଥ ହୋଇଛନ୍ତି ୧୧୪ ଜଣ | ଫଳରେ ମୋଟ ସୁସ୍ଥଙ୍କ ସଂଖ୍ୟା ୨୭୦୮ରେ ପହଂଚିଛି | ଆଜି ସୁସ୍ଥଙ୍କ ମଧ୍ୟରେ 30 ଜଣ ସୁନ୍ଦରଗଡରୁ, 23 ଜଣ ଖୋର୍ଦ୍ଧାରୁ, 17 ଜଣ ଗଂଜାମରୁ, ୧୧ ଜଣ କଟକରୁ, 10 ଜଣ  ମୟୁରଭଞ୍ଜରୁ, 8 ଜଣ ଗଜପତିରୁ, 5 ଜଣ ବରଗଡରୁ , 4 ଜଣ  ନୟାଗଡରୁ 3 ଜଣ ବଲାଙ୍ଗୀରରୁ ଓ ବାଲେଶ୍ୱର, କୋରାପୁଟ ଓ ସମ୍ବଲପୁରରୁ ଜଣେ ଲେଖାଏ ଅନ୍ତର୍ଭୁକ୍ତ | .

0
0
0
s2sdefault