ବରଗଡ଼ :- କରୋନା ମହାମାରୀ ବର୍ତ୍ତମାନ ବିଶ୍ୱବାସୀଙ୍କର ଜନଜୀବନ ଅସ୍ତବ୍ୟସ୍ତ କରି ପକାଇଛି । ସଚେତନ ଲୋକ ଘରୁ ବାହାରକୁ ବାହାରିବାକୁ ଡରୁଥିବା ବେଳେ ଏବେ ମଧ୍ୟ ଅନେକ ଅମାନିଆ କୋଣସି ସତର୍କତା ଅବଲମ୍ବନ ନକରି ରାସ୍ତାଘାଟ ଓ ବଜାରରେ...
ବରଗଡ଼ :- କରୋନା ମହାମାରୀ ବର୍ତ୍ତମାନ ବିଶ୍ୱବାସୀଙ୍କର ଜନଜୀବନ ଅସ୍ତବ୍ୟସ୍ତ କରି ପକାଇଛି । ସଚେତନ ଲୋକ ଘରୁ ବାହାରକୁ ବାହାରିବାକୁ ଡରୁଥିବା ବେଳେ ଏବେ ମଧ୍ୟ ଅନେକ ଅମାନିଆ କୋଣସି ସତର୍କତା ଅବଲମ୍ବନ ନକରି ରାସ୍ତାଘାଟ ଓ ବଜାରରେ...
ଭୁବନେଶ୍ୱର(ଶାସକ ପ୍ରଶାସକ) : ଓଡ଼ିଶା କ୍ୟାଡରର ପୂର୍ବତନ ଆଇଏଏସ୍ ଅଫିସର ଡ. ବି. ଭେଙ୍କଟରମଣଙ୍କ ଦିଲ୍ଲୀସ୍ଥିତ ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛିା ମୄଯଉଁବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲାା ୧୯୫୦ ବ୍ୟାଚର...
ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଗର୍ଭବତୀ ଛଟପଟ ହୋଇ ପଡ଼ି ରହିଲେ ୩ ଘଣ୍ଟା। ଝାରସୁଗୁଡ଼ା :(ସୁଭାଷ ସହାରେ) :ଖୋଦ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବିଧାନସଭା ନିର୍ବାଚନ ମଣ୍ଡଳୀର ମୂଖ୍ୟ ଚିକିତ୍ସାଳୟରେ ବାରମ୍ବାର ଅବହେଳାର ଗୋଟିଏ ପରେ...
ଝାରସୁଗୁଡ଼ା :(ସୁଭାଷ ସହାରେ) :ଝାରସୁଗୁଡ଼ା ଜିଲ୍ଲାର କୋଲାବିରା ବ୍ଲକର କୋଲାବିରା ଗ୍ରାମର ୭୦୦ ବର୍ଷ ପୁରୁଣା ସମଲେଶ୍ଵରୀ ମନ୍ଦିର। ଝାରସୁଗୁଡ଼ାରୁ ୧୮ କିଲୋମିଟର ଦୂରରେ ଅବସ୍ଥିତ ଏହି ଶକ୍ତିପୀଠ ପ୍ରତି ସ୍ଥାନୀୟ ଲୋକଙ୍କ ଦୃଢ଼ ଆସ୍ଥା...
ଝାରସୁଗୁଡା:( ସୁଭାଷ ସହାରେ)- ଦେଶର ବୃହତ୍ତମ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଝାରସୁଗୁଡାର ଗ୍ରାମାଞ୍ଚଳରେ ଏକ ଏଚ୍.ଆଇ.ଭି / ଏଡସ୍ ସଚେତନତା ଅଭିଯାନର ଆୟୋଜନ କରି ଏହି ପ୍ରକ୍ରିୟାରେ 2000 ରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚିଛି। ଓଡ଼ିଶା...





