ଗରା ବାଲ୍ଟି ଧରି ରାସ୍ତାରେ ଗ୍ରାମବାସୀ।ଖରା ଆରମ୍ଭ ନହେଉଣୁ ନୀଳଗିରିରେ ଜଳକଷ୍ଟ।ନୀଳଗିରି ବ୍ଲକ ନରସିଂହପୁପ ପଞ୍ଚାୟତ ଆଡିଆଖୁଣ୍ଟା ଗ୍ରାମରେ ଧାରଣାରେ ଶତାଧିକ ମହିଳା।ବସୁଧା ଯୋଜନା ଥାଇ ବି ମିଳୁନି ପାଣି ।
ଦୀର୍ଘଦିନ ଧରି ଲୋକେ ପାଣି ପାଇଁ ଦାବି ଜଣାଇବା ପରେ ମଧ ଗ୍ରାମବାସି ଙ୍କ କଥା କେହି ଶୁଣି ନାହାଁନ୍ତି, ଫଳରେ ଲୋକେ ନିକଟ ନଈ ରୁ ପାଣି ପିଇବା ଦ୍ୱାରା ନାନା ଦି ରୋଗରେ ପଡୁଛନ୍ତି | ବାଧ୍ୟ ହୋଇ ଲୋକେ ଆଜି ମାଟିଆଳି ରୁ ଜୟପୁର ସଂଯୋଗ କରୁଥିବା ରାସ୍ତା ରେ ଆଡିଆଖୁଣ୍ଟା ଛକ ରେ ବାଉଁଶ ବାନ୍ଧି ଗରା ବାଲ୍ଟି ଧରି ବସି ରହିଛନ୍ତି, ପାଣି ର ସୁବିଧା ନ ହେଲେ ରାସ୍ତା ରୁ ହଟିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି |
ରାଜ୍ୟ
ପାଣି ପାଇଁ ଗରା ବାଲ୍ଟି ଧରି ରାସ୍ତା ରୋକ୍
- Hits: 60








