- Hits: 430
4 ଦିନର ରିମାଣ୍ଡରେ ଗଲେ ବିରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ମାମଲାରେ ଅଭିଯୁକ୍ତ ଆନନ୍ଦ ମାଝୀ ।
ସୁନ୍ଦରଗଡ/ ହୋରାଚାନ୍ଦ ଦେଉରିଆ : 4 ଦିନର ରିମାଣ୍ଡ ରେ ଗଲେ ବିରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ମାମଲାରେ ଅଭିଯୁକ୍ତ ପୋଲିସ ଅଧିକାରୀ ଆନନ୍ଦ ମାଝୀ । ସୁନ୍ଦରଗଡ଼ ପସ୍କୋ କୋର୍ଟରେ ତାଙ୍କର ଜାମିନ ଆବେଦନ ଖାରଜ ହେବାପରେ ତାଙ୍କୁ...