- Hits: 904
ଶ୍ରୀ ଶ୍ରୀ ନୃସିଂହ ନାଥ ଆୟୁର୍ବେଦ ମହାବିଦ୍ୟାଳୟ ଓ ଗବେଷଣା କେନ୍ଦ୍ର ପରିସରରେ ଆୟୁଷ କାଢା ବିତରଣ ଶୁଭାରମ୍ଭ
ପାଇକମାଲ : ଶ୍ରୀ ଶ୍ରୀ ନୃସିଂହ ନାଥ ଆୟୁର୍ବେଦ ମହାବିଦ୍ୟାଳୟ ଓ ଗବେଷଣା କେନ୍ଦ୍ର , ପାଇକମାଳ ପରିସରରେ ଆଜି ସକାଳେ ଆୟୁଷ କାଢା ବିତରଣ ଶୁଭାରମ୍ଭ ହୋଇଛି । ଅନୁଷ୍ଠାନର ଅଧ୍ୟକ୍ଷା ପ୍ରଫେସର ଡ଼ଃ କ୍ଷୀରାବ୍ଧୀ ତନୟା ରାଉତ୍ ରାୟ , ...