- Hits: 1141
ବିଡ଼ିଓ ଶ୍ରୀ ଲାକ୍ରାଙ୍କର ବିୟୋଗରେ ଶୋକ ସଭା
ବରଗଡ :- ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଉପାନ୍ତ ଅଂଚଳ ଭାବରେ ବେଶ ଜଣାଶୁଣା । ଜିଲ୍ଲା ମୁଖ୍ୟାଳୟ ଠାରୁ ପ୍ରାୟ ଏକ ସହ ତିରିଶ କିଲୋମିଟର ଦୂରରେ ଝାରବନ୍ଧ ବ୍ଲକ ଅଫିସ । ପଡୋଶୀ ଛତିଶଗଡ଼ ରାଜ୍ୟକୁ ଲାଗି ରହିଛି ଏହି ବ୍ଲକର...