- Hits: 448
ସଫା ହେବା କୁ ବସିଲାଣି କଷାଗୁମୁଡା ଛେଳିପଦର ସରଂକ୍ଷିତ ଜଙ୍ଗଲ. ତଥାପି ବନବିଭାଗ ର ଦୃଷ୍ଟି ଟିକେ ପଡ଼ୁ ନାହିଁ.
ନବରଙ୍ଗପୁର/ଅଶୋକ ସାହୁ: ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି ନବରଙ୍ଗପୁର ଜିଲ୍ଲା କଷାଗୁମୁଡା ସଦର ମହକୁମା ଠାରେ. ଜଙ୍ଗଲ କୁ ସୁରକ୍ଷା ଦେବ ଦିଗରେ ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଥିବା ଦେଖିବାକୁ ମିଳୁଛି. ଜଙ୍ଗଲ କୋଟା ନ ଯିବା ପାଇଁ ଗ୍ରାମ...








