- Hits: 442
ମେଗା ପାନୀୟ ଜଳ ପ୍ରକଳ୍ପ ମାଧ୍ୟମରେ ୩୯୪ କୋଟି ମଞ୍ଜୁରୀ: ୩ ବିଧାୟକ ଓ ସାଂସଦଙ୍କ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା
ନୟାଗଡ଼ (ବିଶ୍ଵଜିତ ନାୟକ) - ନୟାଗଡ଼ ଜିଲ୍ଲା ଏକ ପାହାଡ଼ ପର୍ବତ ଜିଲ୍ଲା ହୋଇଥିବା ବେଳେ ଅନେକ ସ୍ଥାନରେ ଭୂତଳ ଜଳସ୍ତର ଦିନକୁ ଦିନ ହ୍ରାସ ଘଟୁଛି । ପାନୀୟ ଜଳ ସମସ୍ୟାକୁ ଦୂରିଭୂତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମେଗା ପାନୀୟ...








