ରାଉରକେଲା (ବସନ୍ତ କୁମାର ଜେନା): ଗତ ୧୯ ତାରିଖ ଦିନ ଅବକାରୀ ବିଭାଗ ପୋଲିସ ସୁପରିଟେଣ୍ଡେଣ୍ଟ ଅଧିକ୍ଷଙ୍କ ନିର୍ଦେଶ କ୍ରମେ ଅବକାରୀ ବିଭାଗ ରାଉରକେଲା ଇନ୍ସପେକ୍ଟର ସ୍ନେହଲତା ନାୟକ, ସବ୍-ଇନ୍ସପେକ୍ଟର ଶ୍ରୀଧର ମହାନ୍ତି ଓ ତାଙ୍କ ଟିମ, ବିଶ୍ରା ଥାନା ଅନ୍ତର୍ଗତ ସନ୍ତୋଷ ପୁର ଏରିଆ ରେ ପେଟ୍ରୋଲିଂଗ କରୁଥିବା ସମୟରେ ଏକ୍ ଅଟୋ ଯାହାର ନମ୍ବର OD 14 G 1982 ଧରି ଯାଞ୍ଚ କରିବାରୁ ୪୮୦ କେଜି ମହୁଲ ଫୁଲ ଜବତ କରିଛନ୍ତି। ଏହା ସହିତ ନୟାବଜାର୍ ଏରିଆ ର ଏମ୍ ଡ଼ି ସାଜିଦ୍ ଏବଂ ଚାଁଦ ଛତର ଙ୍କୁ ଗିରଫ କରିଛନ୍ତି । ଏହାସହିତ ସେକ୍ଟର ଅଞ୍ଚଳ ମିଶ୍ର ଖଟାଲ ପାଖ ଏରିଆରୁ ୨୦୦ ଲିଟର ଦେଶୀ ମହୁଲି ମଦ ଜବତ କରିଛି ରାଉରକେଲା ଅବକାରୀ ବିଭାଗ ।
ରାଜ୍ୟ
ରାଉରକେଲା ଅବକାରୀ ବିଭାଗ ଦ୍ୱାରା ଦେଶୀ ମହୁଲ ଫୁଲ ସହିତ ଅଟୋ ଜବତ
- Hits: 298