ହେଡଲାଇନସ୍:

ବିନ୍ଧ୍ୟଗିରି ବିଂଝାଲ ସମାଜର ବୈଠକ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ମେଲଛାମୁଣ୍ଡା(ମନୋଜ ଭୋଇ)- ରାଜବୋରାସମ୍ବର ବ୍ଳକ ଅର୍ନ୍ତଗତ ଗଂଜାଗୁଡା ଗ୍ରାମରେ ଭାରତୀୟ ସ୍ୱଲାଖ ବିନ୍ଧ୍ୟଗିରିବାସୀ ବିଂଝାଲ ସମାଜ ବାରଭାଇ ବେଂଟକାର ସଂଘର ଏକ ବୈଠକ ସନିବାର ସଂଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତୀ ଗୋପାଳ ବରିହାଙ୍କ ସଭାପତୀତ୍ୱରେ ଅନୁଷ୍ଠିତ ବୈଠକରେ ଲାଟ ସଭାପତୀ ହୃଷିକେଷ ବରିହା ମୁଖ୍ୟ ଅତିଥି, ଅମୃତଲାଲ ବରିହା, ଜୋନ-୨ ସଭାପତୀ ଶ୍ୟାମସୁନ୍ଦର ବରିହା, ସଂପାଦକ ବି.ଶଙ୍କର ନେଗୀ, ଅଶ୍ୱନୀ ଭୋଇ ପ୍ରମୁଖ ଆମନ୍ତ୍ରୀତ ଅତିଥି ଭାବେ ଯୋଗ ଦେଇ ସମାଜ ଉନ୍ନତି ଦିଗରେ ଆଲୋଚନା କରିଥିଲେ । ଉପଦେଷ୍ଟା ମଣ୍ଡଳି ସଦସ୍ୟ ସୁଦର୍ଶନ ବରିହା, ଦେବାର ବରିହା, ଶ୍ରୀମନ୍ତ ବରିହା ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ସଂଘର ବରିଷ୍ଠ ସଦସ୍ୟ ଅମୃତଲାଲ ବରିହା ଧନ୍ୟବାଦ ଅର୍ପଣ କରିଥିଲେ ।

0
0
0
s2sdefault