Sign in
Sign in
Recover your password.
A password will be e-mailed to you.
ଆଉ କେତେ ଦିନ ରାଜ୍ୟର ମା’ ଭଉଣୀମାନେ ଦୁଷ୍କର୍ମର ଶିକାର ହୋଇ ଚାଲିଥିବେ: ବିଜେପି
ମହିଳା ସୁରକ୍ଷା ଯାତ୍ରା ଅବସରରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ରାଜ୍ୟ ସରକାରଙ୍କୁ ପ୍ରଶ୍ନ
ଭୁବନେଶ୍ୱର : ରାଜ୍ୟରେ ନାରୀ ଆଜି ଅସୁରକ୍ଷିତ । ମହିଳାମାନଙ୍କ ପ୍ରତି ହେଉଥିବା ଅପରାଧକୁ ରୋକିବାରେ ରାଜ୍ୟସରକାର ସଂପୂର୍ଣ୍ଣରୂପେ ବିଫଳ ହୋଇଛନ୍ତି । କେବଳ ହୀନ ରାଜନୀତି କରି ଶାସକ…
୧୦ ଲକ୍ଷ ଅଣସଂଗଠିତ ଶ୍ରମିକଙ୍କୁ ସାମିଲ ଲକ୍ଷ୍ୟ
ବିଜୁ ଶ୍ରମିକ ସାମ୍ମୁଖ୍ୟର ଆଞ୍ଚଳିକ ସମ୍ମିଳନୀ
ବାଲେଶ୍ୱର( ଉଜ୍ଜ୍ୱଳ କର ): ବିଜୁ ଶ୍ରମିକ ସାମ୍ମୁଖ୍ୟ ପକ୍ଷରୁ ଅଣସଂଗଠିତ ଶ୍ରମିକଙ୍କୁ ନେଇ ଦ୍ୱିତୀୟ ଆଞ୍ଚଳିକ ସମ୍ମିଳନୀ ସ୍ଥାନୀୟ ଗାନ୍ଧୀସ୍ମୃତି ଭବନ ପରିସରରେ ଆଜି ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ…
୧୯ ମିନିଟରେ ୪, ୭୮୯ କିମି ଦୂରରେ ଥିବା ଲକ୍ଷ୍ୟ କଲା ଭେଦ
ଅଗ୍ନି-୫’ର ସଫଳ ପରୀକ୍ଷଣ
ବାଲେଶ୍ୱର( ଉଜ୍ଜ୍ୱଳ କର ): ଭୁପୃଷ୍ଠ ରୁ ଭୁପୃଷ୍ଠକୁ ନିକ୍ଷେପ ହେଉଥିବା ଦୂରଗାମୀ କ୍ଷେପଣାସ୍ତ୍ର ‘ଅଗ୍ନି-୫’ର ସଂସ୍ଥା ବ୍ୟବହାରିକ ପରୀକ୍ଷଣ ରବିବାର ସଫଳ ହୋଇଛି । ଚାନ୍ଦିପୁର ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଂସ୍ଥାନ (ଡିଆରଡିଓ) ପକ୍ଷରୁ ଭଦ୍ରକ ଜିଲ୍ଲା…
ଜାମସେଠ ପ୍ରିମିୟର୍ ଲିଗ ଉଦଯାପିତ: ସାରାବଙ୍ଗକୁ ହରାଇ ଡୁଡୁକିଝରିଆ ଚାମ୍ପିୟନ
ପଦ୍ମପୁର/ନୀଳ ଦୀପ -ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଳକ ଜାମସେଠ ପଞ୍ଚାୟତ ହାଇସ୍କୁଲ ଖେଳ ପଡିଆରେ ଚାଲିଥିବା ଅଷ୍ଟମ ଜାମସେଠ ପ୍ରିମିୟର୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରବିବାର ଖେଳା ଯାଇଥିବା ଫାଇନାଲ ମ୍ୟାଚରେ ଡୁଡୁକଝରିଆ ସାରାବଙ୍ଗକୁ ହରାଇ ଚାମ୍ପିୟନ ହୋଇଛି । ସାରାବଙ୍ଗ ଟସ ଜିଣି…
ମାରୱାଡି ଯୁବାମଞ୍ଚ ଓ ଜାଗୃତି ଶାଖା ପଦ୍ମପୁର ର ନୂତନ କର୍ମକର୍ତ୍ତା ଚୟନ ଓ ଶପଥ ପାଠ
ପଦ୍ମପୁର/ନୀଳ ଦୀପ - ସ୍ଥାନୀୟ ମାରୱାଡି ଧର୍ମଶାଳା ଠାରେ ଭଜନ ଅଗ୍ରୱାଲ ଓ ସୁନିଲ ଅଗ୍ରୱାଲ ଙ୍କ ସଂଯୋଜନା ରେ ମାରୱାଡି ଯୁବାମଞ୍ଚ ଓ ଜାଗୃତି ଶାଖା ପଦ୍ମପୁରର ନୂତନ କର୍ମକର୍ତ୍ତା ଚୟନ ଓ ଶପଥ ପାଠ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମାରୱାଡି ଯୁବାମଞ୍ଚ ମଣ୍ଡଳ ଗ ଉତ୍କଳ ର ସହ…
ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ (ପଞ୍ଚମ ସ୍ତରୀୟ -ଏକ୍ସ କେଡର) ଗଠନ
ବଲାଙ୍ଗିର (ନିରୋଜ ମିଶ୍ର ) ସ୍ଥାନୀୟ କଦଳୀମୁଣ୍ଡା ନର୍ସରୀ ଠାରେ ସଂଗଠନକୁ ସୁଦୃଢ କରିବା ପାଇଁ ଜୟନ୍ତୀଲାଲ ସାହୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ (ପଞ୍ଚମ ସ୍ତରୀୟ- ଏକ୍ସ କେଡର) ଗଠନ କରାଯାଇଥିଲା । ସଭାପତି ଭାବରେ ଜୟନ୍ତୀଲାଲ ସାହୁ, ଉପସଭାପତି ଭାବେ ସପ୍ତମ କିଶୋର…
ଶିଶୁମାନଙ୍କ ଉପରେ କଡାନଜର ରଖିବାକୁ ନିବେଦନ
ପରୀ ରଥକୁ ପୁରୁଣାକଟକରେ ସ୍ୱାଗତ ଓ ସଚେତନତା ସଭା
ହରଭଙ୍ଗା, ବୌଦ୍ଧ (ସିମୁନ୍ ନାଏକ) ; ଗତ କିଛି ବର୍ଷ ହେବ ସାରା ଦେଶ ତଥା ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରତେହ ନିଷ୍ପାପ ଶିଶୁ ମାନଙ୍କୁ ଯୌନ ନିର୍ଯାତନା ଦେବା ସହ ନିର୍ମମ ଭାବେ ହତ୍ୟା କରିବା ଘଟଣା ମାନବ ସମାଜକୁ ଲଜ୍ଜିତ କରୁଥିବା ବେଳେ…
*ଜାମସେଠ ପ୍ରିମିୟର୍ ଲିଗ: ସେମିରେ ଝାରବନ୍ଧ*
ପଦ୍ମପୁର/ Nila Deep -ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜାମସେଠ ବ୍ଳକ ବସଷ୍ଟାଣ୍ଡ ନିକଟସ୍ଥ ହାଇସ୍କୁଲ ଖେଳ ପଡିଆରେ ଚାଲିଥିବା ୮ମ ଜାମସେଠ ପ୍ରିମିୟର୍ ଲାଗିଥିଲା କ୍ରିକେଟ ଟୁର୍ଣ୍ଣାମେଣ୍ଟର ଦ୍ବିତୀୟ ଦିନରେ ପ୍ରଥମ ମ୍ୟାଚରେ ଝାରବନ୍ଧ ଦଳ ଜାମସେଠ ପାରାମାଉଣ୍ଟକୁ ୬ ୱିକେଟରେ ପରାସ୍ତ…
ସମସ୍ତ ସେଲ୍ଫ ଫାଇନାନ୍ସ କୋର୍ସ ବିଭାଗକୁ ନିୟମିତ କରାଯାଉ
ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟରେ ଝାମୁମୋ ପକ୍ଷରୁ ତାଲାବନ୍ଦ ଆନ୍ଦୋଳନ
ବାରିପଦା(ଦିଲ୍ଲୀପ ମହାନ୍ତି )- ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟରେ ଓଡ଼ିଆ ବିଭାଗ ସହିତ ସମସ୍ତ ବିଭାଗକୁ ନିୟମିତ କରାଯିବା ଦାବି ନେଇ ଝାମୁମୋର ମୟୂରଭଞ୍ଜ ଛାତ୍ରଶାଖାର ସଭାପତି ଧନଞ୍ଜୟ ସାହୁଙ୍କ ନେତୃତ୍ୱରେ…
ସଫଳ ପ୍ରତିଯୋଗୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଲେ ଜିଲ୍ଲାପାଳ ଶ୍ରୀଭରଦ୍ୱାଜ
ରାଜ୍ୟସ୍ତରୀୟ ପ୍ରଥମ ରାଜ୍ୟସ୍ତରୀୟ ଜନଜାତି କ୍ରୀଡ଼ା ପ୍ରତିଯୋଗିତା
ବାରିପଦା(ଦିଲ୍ଲୀପ ମହାନ୍ତି )- ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ଦୈତ୍ୟ ନଗରୀରେ ମଇ ୩୦ରୁ ଆରମ୍ଭ ହୋଇ ଜୁନ ୧ରେ ଉଦଯାପିତ ହୋଇଥିବା ପ୍ରଥମ ରାଜ୍ୟସ୍ତରୀୟ ଜନଜାତି କ୍ରୀଡ଼ା ପ୍ରତିଯୋଗିତାରେ ମୟୂରଭଞ୍ଜ…