Sign in
Sign in
Recover your password.
A password will be e-mailed to you.
ଷାଠିଏ ଟଙ୍କାରେ ଜୀବନ : ଏଇ ‘ଅଲୋଡ଼ା ମଣିଷଙ୍କ ନା ଅଛି ସମ୍ମାନ ନା ଶୁଣୁଛି ପ୍ରଶାସନ
ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା) ଶାସକ ପ୍ରଶାସକ : ଭଞ୍ଜନଗର ବ୍ଳକ୍ ଅନ୍ତର୍ଗତ ଡହ ରୋଡ଼ ରେ ଥିବା ଚିଦାନନ୍ଦ କୁଷ୍ଠାଶ୍ରମରେ ସରକାରୀ ସୁବିଧାରୁ ବଞ୍ଚିତ ଅନ୍ତେବାସୀ। ନା ଅଛି ସମ୍ମାନ, ନା ଅଛି ସର୍ବନିମ୍ନ ସୁବିଧା; ଅନ୍ଧବିଶ୍ୱାସର ଶିକାର ହୋଇ ଆଶ୍ରମରେ ଦିନ କାଟୁଛନ୍ତି କୁଷ୍ଠ ରୋଗୀ। ୧୯୮୬ରୁ…
ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ
ଜଗତସିଂହପୁର ତା.21/02/2025 ସୁମନ୍ତ କୁମାର ଦାସ: ଜଗତସିଂହପୁର ବ୍ଲକ ଅନ୍ତର୍ଗତ ପୁରୁଣାଗଡ଼ସ୍ଥିତ ପ୍ରଫୁଲ ପାଠାଗାରରେ ଅIନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ ହୋଇଯାଇଛି I ପାଠାଗାରର ସଭାପତି ରବୀନ୍ଦ୍ର ନାଥ ତ୍ରିପାଠୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ…
ଶ୍ରୀଶ୍ରୀ ଗୋପୀନାଥ ଜୀଉଙ୍କ ମନ୍ଦିର ପ୍ରତିଷ୍ଠା ମହୋତ୍ସବର ପଂଚମ ସନ୍ଧ୍ଯା/ସାହାଡା ଗୋପୀନାଥ ପୀଠରେ କଳସ ଶୋଭାଯାତ୍ରା
ଲୀଳା ପୁରୁଷୋତ୍ତମ ଶ୍ରକୃଷ୍ଣକଂ ଲୀଳାରୁ ମଣିଷ ଦିବ୍ଯ ଦର୍ଶନ ପାଇଥାଏ: ବାବା ସତ୍ଯାନନ୍ଦ
ଜଗତସିଂହପୁର:୨୧.୦୨.୨୦୨ ୬ ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲାର ବାଲିକୁଦା ମଣ୍ଡଳର ସାହାଡା ଗ୍ରାମରେ ଶ୍ରୀଶ୍ରୀ ଗୋପୀନାଥ ଜୀଉଙ୍କ ମନ୍ଦିର ପ୍ରତିଷ୍ଠା ମହୋତ୍ସବର ପଂଚମ ସନ୍ଧ୍ଯା…
ଗୋଡି ପଡ଼ାରେ କ୍ୟାମ୍ପ କୋର୍ଟ ଅନୁଷ୍ଠିତ, ୨୨ ମାମଲାର ସାକ୍ଷ୍ୟ ଗ୍ରହଣ କଲେ ନ୍ୟାୟଧିକାରୀ
ଓଡ଼ଗାଁ,୨୧।୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଗୋଡିପଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଓଡ଼ଗାଁ ଅଦାଲତ ଆନୁକୂଲ୍ୟରେ ଗ୍ରାମ୍ୟ ନ୍ୟାୟାଳୟ ଭ୍ରାମ୍ୟମାଣ କୋର୍ଟ ଅନୁଷ୍ଠିତ ହୋଇଯାଇଛି । ଗ୍ରାମ୍ୟ ନ୍ୟାୟାଧିକାରୀ ସୈ।ମ୍ୟାଶ୍ରୀ ମହାପାତ୍ରଙ୍କ ଉପସ୍ଥିତିରେ ଶନିବାର ୨୨…
ୱାର ଭେଟେରାନ ସୁଦର୍ଶନ ସାହୁଙ୍କୁ ଶେଷ ସମ୍ମାନ
ଓଡଗାଁ, ୨୧।୨ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡଗାଁ ଥାନା ଅନ୍ତର୍ଗତ ବାହାଡାଝୋଲା ମାଣିକପାଟଣା ଗ୍ରାମର ବୟୋବୃଦ୍ଧ ଆର୍ମି ୱାର ଭେଟେରାନ ସୁଦର୍ଶନ ସାହୁଙ୍କ ଶନିବାର ସ୍ଥାନୀୟ ଡାକ୍ତରଖାନାରେ ୮୮ ବର୍ଷ ବୟସରେ ହୃଦଘାତରେ ପରଲୋକ ଘଟିଛି। ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା…
ବିଜେପି ସରକାରଙ୍କ ବିରୁଦ୍ଧରେ ରାଲି
ଜଗତସିଂହପୁର,ତା-୨୧.୦୨.୨୦୨୬/ସୁମନ୍ତ କୁମାର ଦାସ: ବିଜେପି ସରକାର ର ଚାଷୀ ମାରଣ ନୀତି ବିପର୍ଯ୍ୟୟ ଆଇନଶୃଙ୍ଖଳା ଓ ପ୍ରତିଶ୍ରୁତି ଖିଲାପୀ ବିରୁଦ୍ଧରେ ଆଜି ଜଗତସିଂହପୁର ର ସମସ୍ତ ବିଜୁ ଜନତା ଦଳ ର କର୍ମୀ ନେତା ଏକାଠି ହୋଇ ଜିଲାପାଳ ଙ୍କ ପଡିଆ ରେ ବିକ୍ଷୋଭ ଓ ପ୍ରତିବାଦ କରିଥିଲେ. ଏହି…
ସାଉଦି ଆରବରେ ଓଡିଆ ଯୁବକ ମୃତ; ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ଫେରିଲା ମରଶରୀର
ଭୁବନେଶ୍ବର, ୨୧/୦୨ - ବିଜେପି ରାଷ୍ଟ୍ରୀୟ ଉପସଭାପତି ତଥା କେନ୍ଦ୍ରାପଡ଼ା ସାଂସଦ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ସାଉଦି ଆରବରେ ମୃତ ଓଡିଆ ଯୁବକ ପ୍ରମୋଦ ସାହୁଙ୍କ ମରଶରୀର ଆଜି ତାଙ୍କ ଜନ୍ମମାଟିରେ ପହଞ୍ଚିଛି| ପରମେଶ୍ବରଙ୍କ ମରଶରୀର ଭାରତ ଫେରାଇ ଆଣିବାପାଇଁ ସାଉଦି ଆରବରେ…
ଏକ ବିଂଶତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ
ଜଗତସିଂହପୁର ତା ୨୧.୦୨.୨୦୨୬ ସୁମନ୍ତ କୁମାର ଦାସ: କୃଷି ବିଜ୍ଞାନ କେନ୍ଦ୍ର ଜଗତସିଂହପୁର ପରିସରରେ ଏକବିଂଶତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ଅନୁଷ୍ଠିତ ହୋଇଯାଇଛି।ବୈଠକଟି ପ୍ରଫେସର୍ ପ୍ରସନ୍ନଜିତ ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା ଏବଂ ଡ଼ ଶ୍ରବାଣୀ ଦାସ (ଯୁଗ୍ମ…
“ଆମେ ପଢିବା ଆମ ଭାଷାରେ ଜିଲ୍ଲା ସ୍ତରୀୟ କର୍ମଶାଳା “
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ, ତାରିଖ-୨୧/୨/୨୬: ଆଜି ମାଲକାନଗିରି ଜ଼ିଲ୍ଲାରେ ଜ଼ିଲ୍ଲା ପ୍ରଶାସନ ତଥା ଜ଼ିଲ୍ଲା ସମାଜ ମଙ୍ଗଳ ବିଭାଗ ଆନୁକୂଲ୍ୟରେ " *ଆମେ ପଢିବା ଆମ ଭାଷାରେ"*ଜ଼ିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହେଇଯାଇଥିଲା. ଉକ୍ତ କର୍ମଶାଳା ରେ ମୁଖ୍ୟ ଅତିଥି ଭାବେ…
ଶ୍ରମ ବିଭାଗ ର ଚଢ଼ାଉ, ଶିଶୁ ଶ୍ରମିକ ଉଦ୍ଧାର
ଅସ୍ତରଙ୍ଗ୨୧/୨ : ଦିନକୁ ଦିନ ଆମ ଅଞ୍ଚଳ ରେ ଶିଶୁ ଶ୍ରମିକ ମାନଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି, ସରକାର ଶିଶୁ ଶ୍ରମିକ ଆଇନ କୁ କଠୋର କରିବା ସହିତ ବିଭିନ୍ନ ସମୟ ରେ ସଚେତନତା ସୃଷ୍ଟି କରୁଥିବାବେଳେ ଅନେକ ସ୍ଥାନରେ ଏହାର ଓଲଟା ଦୃଶ୍ୟ ଅନେକ ସମୟ ରେ ଦେଖିବାକୁ ମିଳୁଛି l ଶିଶୁ ମାନଙ୍କୁ…