ଡ଼ଙ୍ଗରଭେଜା ପଞ୍ଚାୟତ ରେ ଉଦ୍ଘାଟିତ ହେଲା ଆମ “ଓଡିଶା ,ନବୀନ ଓଡିଶା”

ନନ୍ଦାହାଣ୍ଡି-ଭୁବନେଶ୍ୱର ଦାଶ : ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଡ଼ଙ୍ଗରଭେଜା ଗ୍ରାମ ପଞ୍ଚାୟତର ସମସ୍ତ ୱାଡ ଠାରେ ଆମ ଓଡିଶା ନବୀନ ଓଡିଶା ପ୍ରକଳ୍ପ ଉଦଘାଟନ କରାଯାଇଛି । ଏହି ଉଦ୍ ଘାଟନ କାଯ୍ୟକ୍ରମରେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ,ସାଂସଦ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ମାଝୀ,…

ରାଷ୍ଟ୍ରୀୟ ପ୍ରେସ ଦିବସ ରେ ସମ୍ମାନିତ ହେଲେ ବୟୋଜ୍ୟେଷ୍ଠ ସାମ୍ବାଦିକ ଲାଲ ବିହାରୀ ମିଶ୍ର

ବରଗଡ :- ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ସାମ୍ବାଦିକ ସଂଘ ତରଫରୁ ଆଜି ଜାତୀୟ ପ୍ରେସ ଦିବସ , ମହାପ୍ରଭୁ ନୃସିଂହନାଥ ଙ୍କର ପୀଠ ସ୍ଥିତ ବିନ୍ଧ୍ୟବାସିନୀ ଯାତ୍ରୀ ନିବାସ ଠାରେ ପାଳିତ ହୋଇ ଯାଇଛି । ସଂଘ ର ସଭାପତି ଶ୍ରୀ ବଡ଼ ସଥପଥୀ ଙ୍କର ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଶ୍ରୀ…

ଗବୋନ (ମଧ୍ୟ ଆଫ୍ରିକା)ରେ ଫସିଛନ୍ତି ୨୧ ଶ୍ରମିକ:ଉଦ୍ଧାର ପାଇଁ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମ

ଭୁବନେଶ୍ବର, ୧୬।୧୧- ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ଗବୋନ (ମଧ୍ୟ ଆଫ୍ରିକା)ରେ ଫସିଥିବା ୨୧ ଜଣ ଶ୍ରମିକଙ୍କୁ ଉଦ୍ଧାର କରି ସୁରକ୍ଷିତ ଭାରତ ଫେରାଇ ଆଣିବା ପାଇଁ ଭାରତୀୟ ରାଷ୍ଟ୍ରଦୂତଙ୍କୁ ହସ୍ତକ୍ଷେପ କରିବାକୁ ଏକ ଚିଠି ଲେଖି ନିବେଦନ…

ରେଳ ଧାରଣାରେ ଗୃହପାଳିତ ପଶୁ ବିଚରଣ ଜନିତ ଦୁର୍ଘଟଣା ଏଡ଼ାଇବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ବ୍ୟାପକ ରଣନୀତି…

ରେଳ ଧାରଣା ପାର୍ଶ୍ଵବର୍ତ୍ତୀ ଗ୍ରାମଗୁଡିକରେ ସୁରକ୍ଷା ସେମିନାର / ପ୍ରଚାର ମାଧ୍ୟମରେ ସଚେତନତା ଦ୍ୱାରା ଗୃହପାଳିତ ପଶୁ ମାନଙ୍କୁ ଟ୍ରାକ ନିକଟକୁ ନ ଆସିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଗ୍ରାମବାସୀଙ୍କୁ ପରାମର୍ଶ | ରେଳ ଟ୍ରାକ୍ ନିକଟରେ ପଶୁମାନଙ୍କର ଅନାବଶ୍ୟକ ଏକତ୍ରୀକରଣକୁ…

ସୋଆରେ ଏନ୍ଏସ୍ଏସ୍ ପୂର୍ବାଂଚଳ ପ୍ରାକ୍ ଗଣତନ୍ତ୍ର ଦିବସ କ୍ୟାମ୍ପ୍ ଉଦ୍ଘାଟିତ

ଭୁବନେଶ୍ୱର,୧୫/୧୧ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିସରରେ ବୁଧବାର ଜାତୀୟ ସେବା ସଂସ୍ଥା (ଏନ୍ଏସ୍ଏସ୍) ସ୍ୱେଚ୍ଛାସେବୀ ମାନଙ୍କ ନିମନ୍ତେ ୧୦ ଦିନିଆ ପୂର୍ବାଂଚଳ ପ୍ରାକ୍ ଗଣତନ୍ତ୍ର ଦିବସ କ୍ୟାମ୍ପ ଉଦ୍ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ଅତନୁ…

ସୋଆ ‘କ୍ରିଏଟିଭୋ’ ପକ୍ଷରୁ ଶିଶୁ ଦିବସରେ “ଉର୍ଜା- ୨୦୨୩”

ଭୁବନେଶ୍ୱର, ୧୫/୧୧ : ଶିଶୁମାନେ ଗୋଟିଏ ଜାତିର ହୃତପିଣ୍ଡ । ଶିଶୁ ମାନଙ୍କ ମଧ୍ୟରେ ଲୁଚିରହିଥିବା ପ୍ରତିଭାର ବିକାଶ ହିଁ ଗୋଟିଏ ଦେଶ ବା ଜାତିକୁ ଅଗ୍ରଗାମୀ କରିପାରିବ । ଆମେ ସମସ୍ତେ ଶିଶୁମାନଙ୍କ ସର୍ବାଙ୍ଗୀନ ଉନ୍ନତି ଦିଗରେ କାର୍ଯ୍ୟକରିବା ଉଚିତ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ)…

ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ର ଦ୍ୱିତୀୟ ସନ୍ଧ୍ୟା

ପିଲାମାନେ ନିଜର ସର୍ବାଙ୍ଗୀନ ବିକାଶ କରି ଦେଶ ଜାତିର ନାଁ ରଖ: ଗଣଶିକ୍ଷା ମନ୍ତ୍ରୀ -ପର୍ଯ୍ୟଟନସ୍ଥଳୀ ବୁଲି ଦେଖିଲେ ଛାତ୍ରଛାତ୍ରୀ -ଛାୟା ମିଳିତ ଜାତିସଂଘ ପ୍ରଦର୍ଶିତ -‘ମିଟ୍ ଦ ପର୍ସନାଲିଟି’ରେ ସଫଳତାର କାହାଣୀ କହିଲେ ବିଶିଷ୍ଟ ବ୍ୟକ୍ତିବିଶେଷ ଭୁବନେଶ୍ୱର,୧୫ା୧୧:…

ଜନଜାତୀୟ ଗୌରବ ଦିବସ ପାଳନ ଅବସରରେ 3 ହଜାର ଆଦିବାସୀ କଳାକାରଙ୍କୁ ପୋଷାକ, ବାଦ୍ୟଯନ୍ତ୍ର ଓ ଆଭୂଷଣ ପ୍ରଦାନ

ଜନଜାତି ସଂସ୍କୃତିକୁ ସମୃଦ୍ଧ କରିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବର, 15 ନଭେମ୍ବର 2023 : ଆମ ଜନଜାତି ସଂସ୍କୃତି ବହୁତ ସୁନ୍ଦର । ଏହା ଆମ ଦେଶ ଆମ ରାଜ୍ୟର ସଂସ୍କୃତିକୁ ଉଜ୍ଜୀବିତ କରିପାରିଛି । ଆମ ବିକାଶରେ ସଂସ୍କୃତିର ଭୂମିକା ବେଶ୍…

ଢାବାରେ ଗାଙ୍ଗପୁର ପୋଲିସ୍ ର ଚଢ଼ାଉ ; 54 ଲିଟର୍ ବିଭିନ୍ନ ବିଦେଶୀ ବ୍ରାଣ୍ଡ୍ ମଦ ଜବତ , ଜଣେ ଗିରଫ

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-ଆଜି ଗାଙ୍ଗପୁର ପୋଲିସ୍ ଏହି ଥାନା ଅନ୍ତର୍ଗତ ବିଞ୍ଚଣା ସ୍ଥିତ ଏକ ଢାବା ଉପରେ ଚଢ଼ାଉ କରି ସେଠାରୁ ବିଭିନ୍ନ ବିଦେଶୀ ବ୍ରାଣ୍ଡ୍ ର ମଦ ଜବତ କରିବା ସହ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି I ସୂଚନା ପ୍ରକାରେ ଆଜି ଗାଙ୍ଗପୁର ଥାନା ଏଏସ୍ଆଇ ଯୁଧିଷ୍ଠିର…

ଏସିଆନ ଦିବ୍ୟାଙ୍ଗ କ୍ରୀଡ଼ାବିତ ପ୍ରଫୁଲ୍ଲ ଖଣ୍ଡାୟତରାୟଙ୍କୁ ଜିଲ୍ଲାପାଳଙ୍କ ଦ୍ବାରା ସମ୍ବଦ୍ଧିତ

ଜଗତସିଂହପୁର,ତା-୧୫.୧୧.୨୦୨୩/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ଖଇରଙ୍ଗ ପଞ୍ଚାୟତ ଆଶ୍ରମପାଟଣା ଗ୍ରାମର ପ୍ରତାପ କିଶୋର ଖଣ୍ଡାୟତରାୟଙ୍କ ପୁତ୍ର ପ୍ରଫୁଲ୍ଲ କୁମାର ଖଣ୍ଡାୟତରାୟ ଚାଇନାର ହାଙ୍ଗାଝୁରେ ଏସିଆନ ପାରାଗେମରେ ହୁଇଲଚେୟାର ଫେନସିଙ୍ଗ ରେ ଭାରତ ଦଳରେ ଭାଗ ନେଇ ଚତୁର୍ଥ ସ୍ଥାନ…