ରାଜ୍ୟରେ ଖୋଲିବ ଆଉ ୬ଟି ନୂଆ କୋର୍ଟ

0

ଭୁବନେଶ୍ୱର : ରାଜ୍ୟରେ ଆଉ ୬ଟି ନୂଆ ଅତିରିକ୍ତ ଜିଲ୍ଲା ତଥା ଦୌରାଜଜ କୋର୍ଟ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି | ହାଇକୋର୍ଟଙ୍କ ସୁପାରିଶ ଅନୁସାରେ ଏହି କୋର୍ଟ ସବୁ ପ୍ରତିଷ୍ଠା ହେବ | ପ୍ରସ୍ତାବିତ କୋର୍ଟ ଗୁଡିକ ହେଲା କଟକ(ଚତୁର୍ଥ) ଅତିରିକ୍ତ ଜିଲ୍ଲା ତଥା ଦୌରାଜଜ କୋର୍ଟ, ଭଦ୍ରକ (ଦ୍ଵିତୀୟ)ଅତିରିକ୍ତ ଜିଲ୍ଲା ତଥା ଦୌରାଜଜ କୋର୍ଟ , ନୀଳଗିରି ଅତିରିକ୍ତ ଜିଲ୍ଲା ତଥା ଦୌରାଜଜ କୋର୍ଟ,  ଉଦଳା ଅତିରିକ୍ତ ଜିଲ୍ଲା ତଥା ଦୌରାଜଜ କୋର୍ଟ, ପଟ୍ଟାମୁଣ୍ଡାଇ ଅତିରିକ୍ତ ଜିଲ୍ଲା ତଥା ଦୌରାଜଜ କୋର୍ଟ ଓ ଖରିଆର ଅତିରିକ୍ତ ଜିଲ୍ଲା ତଥା ଦୌରାଜଜ କୋର୍ଟ ବୋଲି ଆଇନ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି |     

 

Leave A Reply

Your email address will not be published.