ଧର୍ମେନ୍ଦ୍ରଙ୍କ ଭେଟିଲେ କଂଗ୍ରେସ ବିଧାୟକ କୃଷ୍ଣ ସାଗରିଆ
ଓ ପୂର୍ବତନ ବିଧାୟକ ନିମାଇଁ ସରକାର

ଭୁବନେଶ୍ୱରରୁ ମାନସୀ ମିଶ୍ର : ଲମତାପୁଟ ଠାରୁ କାଳଚୁର କୋଲାବ(ଦେଉଳା) ଠାରେ ଜନସାଧାରଣଙ୍କ ଗମନଗଣମ ପାଇଁ ଏକ ରେଲୱେ ଓଭରବ୍ରିଜ ନିର୍ମାଣ ଆଉ କୋଲାବ ଲଜଳଭଣ୍ଡାର ଉପରେ ସିଣ୍ଡିପୂତା ଘାଟ ଠାରୁ ଲମତାପୁଟ ଗମନାଗମନ ନିମନ୍ତେ ଏକ ବ୍ରିଜ ନିର୍ମାଣ ଦାବିରେ କଂଗ୍ରେସ ବିଧାୟକ କୃଷ୍ଣ ସାଗରିଆ, ପୂର୍ବତନ ବିଧାୟକ ନିମାଇଁ ସରକାରଙ୍କ ସମେତ ବହୁ କଂଗ୍ରେସ ଓ ଯୁବ କଂଗ୍ରେସ ନେତା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଛନ୍ତି | ଉପରୋକ୍ତ ପ୍ରସଙ୍ଗ ଉପରେ ଦାବିପତ୍ର ଦିଆଯାଇଛି ବୋଲି କୁହାଯାଉଛି | ଦେଖାଯାଉ ଲମତାପୁଟ, କୋରାପୁଟ ଆଣୁ ନନ୍ଦପୁର ବାସିନ୍ଦାଙ୍କ ପାଇଁ ଏହା ଗମନ ଗମନର ସୁବିଧା କରୁଛି ନ ସାଗରିଆ ଆଉ ସରକାର ବିଜେପିରେ ପଶିବା ପାଇଁ ସେତୁ ପାଲଟୁଛି !!!!!
