କେନ୍ଦ୍ରାପଡା ରୁ ପ୍ରଫୁଲ କୁମାର ମଲ୍ଲ କଂ ରିପୋର୍ଟ: ଦୁଇ ବର୍ଷ ସର୍ମ୍ପକକୁ ଭୂଲିଗଲା ସ୍ବାମୀ ବାଛିନେଲା ନୂଆ ଏକ ପ୍ରେମିକା | ଖବର ସଂଗ୍ରହ କରିବାକୁ ଯାଇଥିବା ଗଣମାଧ୍ୟମ ସାମ୍ବାଦିକ ହେଲେ ଦୃବ୍ୟବହାର ଓ ନିର୍ଯ୍ୟାତନା ର ଶିକାର । ଡେରାବଶ ବ୍ଲକ ନିକିରାଇ ଥାନା ଅର୍ନ୍ତଗତ ନହଙ୍ଗ ଗ୍ରାମର ଦୀପକ ନାୟକ ପଟାମୁଣ୍ଡାଇ ଚନ୍ଦନ ନଗର ଅଞ୍ଚଳର ମିନାକୀ ମଳିକ ନାମକ ଜଣେ ଯୁବତୀ ଙ୍କୁ ପ୍ରେମ ବିବାହ କରିଥିଲେ ।ଏବଂ କେନ୍ଦ୍ରାପଡା ସହରରେ ଭଡାନେଇ ରହି ଆସୁଥିଲେ । ଏହି ମିନାକୀ ଙ୍କୁ ବିବାହ କରିଥିବା ଦୀପକ ଧୋକାବାଜ ସ୍ୱାମୀ ଧୋକା ଦେଇ ଅନ୍ୟ ଏକ ଯୁବତୀଙ୍କୁ ବାହା ହୋଇ ଆଜି ଚତୁର୍ଥୀ ପିଣ୍ଡ ପଡୁଥିବା ବେଳେ ନିକିରେଇ ଥାନା ର ଦ୍ୱାରସ୍ଥ ହେଲେ ଯୁବତୀ ହେଲେ ପୋଲିସ ଶୁଣି ନଥିଲା ଯୁବତୀ ଙ୍କ ଅଭିଯୋଗ ଏ ଭଳି ଖବର ପାଇ ଖବର ସଂଗ୍ରହ କରିବାକୁ ଯାଇଥିବା ଗଣମାଧ୍ୟମ ପ୍ରତିନିଧି ଙ୍କୁ ନିକିରେଇ ଥାନା ଅଧିକାରୀ ଶୁଣାଇଲେ ମା ଠୁ ଭଉଣୀ ପର୍ଯ୍ୟନ୍ତ ବେଦପାଠ ଏ ଭଳି ଘଟଣା ଘଟିବା ପରେ ପୋଲିସ ଠାରୁ ନ୍ୟାୟ ନ ପାଇ ବିବାହ କରିଥିବା ନହଙ୍ଗ ଅଂଚଳର ଯୁବକଙ୍କ ଘର ସମୁଖ ରେ ବସି ରହିଥିଲେ ।ଏ ଭଳି ଘଟଣା ପ୍ରଘଟ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶତାଧିକ ମହିଳା ଓ ଯୁବଗୋଷ୍ଟି ଯୁବତୀ ଙ୍କୁ ନ୍ୟାୟ ମିଳୁ ବୋଲି ପ୍ରତିବାଦ କରୁଥିବାବେଳେ ସେଠୀବି ଗଣ ମାଧ୍ୟମ ପ୍ରତିନିଧି ଙ୍କୁ ନିକିରେଇ ଥାନା ଅଧିକାରୀ ମା ଭଉଣୀ ଉଦ୍ଧାର କରିବା ସହ ଜଣେ ସାମ୍ବାଦିକ ଙ୍କୁ ମାଡ଼ ମାରୁଥିବାର ଅଭିଯୋଗ ହେବା ପରେ ସ୍ଥାନୀୟ ଅଂଚଳ ରେ ଉତ୍ତଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ସ୍ଥାନୀୟ ଅଞ୍ଚଳର ଲୋକ ଦୀର୍ଘ ସମୟ ଧରି ଥାନାବାଲା ଙ୍କୁ ଘେରାଉ କରି ରଖିଥିଲେ ଏ ଭଳି ଖବର sp ଙ୍କ ପାଖ ରେ ପହଂଚିବା ପରେ ତୁରନ୍ତ ଘଟଣା ସ୍ଥଳ ରେ ପହଞ୍ଚି ବାକୁ ପଟ୍ଟାମୁଣ୍ଡାଇ sdpo ଙ୍କୁ ନିର୍ଦେଶ ଦେଇଥିଲେ ତେବେ ପଟ୍ଟାମୁଣ୍ଡାଇ sdpo ଘଟଣା ସ୍ଥଳ ରେ ପହଞ୍ଚିବା ପରେ ଜୋର ଧରିଲା ପ୍ରତିବାଦ ।ଏନେଇ କେନ୍ଦ୍ରାପଡା ଯୁବ ସାମ୍ବାଦିକ ମାନେ spଙ୍କ ନିକଟରେ ଅଭିଯୋଗ କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.