ନବ ଭାରତ ସାକ୍ଷରତା ଦିବସ କାର୍ଯ୍ୟକ୍ରମର ଆନ୍ତର୍ଜାତିକ ସାକ୍ଷରତା ଦିବସ ପାଳିତ

10

ବାଣପୁର:(ସେକ୍ କୌସର):ବାଣପୁର ରେ ସାକ୍ଷରତା ଦିବସ ରେ ୩୫ ଜଣ ସମ୍ମାନିତl ଆନ୍ତର୍ଜାତିକ ସାକ୍ଷରତା ଦିବସ ପାଳନ ଅବସରରେ ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ, ବାଣପୁର -୨ ଠାରେ ବ୍ଲକ ସ୍ତରୀୟ ନବ ଭାରତ ସାକ୍ଷରତା ଦିବସ କାର୍ଯ୍ୟକ୍ରମର ଆନ୍ତର୍ଜାତିକ ସାକ୍ଷରତା ଦିବସ ପାଳନ ହୋଇଯାଇଛି । ଉକ୍ତ ସଭାରେ ସମସ୍ତ CRCC, Learner, VT, Surveyor ମୋଟ ୩୫ ଜଣ ଙ୍କୁ ସମ୍ମାନିତ କରାଯାଇଛି । ଏଥିରେ ବ୍ଲକ ଶିକ୍ଷାଧିକାରୀ ଓ ସମସ୍ତ 12 ଜଣ CRCC ଓ BRCC ଉକ୍ତ କାର୍ଯ୍ୟ ସୁଚାରୁ ରୂପେ ପରିଚାଳିତ କରିଛନ୍ତି ।

Leave A Reply

Your email address will not be published.