ରାଜ୍ୟପାଳଙ୍କ ‘ଆଟ ହୋମ’ ଉତ୍ସବ: ଅଂଶଗ୍ରହଣ ପାଇଁ ରଙ୍ଗଣୀପାଟଣା ସରପଞ୍ଚଙ୍କୁ ନିମନ୍ତ୍ରଣ

42


ଓଡ଼ଗାଁ ୧୪।୮(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ିଶା ରାଜ୍ୟପାଳ ୨୦୨୬ ଅଗଷ୍ଟ ୧୫ ତାରିଖ ଶନିବାର ସନ୍ଧ୍ୟାରେ ଭୁବନେଶ୍ୱର ଲୋକଭବନରେ ‘ଆଟ୍ ହୋମ’ ରେ ଯୋଗଦେଵା ନିମନ୍ତେ ନୟାଗଡ଼ ଜିଲ୍ଲାରୁ ଜଣେ ମାତ୍ର ସରପଞ୍ଚ ଓଡ଼ଗାଁ ବ୍ଳକ ରଙ୍ଗଣୀପାଟଣା ପଞ୍ଚାୟତରୁ ସସ୍ମିତା ପାତ୍ରଙ୍କୁ ନିମନ୍ତ୍ରଣ ମିଳିଛି। କେବଳ ସସ୍ମିତା ପାତ୍ର ନୁହନ୍ତି ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୧୫ ଜଣ ସରପଞ୍ଚ ‘ଆଟ ହୋମ’ଉତ୍ସବରେ ଯୋଗଦେବେ।

Leave A Reply

Your email address will not be published.