ମଧୁପାଟଣା ଥାନାରେ ଉତେଜନା : ସୌମ୍ୟରଞ୍ଜନ ଯେନାଙ୍କ ମର ଶରୀରକୁ ରଖି ଦାବି, ଆସାମୀଙ୍କୁ ଜଲଦି ଧର

0 2

କଟକରୁ ରଞ୍ଜିତ ମହାପାତ୍ରଙ୍କ ରିପୋର୍ଟ: ମଧୁପାଟଣା ଥାନାରେ ଉତେଜନା ଦେଖିବାକୁ ମିଳିଛି. ଗତକାଲି ଗୁଳିକାଣ୍ଡ ହୋଇଥିବା ସୌମ୍ୟରଂଜନ ଯେନାଙ୍କ ଦେହାନ୍ତ ଶରୀରକୁ ମଧୁପାଟଣା ଥାନା ସମୁଖରେ ରଖି ଉତେଜନା ଦେଖିବାକୁ ମିଳିଥିଲା.ତାଙ୍କର ଦାବି ଆସାମୀଙ୍କୁ ଜଲଦି ଧରିକି କଠୋରରୁ କଠୋର ଦଣ୍ଡ ଦେବାପାଇଁ ଦାବି ରଖିଥିଲେ 200 ରୁ ଅଧିକ ଲୋକ ହୋହାଲ୍ଲାରେ ଥାନା କମ୍ପି ଉଠିଥିଲା ଏସପି ଓ ଥାନା ଅଧିକାରୀ କହିଛନ୍ତି ଦୋଷୀକୁ କଠୋରରୁ କଠୋର ଦଣ୍ଡ ଦେବାପାଇଁ ପ୍ରତିଶୃତି ଦେଇଥିଲେ ତା ପରେ ତାଙ୍କ ଶରୀରକୁ ତାଙ୍କ ନୂଆପଡା ସ୍ଥିତ ବାସଭବନଙ୍କୁ ନେଇଯାଇଥିଲେ |

Leave A Reply

Your email address will not be published.