ଜଗନ୍ନାଥ ପୁର: ଜଗନ୍ନାଥ ପୁର ରେଳ ଷ୍ଟେସନ ନିକଟସ୍ଥ ରେଳଧାରଣା ରୁ ଜଣେ ବ୍ୟକ୍ତିଙ୍କ ଶବକୁ ପୋଲିସ୍ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ଗତ ଦୁଇ ଦିନ ପୁର୍ବେ ଜଣେ ଯୁବକ ଗୋଟିଏ ପ୍ଲାଟଫର୍ମରୁ ଆଉ ଗୋଟିଏ ପ୍ଲାଟଫର୍ମକୁ ରେଳ ଧାରଣା ଦେଇ ପାର ହେଉଥିବା ବେଳେ ଟ୍ରେନ୍ ଧକ୍କାରେ ପ୍ରାଣ ହରାଇଥିବା ଜଣାପଡ଼ିଛି।ମୃତ ବ୍ୟକ୍ତିଙ୍କ ପରିଚୟ ମିଳିନଥିବା ବେଳେ ପାଖାପାଖି ତାର ବୟସ ୪୦ ବର୍ଷ ହେବ ବୋଲି ଜଣାପଡିଛି।
Sign in
Sign in
Recover your password.
A password will be e-mailed to you.