ଗାୟତ୍ରୀ ଫାର୍ମାସି ମହାବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା-୨୦୨୬

0 2

(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ଗୁଣପୁର: ଗୁଣପୁର ସ୍ଥିତ ଗାୟତ୍ରୀ ଫାର୍ମାସି ମହାବିଦ୍ୟାଳୟପରିସରରେ ରେ ବାର୍ଷିକ କ୍ରୀଡ଼ା -୨୦୨୬ ଉଦଘାଟିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅକ୍ଷୟ ଦାଶ ଓ ନିର୍ଦ୍ଦେଶକ ଶ୍ରୀଯୁକ୍ତ ସଞ୍ଜୟ ସାହୁ କ୍ରୀଡ଼ା ଉତ୍ସବ -୨୦୨୬ ଉଦଘାଟନ କରିଥିଲେ। ଏଥିସହ ସରକାର ଙ୍କ ଅଭୁମୁହ୍ୟ ଫିଟ ଇଣ୍ଡିଆ ଓ ଖେଲୋ ଇଣ୍ଡିଆ ର ଉଦେଶ୍ୟ ଜ୍ଞାପନ କରିଥିଲେ

ଉଦଘାଟନୀ କାର୍ଯ୍ୟକ୍ରମରେ ପ୍ରିନ୍ସିପାଲ ଡଃ. କାହ୍ନୁଚରଣ ପାଣିଗ୍ରାହୀ ଓ ପ୍ରଶାସନିକ ଅଧିକାରୀ ପ୍ରଫୁଲ୍ଲ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଅତିଥିମାନେ କ୍ରୀଡ଼ାର ଗୁରୁତ୍ୱ ଓ ସ୍ୱାସ୍ଥ୍ୟ ପାଇଁ ଏହାର ଉପକାରିତା ବିଷୟରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଥିଲେ ।

ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର କ୍ରୀଡା ସଂଗଠକ ଅଧ୍ୟାପକ ଲୋହା ବାଉରୀ, ପ୍ରଫେସର ଜଗଦିଶ ଖୁଣ୍ଟିଆ, ପ୍ରିୟଙ୍କା ପାଢ଼ୀ, ଅର୍ଚ୍ଚନା ଚାନ୍ଦ,ମହାଲକ୍ଷ୍ମୀ ଦାସ,ଶାଶ୍ଵତୀ ବେହେରା, ରାଜେଶ ଗଙ୍ଗା, ଚୈତନ୍ୟ ଗୌଡ଼, ଏମ୍.ଚନ୍ଦ୍ରଶେଖର,ଗ୍ରୀସ୍ମା ଚୌଧୁରୀ,ରଶ୍ମିତା ଦାସ, ରିତା ମହାନ୍ତି, ଲିଜା ନାୟକ, ରିତୁସମଇ ପଣ୍ଡା, ଅଜିତ ସାହୁ, ରାଜିବ ପଣ୍ଡା,ପ୍ରଫୁଲ୍ଲ ମହାନ୍ତି,ବିଷ୍ଣୁ ରଥ,ବାବୁଲା ଦାସ,ରବି ଗୌଡ, ରିପୁନ୍ ମହାନ୍ତି,ରାଜକୁମାର ବିଡ଼ିକା,ମମତା ପଣ୍ଡା, ଜୁଜା ବିଡ଼ିକା ପ୍ରମୁଖ ସହଯୋଗ କରିଥିଲେ l ଏଥିରେ ବିଭାଗୀୟ ବି.ଫlର୍ମ, ଡି.ଫlର୍ମ, ଏମ. ଫlର୍ମ, ଡି.ଏମ.ଏଲ.ଟି ଓ ନର୍ସିଙ୍ଗ ଛାତ୍ରଛାତ୍ରୀ ଭାଗ ନେଇ ଥିଲେ l

Leave A Reply

Your email address will not be published.