ବାସୁଦେବପୁର – ଭଦ୍ରକ ଜିଲ୍ଲା ବାସୁଦେବପୁର ରେ ନବଘନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ୩୯ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସର ରେ ଆୟୋଜିତ ସଭା କାର୍ଯ୍ୟ କ୍ରମ ରେ ଅଧ୍ୟକ୍ଷ ମନୋରଞ୍ଜନ ପତି ଙ୍କ ସଭାପତିତ୍ବ ରେ ମୂଖ୍ୟ ଅତିଥି ଭାବେ ବିଧାୟକ ଆଶୋକ ଦାସ, ସମ୍ମାନୀତ ଅତିଥି ଭାବେ ଶିକ୍ଷାବିତ ଭାଗିରଥି ପଲାଇ, ସମାଜସେବି କୃଷ୍ଣ ଚନ୍ଦ୍ର ଘଡେ଼ଇ, ଶ୍ୟାମ ସୁନ୍ଦର ବାରିକ୍, ରମେଶ ଚନ୍ଦ୍ର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ମଞ୍ଚ ସଂଯୋଜନା ଶ୍ରୀଧର ନାୟକ କରିଥିବା ବେଳେ ପୁଷ୍ପିତା ବାରିକ୍ ବୀବରଣୀ ପାଠ କରିଥିଲେ। ଧନ୍ୟବାଦ୍ ପ୍ରଦାନ ବଳରାମ ମଲ୍ଲିକ କରିଥିଲେ। ଏହି ଅବସର ରେ ପିଲା ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇ ଯାଇଛି। ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଛାତ୍ର ଛାତ୍ରୀ, କର୍ମଚାରୀ ଉପସ୍ଥିତ ରହି ସଫଳ କରାଇ ଛନ୍ତି।
Sign in
Sign in
Recover your password.
A password will be e-mailed to you.