ପଦ୍ମପୁର:- ରାଜ ବୋରାସମ୍ବର ବ୍ଳକ ସ୍ତରରେ ୨୦୨୪-୨୫ ତୃତୀୟ ଓ ପଞ୍ଚମ ଶ୍ରେଣୀ ସରକାରୀ ବୃତ୍ତି ପରୀକ୍ଷାରେ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁର ର ତୃତୀୟ ଶ୍ରେଣୀରୁ ଆକାଂକ୍ଷା ରଣା (୧ମ ସ୍ଥାନ) ତନୱି ପଥାନ (୨ୟ ସ୍ଥାନ)ରେହାନସିକା ସାହୁ (୫ମ ସ୍ଥାନ )ତ୍ରିଶରାଜ ଦାଉ (୬ଷ୍ଠ ସ୍ଥାନା) ପାଇଥିବା ବେଳେ ପଞ୍ଚମ ଶ୍ରେଣୀ ରୁ ପୁପୁନ ବଡ଼ ଗୁଛିଆ (୧ମ ସ୍ଥାନ)ଦୀପକ ସାହୁ (୨ୟ ସ୍ଥାନ) ଆରାଧ୍ୟା ଭୋଇ (୩ୟ ସ୍ଥାନ)ଅନମୋଲ ବଢେଇ (୪ର୍ଥ ସ୍ଥାନ) ପାଇ କୃତିତ୍ୱ ହାସଲ କରିଥିବା ବେଳେ ପଦ୍ମପୁର NACରେନବମ ଶ୍ରେଣୀର ଗ୍ରାମାଞ୍ଚଳ ମେଧାବୃତ୍ତି (NRTS) ପରୀକ୍ଷାରେ ରାହୁଲ ବୁଡେକ ୮୩ମାର୍କ ,ତନ୍ୱି ମୃଶାଳିନୀ ସୁନା ୭୫ମାର୍କ,ଶୋଭିତ ସାହୁ ୭୪ମାର୍କ, ସୌରଭ କୁମାର ତାଣ୍ଡି ୫୭ ମାର୍କ,ଗାୟତ୍ରୀ ନିଆଲ ୫୨ମାର୍କ ରଖି ଉତ୍ତୀର୍ଣ୍ଣ ହୋଇ ବିଦ୍ୟାଳୟ କୁ ଗୌରବାନ୍ୱିତ କରିଥିବାରୁ ସମସ୍ତ ଗୁରୁଜୀ ଗୁରୁମା, ଅଭିଭାବକ ଅଭିଭାବିକା,ପରିଚାଳନା ସମିତି ତରଫରୁ ସମସ୍ତ ଭାଇ ଭଉଣୀ ମାନଙ୍କୁ ହାର୍ଦ୍ଧିକ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।
Sign in
Sign in
Recover your password.
A password will be e-mailed to you.