ବରଗଡ଼ ଜିଲ୍ଲାର ପ୍ରଭାରୀ ହେଲେ ବାସୁଦେବ।

3

ବାସୁଦେବପୁର –  ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘ, ପରେ ଏ ବି ଭି ପି ର କାର୍ଯ୍ୟକର୍ତ୍ତା, , ପରେ ପରେ ବିଜେପି, ତାପରେ ବିଜେପି ର ଭଦ୍ରକ ଜିଲ୍ଲା ଉପସଭାପତି, ଏମିତି ଅନବରତ ଦଳପ୍ରତି ନିଷ୍ଠା କାର୍ଯ୍ୟକର୍ତା ଙ୍କୁ ଭଲପାଇବା,ରାଷ୍ଟ୍ର ପ୍ରତୀ ସମର୍ପଣ, ଆଉ ମା ଭାରତୀ ଙ୍କ ସେବା କୁ ଜୀବନର ବ୍ରତ ବୋଲି ଧରିନେଇଥିବା  ବାସୁଦେବ ବାରିକ ଙ୍କୁ ରାଜ୍ୟ ବିଜେପି ପକ୍ଷରୁ ବରଗଡ଼ ଜିଲ୍ଲାରେ ପ୍ରଭାରୀ ଭାବେ ଦାୟିତ୍ଵ ଦିଆ ଯାଇଛି। ଏ ନେଇ ଘୋଷଣା କରିଛନ୍ତି ରାଜ୍ୟ ବିଜେପି ସଭାପତି ମନ ମୋହନ ସାମଲ।ବାସୁଦେବପୁର ର ବାସୁଦେବ ବାରିକ (ବୁଦ୍ଧିରାମ ) ନାମ ରେ ପରିଚିତ ।ଦଳ ର ସଭାପତି ମନମୋହନ ସାମଲ, ତାଙ୍କର କାଯ୍ୟ ଧାରା ଏବଂ ନିଷ୍ଠାପରତାକୁ ଉପଲବ୍ଧି କରି, ବରଗଡ଼ ଜିଲ୍ଲା ରେ ପ୍ରଭାରୀ ଭାବେ ଦାଇତ୍ୱ ଦେଇଛନ୍ତି.। ଏ.. ନେଇ ଭଦ୍ରକ ତଥା ବାସୁଦେବପୁର ର ବିଜେପି ନେତା ଓ କାର୍ଯ୍ୟ କର୍ତ୍ତା ମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବିଭିନ୍ନ ମହଲ ରୁ ମଧ୍ଯ ତାଙ୍କୁ ଶୁଭେଚ୍ଛା ର ସୁଅ ଛୁଟି ବାରେ ଲାଗିଛି।

Leave A Reply

Your email address will not be published.