ଫ୍ଲାଇ ଓଭର ବ୍ରିଜ୍ ଓ ଟ୍ରେନ ରହଣୀ ଦାବିରେ ରେଳ ରୋକ !

0

ଭଦ୍ରକ ( ସତ୍ୟଭୂଷଣ ସ୍ବାମୀ ) :  ଭଦ୍ରକ ରେଳ ଷ୍ଟେସନ ଚରମ୍ପାରେ ଫ୍ଲାଇ ଓଭର ବ୍ରିଜ୍‌ ନିର୍ମାଣ ଦାବିରେ ରେଳ ରୋକ କରିଛି କଂଗ୍ରେସ । ଏହାସହ ସନ୍ତ୍ରାଗାଛି-ତିରୁପତି, ସନ୍ତ୍ରାଗାଛି-ମାଙ୍ଗାଲୋର, ହଳଦିଆ-ଚେନ୍ନାଇ, ପୁରୀ-ବେଲାପୁର ଓ ଖଡ଼ଗପୁର-ବେଲାପୁର ଏକ୍ସପ୍ରେସ୍‌ ଟ୍ରେନ୍‌ ରହଣୀ ଦାବିରେ ରେଳ ରୋକ କରାଯାଇଛି। ପୂର୍ବ ମାସ ୭ତାରିଖରେ ମଧ୍ୟ ସମାନ ଦାବି ନେଇ ରେଳ ରୋକ କରିଥିଲା କଂଗ୍ରେସ। ହେଲେ ରେଳ ବିଭାଗ ପକ୍ଷରୁ ଦାବି ପୂରଣର ପ୍ରତିଶ୍ରୁତି ମିଳିବା ପରେ ରେଳ ରୋକ ହଟିଥିଲା।

 

Leave A Reply

Your email address will not be published.