ପଦ୍ମପୁର :- ଆର୍. ଆଇ . ଅଫିସ ର ଅବସରପ୍ରାପ୍ତ କର୍ମଚାରୀ ତଥା କଳାମନ୍ଦିର ୟୁଥ କ୍ଲବ ର ବରିଷ୍ଠ ସଦସ୍ୟ ଚିନ୍ତାମଣି ମଲ୍ଲିକ ଙ୍କ ବିଳମ୍ବିତ ରାତ୍ରିରେ ପରଲୋକ ହୋଇଯାଇଛି। ସେ ଜଣେ ପରୋପକାରୀ ବ୍ୟକ୍ତି ଥିଲେ। ସେ ତାଙ୍କ ପଛରେ ବିଧବା ପତ୍ନୀ, ୩ ପୁଅ ବିଶ୍ଵନାଥ, ପଦ୍ମଲୋଚନ, ପ୍ରବୀର ଝିଅ ପ୍ରବିଣା ମଞ୍ଜରୀ ଓ ନାତି ନାତୁଣୀଙ୍କୁ ଛାଡି ଚାଲି ଯାଇଛନ୍ତି। ଆଜି ନିକଟସ୍ଥ ଲକ୍ଷ୍ମୀ ନାରାୟଣ ସ୍ଵର୍ଗଦ୍ଵାର ରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ବଡ଼ପୁଅ ବିଶ୍ଵନାଥ ମୁଖାଗ୍ନି ଦେଇଥିଲେ। ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିବା ବେଳେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶେଷ ଦର୍ଶନ କରିଥିଲେ। ।
Sign in
Sign in
Recover your password.
A password will be e-mailed to you.
Next Post