ପ୍ରଧାନମନ୍ତ୍ରୀ ଆବାସ ଯୋଜନା : ୩୩୯ଜଣ ହିତାଧିକାରୀଙ୍କୁ କାର୍ଯ୍ୟ।ଦେଶ ବଣ୍ଟନ

0

 

ପାରଳାଖେମୁଣ୍ଡିରୁ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ ପାଣିଗ୍ରାହୀ :  ସ୍ଥାନୀୟ ପାରଳା ପୌରପାଳିକା ତରଫରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀ ଙ୍କୁ କାର୍ଯ୍ୟା ଦେଶ  ବଣ୍ଟନ କରାଯାଇଛି । ପୋୖରପରିଷଦର ପୋୖରା ଧ୍ୟାକ୍ଷାରେ ଏ , ଲଳିତାଙ୍କ ଅଧ୍ୟକ୍ଷତାରେ ପାରଳା ବିଧାୟକ କେ,ସୂରିୟା ରାଓ ମୁଖ୍ୟ ଅତିଥିଭାବରେ ଯୋଗଦେଇ କାଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ଏହି କାଯ୍ୟକ୍ରମରେ ୩୩୯ଜଣ ହିତାଧିକାରୀଙ୍କୁ   କାର୍ଯ୍ୟ।ଦେଶ ବଣ୍ଟନ କରାଯାଇଛି। ଅନ୍ୟ ମାନଙ୍କ ମଧ୍ୟରେ କାଯ୍ୟନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତ ,କେ ,ରାମ ସ୍ଵ।ମୀ ସମେତ ସମସ୍ତ କାଉନସିଲର ମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.